Sun. Nov 29th, 2026

Tag: #sabdamedia

ଯାତ୍ରା ମଞ୍ଚରେ ପରିବେଷଣ ହେବନି ଅଶ୍ଲୀଳ ଡ୍ୟାନ୍ସ, ନିୟମ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଶବ୍ଦ ଓଡ଼ିଶା ବ୍ୟୁରୋ: ଯାତ୍ରା ମଞ୍ଚରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ଗୌରବମୟ ସଂସ୍କୃତିକୁ ସମ୍ମାନ ଜଣାଇବେ ।ଯାତ୍ରାରେ ବଢୁଥିବା…

ଗଛରେ ପିଟି ହୋଇଗଲା ବାଇକ୍‌, ଜଣଙ୍କ ମୃତ୍ୟୁ

ଶବ୍ଦ ଓଡ଼ିଶା ବ୍ୟୁରୋ: ନୟାଗଡ ଜିଲ୍ଲା ନୂଆଗାଁ ବରଡାଖେମଣ ଜଙ୍ଗଲ ରାସ୍ତାରେ ଗତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଆରୋହୀଙ୍କ ଜୀବନ ଯାଇଛି। ଭାରସାମ୍ୟ ହରାଇ ବାଇକଟି ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା: ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ଶବ୍ଦ ଓଡ଼ିଶା ବ୍ୟୁରୋ: ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ପ୍ରୀତିମାନ ଓ ମାନସଙ୍କ ମିଛ ଧରା ପରୀକ୍ଷା ରିପୋର୍ଟ ବୁର୍ଲା ପୋଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ଏକ ବନ୍ଦ…

ଭୂଷଣ୍ଡପୁର ବାଣ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଶବ୍ଦ ଓଡ଼ିଶା ବ୍ୟୁରୋ: ଖୋର୍ଦ୍ଧା ଭୂଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ ବେହେରାଙ୍କ ମୃତ୍ୟୁ…

ପବିତ୍ର ଦୋଳ ପୂର୍ଣ୍ଣିମା: ଫଗୁ ଖେଳିବେ ଶ୍ରୀଜିଉ

ଶବ୍ଦ ଓଡ଼ିଶା ବ୍ୟୁରୋ: ଆଜି ହେଉଛି ପବିତ୍ର ଦୋଳପୂର୍ଣ୍ଣିମା, ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରେ ଏହା ଅନ୍ୟତମ ଯାତ୍ରା। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଉଛି। ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କ ସହ ଫଗୁ…

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା,ଜାଣନ୍ତୁ ଏହି ପର୍ବ ସମ୍ପର୍କରେ

ଶବ୍ଦମିଡ଼ିଆ ବ୍ୟୁରୋ:ଫଗୁ ରଙ୍ଗର ପର୍ବ ପବିତ୍ର ଦୋଳ ଉତ୍ସବ। କାହିଁ କେଉଁ ଅନାଦି କାଳରୁ ଏହି ପବିତ୍ର ହୋଲି ଉତ୍ସଵ ପାଳନ ହୋଇ ଆସୁଛି।ଦ୍ୱାପର ଯୁଗରୁ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଅବତାର ସମୟରୁ ଶ୍ରୀ କୃଷ୍ଣଙ୍କ ଲିଳା ଭିତ୍ତିରେ ଏହି ପବିତ୍ର…

ଆସୁଛି ରଙ୍ଗର ପର୍ବ; କ’ଣ କହୁଛି ପୁରାଣ?

ଆଗକୁ ହୋଲି ଆସୁଛି । ସାରା ଦେଶ ହୋଲି ପାଇଁ ଉତ୍ସବ ମୁଖରେ ହୋଇ ଉଠିଛି । କେତେକ ସ୍ଥାନରେ ଏବେ ଠାରୁ ହିଁ ହୋଲି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ବିଭିନ୍ନ ସ୍ଥାନରେ ଏହାକୁ ଭିନ୍ନ ଭିନ୍ନ…

ଧମାଲ କରିବେ ରଣବୀର-ଶ୍ରଦ୍ଧା

ବିଟାଉନରେ ପପୁଲାର ଷ୍ଟାର ରଣବୀର କପୁର- ଶ୍ରଦ୍ଧା କପୁର । ଦୁହିଁଙ୍କୁ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ୍ ରେ ଦେଖିବାକୁ ମିଳିବ । ଫିଲ୍ମ ‘ତୁ ଝୁଠି ମେଁ ମକ୍କାର’ ମୁକ୍ତିଲାଭ ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି । ଏହି…

ନବରଙ୍ଗପୁରର ନୂଆପଡ଼ାରେ ଜଳ ଯାତନା,ଦୂଷିତ ପାଣିରେ ମେଣ୍ଟୁଛି ଶୋଷ

ନବରଙ୍ଗପୁର : ଏବେଠୁ ଅସହ୍ୟ ତାତି । ଦେଖାଦେଲାଣି ଜଳ ସଙ୍କଟ ସାଙ୍ଗକୁ ଜଳ ପାଇଁ ଯାତନା । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନ ନୂଆପଡା ଗ୍ରାମର ହରିଜନ ସାହିରେ ପାନୀୟ ଜଳ ଯୋଗାଣ ପାଇଁ ବସା ଯାଇଛି ମୋଟର…

ଦିଲ୍ଲୀରେ ନେତାଙ୍କ ହୋଲି

ହୋଲି, ରଙ୍ଗର ପର୍ବ, ସୁଖର ପର୍ବ, ହୋଲି, ଯାହା ଶତ୍ରୁକୁ ମଧ୍ୟ ଆଲିଙ୍ଗନ କରିବାର ବାର୍ତ୍ତା ଦେଇଥାଏ। ହୋଲିର ପର୍ବ ବର୍ତ୍ତମାନଠାରୁ ସମଗ୍ର ଦେଶରେ ଦେଖିବାକୁ ଆରମ୍ଭ କରିଛି । ବଜାରଗୁଡିକ ରଙ୍ଗୀନ ଏବଂ ବିଭିନ୍ନ ପ୍ରକାରର ପିଚକାରିରେ ସଜାଯାଇଛି ।…