Thu. Oct 15th, 2026

Tag: #sabdalive

ରାଜ୍ୟପାଳଙ୍କ ଦ୍ଵାରା ମା ଉଗ୍ରତାରା ମନ୍ଦିର ଉଦଘାଟିତ

ଈଶ୍ବରଙ୍କ ନିକଟରେ ଆମେ ସବୁ ଶିଶୁ। ଈଶ୍ଵର ହିଁ ଆମ ଅଭିଭାବକ। ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଆଜି ପୂର୍ବାହ୍ନରେ ପୁରୀ ସଦର ବ୍ଲକ ବରନ ନିକଟ ରାଇଗୋରଡ ଗ୍ରାମରେ ମା ଉଗ୍ରତାରାଙ୍କ ମନ୍ଦିର ଉଦଘାଟନ…

ଶୈବପୀଠରେ ବନ୍ଦ ହେବ ଗଞ୍ଜେଇ

ଶୈବପୀଠରେ ବନ୍ଦ ହେବ ଗଞ୍ଜେଇ । ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ଜଣାଇଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ।ଶୈବପୀଠ ମାନଙ୍କରେ ଗଞ୍ଜେଇର ବ୍ୟବହାର ଅଧିକ ହେଉଛି ।ତେଣୁ ଏହି ସବୁପୀଠ ଗୁଡ଼ିକରେ ଗଞ୍ଜେଇ…

ଅସୁରଙ୍କୁ ପୂଜା କରାଯାଉଥିବା ମନ୍ଦିର

ଭାରତରେ ଅନେକ ଐତିହାସିକ ହିନ୍ଦୁ ମନ୍ଦିର ରହିଛି । ହିନ୍ଦୁ ମାନେ ନିଜର ଆରାଧ୍ୟ ଦେବତାଙ୍କ ପାଇଁ ମନ୍ଦିରମାନ ଗଢ଼ି ତୋଳିଛନ୍ତି । ମନ୍ଦିର ମାନଙ୍କରେ ସାଧାରଣତଃ ଦେବାଦେବୀଙ୍କ ପୂଜା କରାଯାଇଥାଏ । କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି…

ଖୁବଶୀଘ୍ର ବଜାରକୁ ଆସିବ ମୋଦି ଆମ୍ବ!

ଆମ୍ବ ପ୍ରେମୀଙ୍କ ପାଇଁ ଖୁସି ଖବର। ମୋଦି ଆମ୍ବ ଆସନ୍ତା ବର୍ଷ ବଜାରକୁ ଆସିବ ମୋଦି ଆମ୍ବ । ବିଶେଷ କଥା ହେଉଛି ଏହି ମୋଦି ଆମ୍ବ ଅନ୍ୟ ଆମ୍ବଠାରୁ ଅନେକ ଗୁଣ ବଡ ଓ ଏହାର ସ୍ୱାଦ ଅନ୍ୟ ଆମ୍ବଠାରୁ…

ଭୋଟର ଲିଷ୍ଟରେ ଯୋଡ଼ିହେବ ଜନ୍ମମୃତ୍ୟୁ ପଞ୍ଜୀକରଣ

ଜନଗଣନାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ବଡ ଘୋଷଣା କରିଛନ୍ତି । ଶାହ କହିଛନ୍ତି, ସରକାର ସଂସଦରେ ଏକ ବିଲ ଆଣିବାକୁ ଯାଉଛନ୍ତି । ଏହି ବିଲ ଅନୁଯାୟୀ, ଜନ୍ମମୃତ୍ୟୁ ପଞ୍ଜୀକରଣକୁ ଭୋଟର ଲିଷ୍ଟରେ ଯୋଡିବାର ଯୋଜନା ରହିଛି ।…

ଚିଲିକାରେ ଡଙ୍ଗା ବ୍ୟବସାୟୀଙ୍କୁ ଜୀବନ ରକ୍ଷାକାରୀ ସରଞ୍ଜାମ ବାଣ୍ଟିଲେ ମନ୍ତ୍ରୀ ଟୁକୁନି ସାହୁ

ଆଜି ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବଡ଼କୁଳ ପାନ୍ଥନିବାସ ଠାରେ ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ଅନ୍ତର୍ଗତ ନୌଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ଜୀବନ ରକ୍ଷାକାରି ସରଞ୍ଜାମ ବିତରଣ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…

ଖୋ ଖୋ ଜନଜାତି ଓ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ୨ ଦିନିଆ ରାଜ୍ୟ ସ୍ତରୀୟ ଖୋ ଖୋ ଜନଜାତି ଓ ଜାତୀୟ କ୍ରିଡା ପ୍ରତିଯୋଗିତାର ଚୟନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି।ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା…

କିଶୋରୀ ବାଳିକା ସରକାରୀ ଆତ୍ମନିଯୁକ୍ତି ତାଲିମ ଶିବିର ଅନୁଷ୍ଠିତ

ଝିଅମାନଙ୍କୁ ସରକାରୀ ଆତ୍ମନିଯୁକ୍ତି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ପ୍ରୟାସ ଯେଉଁ ବାଳିକାମାନେ ୯ମ ପର୍ଯ୍ୟନ୍ତ ଶିକ୍ଷା ପାଇ ସ୍କୁଲ ବାହାରେ ଅଛନ୍ତି (୧୫ରୁ୧୯ ବର୍ଷ ପର୍ଯ୍ୟନ୍ତ) ସ୍କୁଲ ଓ ଶିକ୍ଷାନୁଷ୍ଠାନରୁ ଦୂରେଇ ଯାଇଛନ୍ତି ସେମାନଙ୍କୁ ତାଲିମ ସହ ବିଭିନ୍ନ…

ବଦଳିଲା ବିସିସିଆଇର କିଟ୍‌ ସ୍ପନସର

ଆଡିଡାସ୍‌ ହେଲା ଟିମ୍‌ ଇଣ୍ଡିଆର ନୂଆ କିଟ୍‌ ସ୍ପନସର । ଆଗାମୀ ୫ ବର୍ଷ ପାଇଁ ଏହି ଚୁକ୍ତି ହୋଇଥିବା ଜଣାପଡିଛି । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ଏନେଇ ଘୋଷଣା କରିଛନ୍ତି । ସେ…

ମହୁ ଚାଷରେ ସ୍ବାବଲମ୍ବୀ ହୋଇପାରିବେ ଯୁବପୀଢ଼ି

ବିଶ୍ବ ମହୁମାଛି ଦିବସ ଅବସରରେ ମହୁମାଛିକୁ ସାଥିରେ ନେଇ ଯୁବ ପିଢ଼ି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି ସର୍ବୋଦୟ ସମିତିର ସମ୍ପାଦକ ପ୍ରଦୀପ ମହାନ୍ତି ମତ ବ୍ୟକ୍ତ କରିଛନ୍ତି । ଆନ୍ତର୍ଜାତୀୟ ବଜାରରେ ମହୁର…