Sun. Nov 29th, 2026

Tag: #sabdamedia

ନବୀକରଣ ହେବ ପଠାଣିସାମନ୍ତ ପ୍ଲାନେଟୋରିୟମ,ଯୋଡି ହେବ ନୂତନ ଜ୍ଞାନକୌଶଳ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟର ସର୍ବପୁରାତନ ପ୍ଲାନେଟୋରିୟମ ପଠାଣିସାମନ୍ତ ପ୍ଲାନେଟୋରିୟମ।ପଠାଣି ସାମନ୍ତଙ୍କ କୀର୍ତିରାଜି ଏବଂ ତାଙ୍କର ସମସ୍ତ ଗବେଷଣାର ଚିତ୍ର ଏହିଠାରେ ଦେଖିବାକୁ ମିଳିଥାଏ।ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ହେବ ନବକଳେବର । ଯୋଡି଼ ହେବ ନୂଆ ଜ୍ଞାନକୌଶଳ ।…

ଦିନ ୪ଟାର ଖବର ଜାଣନ୍ତୁ ସଂକ୍ଷେପରେ

ଶବ୍ଦମିଡ଼ିଆ ବ୍ୟୁରୋ: ୧-ରାଜ୍ୟରେ ୫୯ଜଣ H3N2 ସଂକ୍ରମିତ ଚିହ୍ନଟ ହେବାପରେ ରାଜ୍ୟ ସରକାର ଆଜି ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ନଥିବାରୁ ମାସ୍କ ପିନ୍ଧିବା ସହ ଛିଙ୍କିବାବେଳେ ରୁମାଲ ଉପଯୋଗ…

କପିଲ ଶର୍ମା କମେଡି ସୋ ରେ ନଜର ଆସିପାରନ୍ତି ପ୍ରଧାନମନ୍ତ୍ରୀ,ଜାଣନ୍ତୁ ନିମନ୍ତ୍ରଣ ସମୟରେ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଶବ୍ଦମିଡ଼ିଆ ବ୍ୟୁରୋ:ଭାରତର ମନୋରଞ୍ଜନ କ୍ଷେତ୍ରର ସବୁଠାରୁ ବଡ଼ କମେଡ଼ି ସୋ ହେଉଛି କପିଲ ଶର୍ମା କମେଡ଼ି ସୋ।ଏହି ସୋ ମାଧ୍ୟମରେ ଅଭିନେତା ତଥା ହାସ୍ୟ ଅଭିନେତା କପିଲ ଶର୍ମା ଘରେ ଘରେ ପରିଚିତ । ସେ ନିଜର ପରିଶ୍ରମ ଦ୍ୱାରା ଏହି…

ବକ୍ସ ଅଫିସରେ ହିଟ କଲା ରଣବିର ଶ୍ରଦ୍ଧାଙ୍କ ଅଭିନୀତ ଚଳଚ୍ଚିତ୍ର ‘ତୁ ଝୁଠି ମେଁ ମକ୍କାର’

ଶବ୍ଦମିଡ଼ିଆ ବ୍ୟୁରୋ:ଦୀର୍ଘଦିନ ବ୍ୟବଧାନ ପରେ ଫ୍ଲୋରକୁ ଆସିଲା ରଣବିର କାପୁର ଏବଂ ଶ୍ରଦ୍ଧା କାପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠି ମେଁ ମକ୍କାର’।ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଛି।ଏହା ହୋଲି ଅବସରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବକ୍ସ…

ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ୫ଟି ସଚିବ

ଶବ୍ଦମିଡ଼ିଆ ବ୍ୟୁରୋ:5ଟି ସଚିବ ଭି.କେ ପାଣ୍ଡିଆନ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ରହିଛନ୍ତି।ଆଜି ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି।ଏହା ସହିତ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି।ଖବର ଅନୁଆୟୀ, ମୁଖ୍ୟମନ୍ତ୍ରୀଙ୍କ ବକ୍ତିଗତ ସଚିବ ତଥା 5ଟି ସଚିବ…

ଦୋଳ ବିମାନକୁ କାନ୍ଧେଇ ନେବାବେଳେ ଅଘଟଣ: ପିକଅପ ଭ୍ୟାନଧକ୍କାରେ ୨ ମୃତ, ୩ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ଦୋଳବିମାନକୁ କାନ୍ଧେଇ ନେବାବେଳେ ଅଘଟଣ । ଅଧାବାଟରେ ପଛପଟୁ ପିକଅପ ଭ୍ୟାନ ଧକ୍କା ହେବା ଫଳରେ ଘଟଣାରେ ୨ ଜଣଙ୍କର ମୃତ୍ୟୁ ଓ ୩ ଜଣ ଗୁରୁତର ହୋଇଛନ୍ତି । କଟକ ଚାନ୍ଦବାଲି ରାସ୍ତା ଦୁହୁରିଆରେ ଏହି…

ଜେଲ୍‌ରେ ସାମ୍ୱାଦିକ ପରୀକ୍ଷା ଦେଲେ ପୁଞ୍ଜିଲାଲ୍‌

ଶବ୍ଦ ଓଡିଶା ବ୍ୟୁରୋ: ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ହେବେ ସାମ୍ବାଦିକ। ବଲାଙ୍ଗିର ଜିଲ୍ଲା କାରାଗାରରେ ପୁଞ୍ଜିଲାଲ ମେହେର ସମ୍ବଲପୁର ଓପନ ୟୁନିଭର୍ସିଟିରୁ ପିଜିଜେଏମ୍‌ସିର ପ୍ରଥମ ସେମିଷ୍ଟାର ପରୀକ୍ଷା ଦେଇଛନ୍ତି। ତାଙ୍କ ପାଇଁ ଜିଲ୍ଲା କାରାଗାରରେ ପରୀକ୍ଷା…

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ

ଶବ୍ଦ ଓଡିଶା ବ୍ୟୁରୋ: ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖ ଦିନ ୮୮ହଜାର, ୧୦ ତାରିଖରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି।…

ଢେଙ୍କାନାଳରେ ଦନ୍ତା ହାତୀର ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଓସ୍ତପାଳ ଗାଁ ନିକଟରେଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ସକାଳେ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ଓସ୍ତପାଳ ଗ୍ରାମବାସୀ ବନବିଭାଗକୁ ଖବର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି…

ଆଜିଠୁ ଫେରିବ ତାତି, ପୁଣି ୧୫ ତାରିଖ ପରେ ବଦଳିବ ପାଗ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର ଆଜିଠୁ ପାଗ ବଦଳିବ । ଆକାଶ ମେଘମୁକ୍ତ ରହିବା ସହ ପାଗ ଖରାଟିଆ ରହିବ, ଦିନରେ ତାପମାତ୍ରା ମଧ୍ୟ ବଢିବ । ଏଭଳି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ଶୁଖିଲା ପାଗ…