Mon. Nov 30th, 2026

Tag: #sabdamedia

୧୦ ଲକ୍ଷ ସିମ୍‌ କାର୍ଡ ଡିଲରଙ୍କ ହେବ ପୋଲିସ୍‌ ଭେରିଫିକେସନ

ନୂଆଦିଲ୍ଲୀ, ୧୭/୦୮: କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଠକେଇ ରୋକିବା ପାଇଁ ସରକାର ସିମ୍‌ କାର୍ଡ ଡିଲରଙ୍କ ପୋଲିସ୍‌ ଭେରିଫିକେସନକୁ ବାଧ୍ୟତାମୂଳକ ବାଧ୍ୟତାମୂଳକ କରିଦିଆଯାଇଛି। ଆଉ ଅଧିକ ପରିମାଣରେ ସିମ୍‌…

ମନ ଜଣିଲେ ସରଳ ନିର୍ମଳା,ସେଲଫି ନେଲେ, ସଂଗ୍ରହ କଲେ ଶହୀଦ ମାଟି

ଶୁଭାଶିଷ ପଣ୍ଡାଙ୍କ ରିପୋର୍ଟ ( ପୁରୀ) : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । କଥା ଓ ଆଚରଣରେ ସରଳ ସେମିତି ନିରାଡମ୍ବର ସେମିତି । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅର୍ଥମନ୍ତ୍ରୀଙ୍କ ବେଶ ପୋଷାକ, କଥାବାର୍ତ୍ତାରେ ସରଳତା, ନିରାଡମ୍ବର…

ଦେଶରେ ଗଡିବ ୧୦ହଜାର ଇ-ବସ୍, ବିଶ୍ୱକର୍ମା ଯୋଜନାରେ ୫% ସୁଧରେ ମିଳିବ ୧ ଲକ୍ଷ ଟଙ୍କା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ବହୁ ଗୁରୁତ୍ବପୁର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଦେଶର ୧୦୦ଟି ସହରରେ ଗଡିବ ଇ-ବସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଇଏମ ଏହି ଯୋଜନାକୁ ଅନୁମୋଦନ କରିଛି। ଏହି…

ନକଲି ଡାକ୍ତର ରୋକିବା କୁ ପଞ୍ଜିକୃତ ଫାର୍ମାସିଷ୍ଟ ସଙ୍ଘର ଏତଲା

ଚନ୍ଦାହାଣ୍ଡି – ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ନକଲି ଡାକ୍ତରଙ୍କ ରୋଗୀ ଚିକିତ୍ସା ରୋକିବା ପାଇଁ ଚନ୍ଦାହାଣ୍ଡି ଶାଖାର ରେଜିଷ୍ଟ୍ରେଡ ଫାର୍ମାସିଷ୍ଟ ସଂଘ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାର ଉପଯୁକ୍ତ ପଦକ୍ଷେପ ନେବାକୁ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସା…

ଛାଡପତ୍ର ସତ୍ତ୍ୱେ ସ୍ତ୍ରୀର ପ୍ରେମିକକୁ ଗୁଳି

ଶବ୍ଦ ଓଡିଶା ବ୍ୟୁରୋ: ଚାରମାଲ ଥାନା ବଡନୂଆପଡା ଖେତିନାଳୀ ଗାଁରେ ପରକିୟା ପ୍ରୀତିର କରୁଣ ପରିଣତି । ଛାଡପତ୍ର ସତ୍ତ୍ୱେ ସ୍ତ୍ରୀର ପ୍ରେମିକକୁ ଗୁଳି । ପ୍ରେମିକ ପଙ୍କଜ ଦେହୁରୀକୁ ଗୁଳିମାଡ କଲେ ପ୍ରଥମ ସ୍ୱାମୀ । ଗୁରୁତର ଅବସ୍ଥାରେ ଭୀମସାର…

ଖଣ୍ଡଗିରି ବାରିରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଖଣ୍ଡଗିରି ବାରିରେ ହତ୍ୟାକାଣ୍ଡ । ଘର ଭିତରୁ ବୃଦ୍ଧାଙ୍କ ମୃତ ଶରୀର ଉଦ୍ଧାର କଲା ପୋଲିସ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେହିପରି ବୋହୁକୁ ଅଚେତ୍ ଅବସ୍ଥାରେ…

୨ଦିନିଆ ଓଡ଼ିଶା ଗସ୍ତରେ ନିର୍ମଳା ସୀତାରମଣ 

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ନିର୍ମଳା । ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ…

ଲୁଗା ଧୋଇବାକୁ ଯାଇଥିବା ବେଳେ ମହିଳାଙ୍କୁ ଟାଣି ନେଇ ଝୁଣି ଖାଇଦେଲା କୁମ୍ଭୀର

ଶବ୍ଦ ଓଡିଶା ବ୍ୟୁରୋ: ଯାଜପୁରରେ ନଦୀକୁ ଟାଣି ନେଇ ଖାଇଦେଲା କୁମ୍ଭୀର । ବରୀ ବ୍ଲକର ପାଲଟପୁର ଗାଁର ଅନାମ ଜେନାଙ୍କ ପତ୍ନୀ ନଦୀକୁ ଲୁଗା ସଫା କରିବା ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିଲା । କୁମ୍ଭୀର ଭିତରକୁ…

ଆଜିଠୁ ୪ ଦିନ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଆଜିଠୁ ଚାରି ଦିନ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

କରୁଣାଶାନ୍ତି ମହାବିଦ୍ୟାଳୟ ରେ ଆଜି ସ୍ୱାଧୀନତା ଦିବସ

କରୁଣାଶାନ୍ତି ମହାବିଦ୍ୟାଳୟ ରେ ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ ବ୍ରହପୁର ମହାନଗର ନିଗମ ର କର୍ପୋରେଟର ଶ୍ରୀଯୁକ୍ତ ସଞ୍ଜିତ କୁମାର ପାଣିଗ୍ରାହୀ ଏବଂ କରୁଣାଶାନ୍ତି ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ ଓ SOLID ର ସହ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦିବ୍ୟେନ୍ଦୁ…