Sun. Nov 29th, 2026

Tag: #sabdalive

ରାୟଗଡ଼ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗୁଣପୁର ବ୍ଲକ ପୁଟ୍ଟା ସିଂ ଗ୍ରାମ ପଞ୍ଚାୟତ ସଦର ମହକୁମା ସ୍ଥିତ ଲାଞ୍ଜିଆ ସୌରା ଉନ୍ନୟନ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ…

ବେକ ରେ ଦଉଡ଼ି ଦେଇ ମହିଳାଙ୍କ ଆତ୍ମହତ୍ୟା

-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ଗ୍ରାମ ର ଜଣେ ମହିଳା l ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରି ଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ସେ ହେଉଛନ୍ତି ସ୍ବର୍ଗତ…

ରାୟଗଡାରେ ଦିତୀୟ ଜିଲ୍ଳାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

ରାୟଗଡ:-ତା 8/07-ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ଜିଲ୍ଳାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକ ଅଦାଲତରେ ରାୟଗଡା ମୁଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର ରେ ଦୀର୍ଘ…

ଲୋକକଳା କଳାକାରଙ୍କ ପାରିଶ୍ରମିକରେ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । ୨୦୦୯ ମସିହାରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାରମାନଙ୍କ ସଂଘ ଗଠନ କରାଯାଇଛି ।ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ,…

୭୪ତମ ତାଲୁକ ସ୍ତରୀୟ ବନ ମହୋତ୍ସବ

ବାଣପୁର ବ୍ଲକର ନୋଡାଲ ସ୍କୁଲ,ବାଣପୁରରେ ପାଳିତ ହୋଇଛି ବନ ମହୋତ୍ସବ। ବାଣପୁର ତାଲୁକ ସ୍ଥରୀୟ ବନ ମହୋତ୍ସବ ସମାପନ ଉତ୍ସବରେ ବାଣପୁର ବ୍ଲକ ଶିକ୍ଷାଧିକାରୀ ଶ୍ରୀ ସନାତନ ଜାଲିଙ୍କ ତତ୍ବାବଧାନ ଓ ନୋଡାଲ ସ୍କୁଲ ବାଣପୁରର ପ୍ରଧାନ ଶିକ୍ଷକ , ଶିକ୍ଷକ…

କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୱେବ ପୋର୍ଟାଲ ଶୁଭାରମ୍ଭ

ରାୟଗଡ:-କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୱେବ ପୋର୍ଟାଲ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ l“ଆଜିଠାରୁ ଆସନ୍ତା ଅଗଷ୍ଟ ମାସ 6/08/23 ପର୍ଯ୍ୟନ୍ତ ଆବେଦନ କରିପାରିବେ” ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଅନୁମୋଦିତ ସମସ୍ତ ଛପା ଗଣମାଧ୍ୟମ, ବୈଦ୍ୟୁତିକ…

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ତରଫରୁ ବୃକ୍ଷରୋପଣ

ରାୟଗଡା : ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଙ୍କର ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ ମାସର ପ୍ରଥମ ସପ୍ତାହ ଅର୍ଥାତ୍ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା…

ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ମନ୍ଦିର, ଖର୍ଚ୍ଚ ହେବ ୧୮ କୋଟି

ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ମନ୍ଦିର। ଖର୍ଚ୍ଚ ହେବ ୧୮ କୋଟି ଟଙ୍କା । ଦୁଇଟି ପର୍ଯ୍ୟାୟରେ କାମ ସଂପୂର୍ଣ୍ଣ ହେବ । ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ…

ପଞ୍ଚାୟତକୁ ଆସିଥିବା ଉନ୍ନୟନ ଟଙ୍କାକୁ ହଡପ ,ହରଡ଼ଘଣାରେ ପିଇଓ : ଥାନାରେ ମାମଲା ରୁଜୁ

ଗଜପତି: ଉନ୍ନୟନ କାମ ପାଇଁ ଆସିଥିବା ପଞ୍ଚାୟତ ର ଟଙ୍କା ଚଳୁ କରିନେଲେ ପିଇଓ । ପିଇଓ ଚାଞ୍ଚକତା କରି ଲକ୍ଷାଧିକ ଟଙ୍କା ବ୍ୟାଙ୍କ ରୁ ଉଠାଇ କେଉଁ ଆଡେ ଫେରାର ହୋଇଯାଇଥିବା ବେଳେ ଏବେ ଏହି ଖବର ଖୁବ୍ ଚାଞ୍ଚଲ୍ୟ…

ଖାଦ୍ୟ ସୁରକ୍ଷା ଯୋଜନାରେ ତିଦ୍ଦତୀୟ ଶରଣାର୍ଥୀଙ୍କୁ ସାମିଲର ଦ୍ବିତୀୟ ପର୍ଯ୍ୟାୟ,୫୦୦ ତିଦ୍ଦତୀୟ ଶରଣାର୍ଥୀ ହେବେ ଉପକୃତ

ଗଜପତି : ରାଜ୍ୟ ସରକାର ଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ତିଦ୍ଦତିୟ ଶରଣାର୍ଥୀ ଙ୍କୁ କିଛି ମାସ ତଳେ ସାମିଲ କରିଥିବା ବେଳେ ଆଜି ପୁଣି ଦ୍ବିତୀୟ ପର୍ଯ୍ୟାୟ ରେ ପ୍ରଥମ କରି ଆର ଉଦୟଗିରି ବ୍ଳକ ର ମହେନ୍ଦ୍ରଗଡ ପଞ୍ଚାୟତ…