Mon. Nov 30th, 2026

Tag: #sabdaodisha

ଋତୁସ୍ରାବ ବେଳେ ଛୁଟି ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ଶବ୍ଦ ଓଡିଶା ବ୍ୟୁରୋ: ସୁପ୍ରିମକୋର୍ଟ ଏକ ଜନହିତ ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଆବେଦନକାରୀ ଆବେଦନ କରିଥିଲେ କି କାର୍ଯ୍ୟରତ ମହିଳା ଓ ଛାତ୍ରୀମାନଙ୍କୁ ମାସିକ ଋତୁସ୍ରାବ ସମୟରେ ସେମାନେ କାମ କରୁଥିବା କମ୍ପାନୀ, ସରକାର କିମ୍ବା…

ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ, ମିଶନ ଶକ୍ତି ମହିଳାଙ୍କୁ ଇ-ସ୍କୁଟର କିଣିବା ପାଇଁ ବିନା ସୁଧରେ ମିଳିବ ଋଣ

ଶବ୍ଦ ଓଡିଶା ବ୍ୟୁରୋ: ୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ମୋଟ ୨ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପିତ ହୋଇଛି । ବଜେଟରେ ବିଭିନ୍ନ ଦିଗକୁ ଗୁରୁତ୍ୱ ଦେଇଛନ୍ତି ସରକାର ।…

ଟ୍ରକ୍‌କୁ ପିଟିଲା ଆଇଚର, ୭ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୭ଜଣଙ୍କ ଜୀବନ । ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା…

ଆର୍ଯ୍ୟଭୂମି ଲଦାଖ-ଭାଗ ୯

ଗୋଟିଏ ପଟେ ଚଳଚ୍ଚିତ୍ର କିମ୍ୱା ସ୍ୱପ୍ନରେ ଦେଖିଥିବା ପରି ନୀଳ ରଙ୍ଗର ଆକାଶ ଓ ତଳେ ନୀଳ ଜଳରାଶି। ଆମ ଗାଡ଼ି ଚାଲିଥାଏ ପାହାଡ଼ ଓ ପାଣି ମଝିରେ ଉପର ତଳ ହେଇ – ରାସ୍ତା ଯେଉଁ ପାଖକୁ ଯେମିତି ଢଳିଛି।…

ଚଳିତ ବଜେଟ,ଲୋକଙ୍କ ବଜେଟ୍: ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଶବ୍ଦମିଡ଼ିଆ ବ୍ୟୁରୋ: ଉପସ୍ଥାପିତ ହୋଇଛି ଚଳିତ ବର୍ଷର ଶେଷ ରାଜ୍ୟ ଆର୍ଥିକ ବଜେଟ।ଏହି ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ଅର୍ଥ ବରାଦ ହୋଇଛି।୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗତବର୍ଷ ଗୁଡ଼ିକରେ…

ଓଡ଼ିଶା ରାଜ୍ୟ ବଜେଟ ୨୦୨୩-୨୪:ବଜେଟ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଆଗତ ହୋଇଛି ୨୦୨୩-୨୪ ଆର୍ଥିକ ବଜେଟ।ବିଧାନସଭା ଅଧିବେଶନ ତୃତୀୟ ତୃତୀୟ ଦିନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଗତବର୍ଷ ଗୁଡ଼ିକରେ ରାଜ୍ୟ ବଜେଟ କେତେ ଥିଲା,…

ବୈାଦ୍ଧିକ ଶଠତାର ପରିଚୟ ଦେଉଛି ଅର୍ଥନୈତିକ ସର୍ଭେ ରିପୋର୍ଟ: ସତ୍ୟବ୍ରତ ପଣ୍ଡା

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର, ତା.୨୪/୦୨: ମିଥ୍ୟା ତଥ୍ୟର କଳଙ୍କିତ ଦସ୍ତାବିଜ ହେଉଛି ଗତ କାଲି ଉପସ୍ଥାପିତ ହୋଇଥିବା ୨୦୨୨-୨୩ର ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଦ୍ଧ ସତ୍ୟ, ଗୋଲାପୀ ସ୍ୱପ୍ନ ଆଧାରିତ ଏହି ରିପୋର୍ଟରେ ଅନେକ ବିଫଳତାକୁ ଲୁଚାଇଛନ୍ତି ରାଜ୍ୟ ସରକାର…

ବିଧାନସଭା ଗୃହରେ ଟାଟା ପାୱାର ବିରୋଧରେ ପ୍ରଶ୍ନ ଉଠାଇଲେ ଜୟ ନାରାୟଣ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ରାଜ୍ୟ ବାସୀଙ୍କୁ ବିଦ୍ୟୁତ ବଣ୍ଟନ ଦାଇତ୍ୱ ସରକାର ଟାଟା ପାୱାରକୁ ଦେଇଛନ୍ତି।ଟାଟା ପାୱାର ଜେବେଠାରୁ ରାଜ୍ୟରେ ବିଦ୍ୟୁତ ବଣ୍ଟନ ଦାଇତ୍ୱ ନେଇଛି ସେବେଠାରୁ ରାଜ୍ୟବାସୀଙ୍କ ଟାଟା ପାୱାର ଉପରେ ଅସନ୍ତୋଷ ଭାବ ରହିଛି।ଏହାର ପ୍ରମୁଖ କାରଣ ହେଉଛି ଟାଟା…

କଟକ ମେୟରଙ୍କ ‘ମୋ ୱାର୍ଡ ଅଭିଯାନ’:ଲୋକଙ୍କ ସମସ୍ୟା ବୁଝିଲେ,ବସ୍ତିରେ ଖାଇଲେ,ଶୋଇଲେ ମେୟର ସୁବାସ ସିଂହ

ଶବ୍ଦମିଡ଼ିଆ ବ୍ୟୁରୋ:କଟକରେ ସିଏମସି ଦ୍ୱାରା ଆରମ୍ଭ ହୋଇଛି ‘ମୋ ୱାର୍ଡ’ ଅଭିଯାନ।କଟକ ମେୟର ସୁବାସ ସିଂହ ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ ହୋଇଛି।ମେୟର ହେବା ପରେ ସୁବାସ ସିଂହ କହିଥିଲେ କଟକରେ ରହିବନି କୌଣସି ସମସ୍ୟା ଲୋକଙ୍କ ପାଖକୁ ଯାଇ ମୁଁ…

ଜୟନାରାୟଣଙ୍କ ବଡ଼ ବୟାନ: ନବଙ୍କୁ ହତ୍ୟାପାଇଁ ନବୀନ ନିବାସରୁ ହୋଇଥିଲା ଷଡ଼ଯନ୍ତ୍ର

ଶବ୍ଦମିଡ଼ିଆ ବ୍ୟୁରୋ:ନବ ଦାସଙ୍କ ହତ୍ୟାକାଣ୍ଡ ରାଜ୍ୟ ରାଜିନୀତିର ସବୁଠାରୁ ବଡ଼ ଚର୍ଚ୍ଚିତ ଘଟଣା। ଏହି ହତ୍ୟାକାଣ୍ଡକୁ ସାଧାରଣ ରାଜ୍ୟବାସୀଙ୍କ ଠାର ଆରମ୍ଭ କରି ବିରୋଧୀ ଦଳ ପର୍ଯ୍ୟନ୍ତ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି।ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ…