Sun. Nov 29th, 2026

Tag: #sabdamedia

୨୦୨୭ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ ଓଡିଶା,ନୋ ମୋର ମ୍ୟାଲେରିଆ ସହ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ସ୍ଵାକ୍ଷର

ଶବ୍ଦମିଡ଼ିଆ ବ୍ୟୁରୋ:ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା। ନୋ ମୋର ମ୍ୟାଲେରିଆ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଚୁକ୍ତି ସ୍ଵାକ୍ଷରିତ ହୋଇଛି।ଆଗାମୀ ୨୦୨୭ ସୁଦ୍ଧା ଓଡ଼ିଶାରୁ ମ୍ୟାଲେରିଆ କିପରି ଭାବରେ ଦମନ କରାଯାଇପାରିବ ସେଥିପାଇଁ କାମ କରିବ ନୋ ମୋର ମ୍ୟାଲେରିଆ।୨୦୨୭…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନୂଆ ନିୟମ, ନିଜ କାର୍ଯ୍ୟାଳୟରେ ବାଜିବନି ବଜର

ଶବ୍ଦମିଡ଼ିଆ ବ୍ୟୁରୋ:କେନ୍ଦ୍ରୀୟ ରେଳ ଏବଂ ଆଇଟି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ନୂଆ ନିୟମକୁ ଆପଣାଇଛନ୍ତି।ଶ୍ରୀ ବୈଷ୍ଣବ ନିକଟରେ ନିଜ କାର୍ଯ୍ୟାଳୟରୁ ବଜର ହଟାଇଦେଇଛନ୍ତି,ଯାହା ସାହାଯ୍ୟରେ ସେ ନିଜର କନିଷ୍ଠ ସହାୟକମାନଙ୍କୁ କାର୍ଯ୍ୟାଳୟ ଭିତରକୁ ଆସିବାକୁ ଅନୁମତି ଦେଉଥିଲେ।ଏହା ସହ…

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଜିଲ୍ଲା ସୁଆଣ୍ଡୋ ଗସ୍ତ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନ ସୁଆଣ୍ଡୋରେ ଚଳିତ ମାସ ୨୩ ତାରିଖରେ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ଵାରା ଅନୁଷ୍ଠିତ ହେବ।ପଟ୍ଟନାୟକିଆ ସ୍ଥିତ ସୂଚନା କେନ୍ଦ୍ର, ସୁଆଣ୍ଡୋ ଗ୍ରାମର ଲୋକେଶ୍ୱର ମନ୍ଦିର,…

ପୁରୀ ସମୁଦ୍ରକୂଳରେ ଜାତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ଗାନ୍ଧୀ ଶିଳ୍ପ ବଜାର ଉଦଘାଟିତ

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀ: ହସ୍ତଶିଳ୍ପ ଓ ହସ୍ତକଳାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ ବୋଲି କହିଛନ୍ତି ରାଜ୍ୟ ହସ୍ତଶିଳ୍ପ ତଥା ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ। ଶ୍ରୀ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୂଲ୍ୟରେ କେନ୍ଦ୍ର ହସ୍ତଶିଳ୍ପ ଆୟୁକ୍ତ ଓ…

ଶୀଘ୍ର ସାରି ଦିଅନ୍ତୁ ବ୍ୟାଙ୍କ କାମ,ମାର୍ଚ୍ଚ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ଶବ୍ଦମିଡ଼ିଆ ବ୍ୟୁରୋ:ବ୍ୟାଙ୍କ ଏପରି ସ୍ଥାନ ଯେଉଁଠି ସାଧରଣ ଲୋକଟିଏ ଠାରୁ ଆରମ୍ଭ କରି ପ୍ରତିପତିଶାଳୀ ଲୋକଟିଏ ହେଲେ ମଧ୍ୟ ଅଳ୍ପ ହେଉ ବହୁତ ସମସ୍ତଙ୍କର ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ କାର୍ଯ୍ୟ ରହିଥାଏ।ଏହା ମଧ୍ୟରେ ସମସ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ…

ମହିଳା ଟି-୨୦ ବିଶ୍ୱକପ: ସେମିଫାଇନାଲରେ ଟିମ୍ ଇଣ୍ଡିଆ

ଶବ୍ଦ ଓଡିଶା ବ୍ୟୁରୋ: ଟିମ୍ ଇଣ୍ଡିଆ ମହିଳା ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ । ଗ୍ରୁପ୍-୨ରୁ ଇଂଲଣ୍ଡ ପରେ ଭାରତ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲକୁ ଯାଇଛି । ଡକୱର୍ଥ ଲୁଇସ୍ ନିୟମ ବଳରେ ଭାରତ ଆୟରଲାଣ୍ଡ ୫ ରନରେ ହରାଇ ଦେଇଛି…

ସାଲିସ୍ ପାଇଁ ସୋମାଲିକାଙ୍କୁ ଫୋନରେ ଧମକ!

ଶବ୍ଦ ଓଡିଶା ବ୍ୟୁରୋ: ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ ଏବଂ ତାଙ୍କ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାଦ ଥମୁନି। ବ୍ୟକ୍ତିଗତ ସମ୍ପର୍କକୁ ନେଇ ଉଠିଥିବା ଝଡ଼ ଥମୁନଥିବା ବେଳେ ଏକ ଅଡିଓ କ୍ଲିପ ସାମ୍ନାକୁ ଆସିଛି । ଯେଉଁଥିରେ ବିଧାୟକ…

ଚିନ୍ତା ବଢ଼ାଉଛି ବାଲେଶ୍ୱର କନ୍ୟାଶ୍ରମର ମସ୍ତିଷ୍କ ଜ୍ୱର

ଶବ୍ଦ ଓଡିଶା ବ୍ୟୁରୋ: ବାଲେଶ୍ୱର କନ୍ୟାଶ୍ରମର ମସ୍ତିଷ୍କ ଜ୍ୱର ଚିନ୍ତା ବଢ଼ାଉଛି । ଗତକାଲି ରାତିରେ ପୁଣି ୪ ଜଣ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ସୋର ମେଡିକାଲରେ ଚିକିତ୍ସିତ ହେଉଥିଲେ କନ୍ୟାଶ୍ରମ ଅନ୍ତେବାସିନୀ ରାଖୀ ସାନ୍ତରା, ନନ୍ଦିନୀ…

ସାମ୍ନାକୁ ଆସିଲା ଫଟୋ, ନବ ଦାସଙ୍କୁ ପାଖରୁ ଗୁଳି କରିଛି ଅଭିଯୁକ୍ତ ଗୋପାଳ

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଆଉ ଗୋଟିଏ ଫଟୋ। ଗୋପାଳର ଏକାଧିକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ମିଳିଛି ଆଉ ଏକ ଫଟୋ। ଯେଉଁଥିରେ ନବ ଦାସଙ୍କ ସାମ୍ନାରେ ଠିଆ…

ଭୂମିକମ୍ପରେ ପୁଣି ଥରି ଉଠିଲା ତୁର୍କୀ

ଶବ୍ଦ ଓଡିଶା ବ୍ୟୁରୋ: ତୁର୍କୀରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ହୟାତ ପ୍ରଦେଶରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଗୋଟିଏ ଭୂମିକମ୍ପର ତୀବ୍ରତା ୬ ଦଶମିକ ୪ ରହିଥିବା ବେଳେ ଅନ୍ୟ ଏକ…