ଏଣିକି ସମବାୟ ବ୍ୟାଙ୍କରେ ମାଇକ୍ରୋ ଏଟିଏମ୍ ବ୍ୟବସ୍ଥା; ୫ହଜାର ଯାଏଁ ଟଙ୍କା ଉଠାଇ ପାରିବେ ଚାଷୀ
ରାଜ୍ୟର ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟର ପ୍ରତି ସମବାୟ ସମିତିରେ ଗୋଟିଏ ଲେଖାଏଁ ମାଇକ୍ରୋ ଏଟିଏମ୍ ବ୍ୟବସ୍ଥା କରିବାକୁ ଯୋଜନା କରାଯାଉଛି । ସମବାୟ ବ୍ୟାଙ୍କଗୁଡ଼ିକର ଏଟିଏମ୍ ବ୍ୟବସ୍ଥାର ପୁନରୁଦ୍ଧାର ହେବ…
ଜାରି ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର ତାଲିକା
ଓଡିଆ କ୍ଷୁଦ୍ର ଗଳ୍ପ ‘ଜେଜେଙ୍କ ଗପ ଗଣ୍ଠିଲି’ କୁ ମିଳିବ ବାଲ୍ ସାହିତ୍ୟ ପୁରସ୍କାର । ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍(ଶିଶୁ ) ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଭାଷାରେ ପ୍ରକାଶିତ ଯୁଗଳ…
ଓଡ଼ିଶା ଛୁଇଁଲା ମୌସୁମୀ
ଓଡ଼ିଶାକୁ ଛୁଇଁଲା ମୌସୁମୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ସାରା ରାଜ୍ୟକୁ ଅଗ୍ରସର ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ମୌସୁମୀ ପ୍ରଭାବରେ ଓଡ଼ିଶା ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ଅନ୍ୟପଟେ ଆଗାମୀ ୪…
ପାତାଳୀ ଶ୍ରୀକ୍ଷତ୍ରର ନିଆରା ରଥଯାତ୍ରା
ସୁବର୍ଣ୍ଣପୁରଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ।କୋଟସମଲାଇର ଛଳିଆ ପାହଡ ର ଶ୍ରୀମନ୍ଦିର ରୁ ବାହାରି ଥିଲେ ଘୋଷଯାତ୍ରା ରେ ଭାଇ ଭଉଣୀ ସହ ଶ୍ରୀଜଗନ୍ନାଥ । ସବୁଜ ବନାନୀ ପରିବେଷ୍ଟିତ ଛଳିଆ ପାହଡର…
ରଥଯାତ୍ରା ପାଇଁ ୨୦୮ଟି ସ୍ୱତନ୍ତ୍ର ଟ୍ରେନ
ରଥଯାତ୍ରା ପାଇଁ ଚାଲିବ ୨୦୮ଟି ସ୍ୱତନ୍ତ୍ର ଟ୍ରେନ୍। ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ୪ଟି ରାଜ୍ୟରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରଥଯାତ୍ରା ସମୟରେ ଭକ୍ତମାନଙ୍କ ଯାତାୟତରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ…
ପବିତ୍ର ରଥଯାତ୍ରା ଅବସରରେ ଆର୍ଯ୍ୟଭୂମି ଲଦାଖ ବହି ପ୍ରକାଶିତ
ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ କୋରାପୁଟ ଦାମନଯୋଡିର ଗାଳ୍ପିକ ବିଜୟ କୁମାର ଜେନାଙ୍କ ବହି ଆର୍ଯ୍ୟଭୂମି ଲଦାଖ ଆତ୍ମ ପ୍ରକାଶ କରିଛି। ଏହି ବହିର ପ୍ରଚ୍ଛଦ ସଜ୍ଜା, କଭର ଡିଜାଇନ୍ ଓ ପ୍ରକାଶନ ,ଶଦ୍ଦ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ,ଭୁବନେଶ୍ୱର ପ୍ରକାଶନ ବିଭାଗ…
ପ୍ରକାଶ ପାଇଲା ଗାଳ୍ପିକ ବିଜୟ କୁମାର ଜେନାଙ୍କ ବହି ଆର୍ଯ୍ୟଭୂମି ଲଦାଖ; ଶଦ୍ଦ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ ବ୍ୟାନରରେ ହେଲା ଲୋକାର୍ପଣ
ପବିତ୍ର ରଥଯାତ୍ରା ଅବସରରେ କୋରାପୁଟ ଦାମନଯୋଡିର ଗାଳ୍ପିକ ବିଜୟ କୁମାର ଜେନାଙ୍କ ବହି ଆର୍ଯ୍ୟଭୂମି ଲଦାଖ ଆତ୍ମ ପ୍ରକାଶ କରିଛି। ଏହି ବହିର ପ୍ରଚ୍ଛଦ ସଜ୍ଜା, କଭର ଡିଜାଇନ୍ ଓ ପ୍ରକାଶନ ,ଶଦ୍ଦ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ, ଭୁବନେଶ୍ୱର ପ୍ରକାଶନ ବିଭାଗ…
ଆଜି ଶ୍ରୀଗୁଣ୍ଡିଚା, ଲୋକାରଣ୍ୟ ମଧ୍ୟରେ ରଥାରୂଢ଼ ହେବେ ଚତୁର୍ଦ୍ଧାମୂର୍ତ୍ତି
ଆଜି ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା । ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ସକାଳ ସାଢ଼େ ୯ଟାରେ ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହେବ । ପ୍ରଭୁ ସୁଦର୍ଶନ,…