Sun. Nov 29th, 2026

Tag: #sabdalive

ରାୟଗଡ଼ାରେ ସକ୍ଷମ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡାର କସ୍ତୁରୀ ନଗର ସ୍ଥିତ ସକ୍ଷମ କାର୍ଯ୍ୟାଳୟ ଠାରେ ସମୟ ସକାଳ ୧୧ ରେ ସକ୍ଷମ ପ୍ରତିଷ୍ଠା ଦିବସ ପାଳନ କରାଜାଇଛି। ଏହି କାର୍ଯ୍ୟକ୍ରମରେ ସକ୍ଷମର ରାଜ୍ୟ ସଂରକ୍ଷକ ଡକ୍ଟର ବାଦଲ କୁମାର ତାହା, ସକ୍ଷମ ଜ଼ିଲ୍ଲା ସହ-ସମ୍ପାଦକ ଶ୍ରୀ ଜଳନ୍ଧର…

ପାଠ ପଢିବେ ବୈଷ୍ଣବୀ, ସହଯୋଗ କଲେ ଯଶୋଦା ମାଆ ନିବେଦିତା

ଆଖିରେ ଥିଲା ଆଖିଏ ସ୍ୱପ୍ନ । ପାଠ ପଢି,ବଡ ମଣିଷ ହେବାକୁ ପଣ କରିଥିଲେ କେନ୍ଦ୍ରାପଡା ଜିଲ୍ଲା ସାମ୍ମାଙ୍କୋ ଗାଁର ମେଧାବୀ ଛାତ୍ରୀ ବୈଷ୍ଣବୀ ସେଠୀ । ମାଟ୍ରିକ ପରୀକ୍ଷାରେ 90 ପ୍ରତିଶତ ମାର୍କ ରଖିଥିଲେ । ଭବିଷ୍ୟତରେ ପାଠ ପଢି…

ଖୁବଶୀଘ୍ର ମହାକାଶ ମୁହାଁ ହେବ ଚନ୍ଦ୍ରଯାନ-୩, ଆଦିତ୍ୟ-ଏଲ୧କୁ ନେଇ ଟିପ୍ପଣୀ ରଖିଲେ ଇସ୍ରୋ ଅଧ୍ୟକ୍ଷ

ଭାରତରେ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହେବାକୁ ଯାଉଛି । ଏହି ମହାକାଶ ଯାନକୁ ଚନ୍ଦ୍ରରେ ଅବତରଣ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଜୁଲାଇ ୧୩ ତାରିଖରେ…

ଦିଲ୍ଲୀ ୟୁନିଭର୍ସିଟିରେ ବକରୀଦା ଛୁଟି ବନ୍ଦ

ଦିଲ୍ଲୀ ୟୁନିଭର୍ସିଟିରେ ବନ୍ଦ ହୋଇଛି ବକରୀଦା ଛୁଟି । ୨୯ ତାରିଖ ଛୁଟି ଥିବା ବେଳେ ଏହାକୁ ୱାର୍କିଂ ଡେ ଭାବେ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୂପକ୍ଷ । ଶିକ୍ଷକଙ୍କୁ ବାରଣ ହେଲା ଇଦ-ଉଲ-ଜୁହା ଛୁଟି । ୩୦ରେ ୟୁନିଭର୍ସିଟିରେ ଏକ…

ପ୍ରୋଟିନ ଓ ଜିଙ୍କ ଯୁକ୍ତ ଧାନ ବିହନ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ପ୍ରୋଟିନ ଓ ଜିଙ୍କ ଯୁକ୍ତ ଧାନ ବିହନ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ବୋରିଗୁମ୍ମା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛିl ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକର…

୩ ଘଣ୍ଟା ଆଗରୁ ଆରମ୍ଭ ହେଲା ରଥଟଣା

ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ ହୋଇଛି। ପୂର୍ବରୁ ସ୍ଥିରୀକୃତ ହୋଇଥିଲା କି ଅପରାହ୍ନ ୪ଟା ସମୟରେ ରଥଟଣା ଆରମ୍ଭ ହେବ। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ…

“ନିଶା ମୁକ୍ତି ଭାରତ” ଗଠନ ବାର୍ତ୍ତା ଦେଲେ ଏନସିସି କ୍ୟାଡେଟ

ପୂର୍ବାହ୍ନରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଓ ଭାରତ ଜାତୀୟ ନିଶା ପ୍ରତିଷ୍ଠାନ ନୂଆଦିଲ୍ଲୀର ଆହ୍ୱାନକ୍ରମେ ତଥା ଓଡିଶା ସରକାର ଓ ଏନ୍.ସି.ସି ମହାନିର୍ଦେଶାଳୟ ନୂଆଦିଲ୍ଲୀ ର ସହଯୋଗିତା ରେ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ,ପୁରୀରେ ଆନ୍ତର୍ଜାତୀୟ ନିଶା ସେବନ…

ଅନ୍ତର୍ଜାତୀୟ ନିଶାସେବନ ଓ ଅବୈଧ ନିଶାକାରବାର ନିରୋଧ ଦିବସ ପାଳିତ

ରାୟଗଡା ଜିଲ୍ଲା ସଂସ୍କୃତି ଭବନ ଠାରେ ଆଜି ଅନ୍ତର୍ଜାତୀୟ ନିଶାସେବନ ଓ ଅବୈଧ ନିଶାକାରବାର ନିରୋଧ ଦିବସ ପାଳିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।…

“ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ହୋଇଥିଲା ଦୁର୍ଘଟଣା”

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବଡ଼ ଦୁର୍ଘଟଣା । ସୂଚନା ଦେଲେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ । ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତନାଘନା । ପଚରାଉଚରା ପରେ OSRTC ବସ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ…

ପୁରୀରେ ୭୫ଗ୍ରାମ ହିରୋଇନ୍ ଜବତ

ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଛି ଚଢ଼ାଉ। ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ବୀର ଗୋବିନ୍ଦପୁର ସ୍ଥିତ ଦକ୍ଷିଣ…