Wed. Oct 14th, 2026

Tag: #travelstory

ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍‌.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ଭେ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ମଙ୍ଗଳବାର ସୁଦ୍ଧା ରତ୍ନଭଣ୍ଡାରର…

ଭୂମିକମ୍ପରେ ଦୋହଲିଲା ନେପାଳ,ସତୁରୀ ଟପିଲା ମୃତ୍ୟୁ ସଂଖ୍ୟା

ଭୟଙ୍କର ଭୂମିକମ୍ପରେ ଦୋହଲିଲା ନେପାଳ । ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୬.୪ ରେକର୍ଡ କରାଯାଇଛି ।ଭୂକମ୍ପରେ ଏବେ ସୁଦ୍ଧା 70 ଜଣଙ୍କ ମୃତ୍ୟୁ ହୋଇଥିବା…

କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ, ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର

ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ। ୮ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ଉତ୍ପାଦନ ହେବ ୨ମିଲିୟନ ଟନ୍ ଆଲୁମିନା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ କନଭେନ ସେଣ୍ଟରରେ ଓଏମସି ଓ ହିଣ୍ଡାଲକୋ…

ମୁଖ୍ୟମନ୍ତ୍ରୀ ହେଲେ ଡାକ୍ତର, ଅପରେସନ କରି ଜୀବନ ଦେଲେ

ମୁଖ୍ୟମନ୍ତ୍ରୀ ହେବା ପରେ ଜଣଙ୍କର ରାଜନୈତିକ ଜୀବନ ବ୍ୟତୀତ ଅନ୍ୟ ଦାୟିତ୍ୱ ପୂରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡେ, କିନ୍ତୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ମଙ୍ଗଳବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବୃତ୍ତି ଅନୁଯାୟୀ ଡାକ୍ତର ଥିବା ମାଣିକ ସାହା ମଙ୍ଗଳବାର…

ଥ୍‌ଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍, ଓଡ଼ିଶା ଅଞ୍ଚଳର ଦଶମ ବାର୍ଷିକ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ

ଥ୍‌ଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍ (ଟି.ଓ.ଏସ୍), ଓଡ଼ିଶା ଅଞ୍ଚଳ ର ଦଶମ ବାର୍ଷିକ ଆଞ୍ଚଳିକ ସମ୍ମିଳନୀ ୨୨/୦୯/୨୦୨୩ରେ ରମା ଦେବୀ ମହିଳା ବିଶ୍ବବିଦ୍ୟାଳୟ ଭୁବନେଶ୍ବର, ଅଡିଟୋରିୟମରେ ସନ୍ଧ୍ୟା ୬ଟାରୁ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା “ସମ୍ବେଦନା ସହିତ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା : ଶୁଣାଣି ଶେଷ ପରେ ରାୟକୁ ସଂରକ୍ଷିତ ରଖିଲେ କୋର୍ଟ

ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା । ଶୁଣାଣି ଶେଷ ପରେ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍ ସାବତ୍ରୀ ରଥଙ୍କ ଖଣ୍ଡପୀଠରେ ହୋଇଛି ଶୁଣାଣି । ତୃତୀୟ ଥର ଶୁଣାଣିରେ କୋର୍ଟ ରାୟ ସଂରକ୍ଷିତ…

ଉତ୍ପାଦନର କର୍ମଶାଳା କୋରାପୁଟ ଜିଲ୍ଲା କାରାଗାର, କଏଦୀଙ୍କୁ ମୁକ୍ତି ପରେ ଲୋଡା ପ୍ରୋତ୍ସାହନ

କୋରାପୁଟରେ ଜେଲ ସଂସ୍କାର ବନ୍ଦୀ ଜୀବନ ରେ ନୂତନ ସୁଯୋଗ ଆଣି ଦେଇଛି। ଜେଲ ବର୍ତ୍ତମାନ ବନ୍ଦୀଙ୍କୁ ବଞ୍ଚିବାର ରାହା ଦେଖାଉଛି , ଜେଲ ଭିତରେ ଶିଖିଥିବା ଲୁଗା ବୁଣା ତାଲିମ ଆଗକୁ ରୋଜଗାରର ପନ୍ଥା ଦେଖାଇବ । ମୁକ୍ତ ହୋଇଥିବା…

ଭରତପୁର ଜଙ୍ଗଲ ବୁଲିଲେ ବର୍ଣ୍ଣବୋଧ ପାଠଶାଳାର କୁନି କୁନି ପିଲା

ଆଜି ଯଶୋଦା ମା ଫାଉଣ୍ଡେସନ ତରଫରୁ ସମାଜସେବୀ ନିବେଦିତା ଲେଙ୍କାଙ୍କ ପ୍ରଚେଷ୍ଟାରେ ପଣ୍ଡା ପାର୍କ ବସ୍ତି ଓ ସୋମନାଥ ବସ୍ତି ଅଞ୍ଚଳର ବର୍ଣ୍ଣବୋଧ ପାଠଶାଳାର ପିଲା ମାନଙ୍କ ମନରେ ହସ ଫୁଟାଇବା ପରିପ୍ରେକ୍ଷୀ ରେ ଭରତପୁର ଜଙ୍ଗଲ ସଫାରୀ ପରିଭ୍ରମଣ କରାଯାଇଥିଲା।…

ସଂସ୍କୃତି ନିର୍ଦ୍ଦେଶକ ଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ପୁରୀ – ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଦିଲ୍ଲୀପ କୁମାର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଏକ ଟିମ ଆଜି ପୁରୀ ଗସ୍ତ କରିଥିଲେ। ପରିକ୍ରମା ପ୍ରକଳ୍ପ ଅଧୀନସ୍ଥ ମଠ ଗୁଡିକର ସୌନ୍ଦର୍ଯ୍ୟକରଣ ଓ ରକ୍ଷଣା ବେକ୍ଷଣ ଆଦି…

ଗୁଣୁପୁର ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ୨୦୨୩ ପାଳିତ

ରାୟଗଡ: ଗୁଣୁପୁର ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ୨୦୨୩ ରାୟଗଡ଼ା ଜିଲ୍ଲା ଗୁଣୁପୁରୁ ଠାରେ ପାଳିତ ହୋଇଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ…