Mon. Nov 30th, 2026

Tag: #sabdamedia

ରତ୍ନ ଭଣ୍ଡାର ଗୃହର ଯାଞ୍ଚ ପାଇଁ ଖୋଲିଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି

ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଗାମୀ ରଥଯାତ୍ରା ସମୟରେ ଭିତର ରତ୍ନ ଭଣ୍ଡାର ଗୃହର ଯାଞ୍ଚ ପାଇଁ ଖୋଲିଯିବା ନେଇ ସ୍ଥିର କରାଯାଇଛି। ତେବେ ସର୍ବୋଚ୍ଚ ଅଥବା ଉଚ୍ଚ ନାୟାଳୟର ଅବସରପ୍ରାପ୍ତ ଜଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ଥରୀୟ ବୈଷୟିକ…

ସମାଜସେବୀ ନିବେଦିତାଙ୍କୁ ଦୂରଦର୍ଶୀ ପତ୍ରିକା ତରଫରୁ ସମ୍ୱର୍ଦ୍ଧନା

ପଞ୍ଚଦଶ ତମ ଦୂରଦର୍ଶୀ ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ଵର ଜୟଦେବ ଭବନ ଠାରେ ଶେଷ ହୋଇଛି । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସୂଚନା କମିଶନର ଦିଲ୍ଲୀପ ବିଶୋୟୀ ପ୍ରମୁଖ ଯୋଗ ଦେଇଥିଲେ…

ମହାନଦୀରେ ୨୦ ଫୁଟର ଘାଇ

ଶବ୍ଦ ଓଡିଶା ବ୍ୟୁରୋ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତେରମାଣପୁର ଗାଁ ନିକଟରେ ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ତେରମାଣପୁର ଗାଁ ଓ କୋଟ ସାହିରେ ବସବାସ କରୁଥିବା ପ୍ରାୟ ୧୦୦୦ରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ…

କାକିରିଗୁମା +2 ସେକେଣ୍ଡାରୀ ସ୍କୁଲ ପ୍ରଥମ ବର୍ଷ ପ୍ରଥମ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସମ୍ବର୍ଦ୍ଧନା ଓ ଉଦଘାଟନ ଉତ୍ସବ

କାକିରୀଗୁମା ଉଚ୍ଚ ବିଦ୍ୟାଳୟ +2 ସେକେଣ୍ଡାରୀ ସ୍କୁଲର ମାନ୍ୟତା ପାଇବା ପରେ ପ୍ରଥମ ବର୍ଷ ପ୍ରଥମ ଛାତ୍ର ଛାତ୍ରୀ ମାନଙ୍କୁ ଓ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସମ୍ବର୍ଦ୍ଧନା ଓ ଉଦଘାଟନ ଉତ୍ସବ ଆୟୋଜିତ ହୋଇଛି । ଏଥିରେ ମାନ୍ୟବର ବିଧାୟକ…

୫ ଦିନ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ; ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତା ୫ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । କେଉଁଠି କେମିତି ହାଲକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅବପାତ ଓଡ଼ିଶା ଉପରୁ ହଟିଯାଇଥିବାରୁ ରାଜ୍ୟରେ ଆଉ ବର୍ଷା…

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡିହା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଲୁହା ଚାଦର ବୋଝେଇ ଟ୍ରକ୍‌କୁ ଧକ୍କା ଦେଇ ଆଲୁମିନିୟମ…

ଆଜି ଓଡ଼ିଶା ଆସିବେ ଅମିତ ଶାହ

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଆସିବେ। ରାତି ୧୦ଟା ୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ସେ ପହଞ୍ଚିବେ। ଶନିବାର ଶାହଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଛି। ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାସହ ନକ୍ସଲ୍…

ଜ୍ଞାନବାପୀ ପରିସରରେ ଏଏସଆଇ ସର୍ଭେ ଆରମ୍ଭ 

ଶବ୍ଦ ଓଡିଶା ବ୍ୟୁରୋ: ଆହ୍ଲାବାଦ ହାଇକୋର୍ଟରୁ ଅନୁମତି ମିଳିବା ପରେ ବାରାଣସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ସକାଳ ୭ଟାରୁ ଆରମ୍ଭ ହୋଇଛି ସର୍ଭେ । ୪୧ ସଦସ୍ୟ ଥିବା ଏଏସଆଇ ଟିମ୍ ଦ୍ୱାରା ସର୍ଭେ କରାଯାଉଛି । ଅନ୍ୟପଟେ ଆହ୍ଲାବାଦ ହାଇକୋର୍ଟଙ୍କ…

ପୁରୀ ଜିଲ୍ଲାରେ ବୀମା ପଞ୍ଜିକରଣକୁ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଜିଲ୍ଲାରେ ଜାତୀୟ ଫସଲ ବୀମା ନିମନ୍ତେ ଚାଷୀ ପଞ୍ଜିକରଣ ଓ ଧାନ ସଂଗ୍ରହ ନିମନ୍ତେ ପଞ୍ଜିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ । ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।…

ହୀରାକୁଦକୁ ମାଡି ଆସୁଛି ପାଣି, ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ଶବ୍ଦ ଓଡିଶା ବ୍ୟୁରୋ: ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁ ବଢୁଛି ଜଳସ୍ତର । ଜଳଭଣ୍ଡାରରେ ଜଳସ୍ତର ୬୧୪ ଦଶମିକ ୦୬ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ପ୍ରାୟ ୪ ଲକ୍ଷ ୩୨ ହଜାର ୮୦୮ କ୍ୟୁସେକ ଜଳ…