Mon. Nov 30th, 2026

Tag: #sabdalive

ପୋଲିସ ତଦନ୍ତରେ ଗଲେ, ମାଡ଼ ଖାଇଲେ!

ସୁବର୍ଣ୍ଣପୁର : ତଦନ୍ତରେ ଯାଇଥିବା ପୋଲିସକୁ ଗୋଡାଇ ଗୋଡାଇ ମାଡ ମାରିଲେ ଗ୍ରାମବାସୀ । ଭିଡିଓ ହେଲା ଭାଇରାଲ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମକୁ ତଦନ୍ତରେ ଯାଇଥିବା ଜଣେ ପୋଲିସ ଏଏସଆଇଙ୍କୁ ଗୋଡାଇ ଗୋଡାଇ ଗ୍ରାମବାସୀ…

ଚାଲିଛି ଅଣସର ଵିଧି

ଚାଲିଛି ଅଣସର ଵିଧି। ମହାପ୍ରଭୁଙ୍କ ସ୍ଥାନରେ ପଟି ଦିଅଁ ପୂଜା ହେଉଛନ୍ତି l ବଡ଼ବାଡ଼ ମଣିମାଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ମଝିବାଡ଼ଙ୍କ ସ୍ଥାନରେ ଦେବୀ ଭୁବନେଶ୍ୱରୀ, ସାନବାଡ଼ଙ୍କ ସ୍ଥାନରେ ଶ୍ରୀ ଅନନ୍ତନାରାୟଣ ପୂଜିତ ହେଉଛନ୍ତି l ଅନନ୍ତ ବାସୁଦେବଙ୍କ ସହ ରାମକୃଷ୍ଣ,…

ଏମଏସପିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ମାର୍କେଟିଂ ସିଜନ ୨୦୨୩-୨୪ ପାଇଁ ଖରିଫ ଫସଲର ବର୍ଦ୍ଧିତ ସର୍ବନିମ୍ନ ସହାୟତା ମୂଲ୍ୟ (MSP) କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଦରମା ସୁନିଶ୍ଚିତ କରିବା ଏବଂ ଫସଲର ବିବିଧତାକୁ ଉତ୍ସାହିତ କରିବା ପାଇଁ ପଦକ୍ଷେପ…

ମହିଳା ନିର୍ଯାତନା ରୋକିବାକୁ ନେଇ କର୍ମଶାଳା ଅନୁଷ୍ଠିତ

ଡାହାଣୀ ସନ୍ଦେହରେ ମହିଳା ମାନଙ୍କ ପ୍ରତି ହିଂସା ବା ନିର୍ଯ୍ୟାତନା ଏକ ଘୃଣ୍ୟ କାର୍ଯ୍ୟ। ଏହାକୁ ପ୍ରତି ସ୍ତରରେ ସଚେତନତା ସୃଷ୍ଟି କରି ପ୍ରତିହତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପରାମର୍ଶ ଦେଇଛନ୍ତି। ଆଜି ପୂର୍ବାହ୍ନରେ ସଂସ୍କୃତି…

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୫୨ ଗୋଟି ଅଭିଯୋଗ ମିଳିଥିଲା। ଅଭିଯୋଗ ଗୁଡିକର ଆଇନ ଅନୁସାରେ ଅନୁଧ୍ୟାନ…

ଗ୍ରେଡ ପେ-ଲେଭେଲ୍ ୪ରୁ ୯କୁ ବୃଦ୍ଧି କରିବା ଦାବିରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆନ୍ଦୋଳନ

ଖୋର୍ଦ୍ଧାଜିଲ୍ଲା,ବାଣପୁର ତହସିଲ ଅଫିସ ସମ୍ମୁଖରେ ୫ ଦିନବ୍ୟାପି ଅମଲାଙ୍କ ଆନ୍ଦୋଳନ। ଆଗାମୀ ୩୧ଜୁନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ। ୨୨.୦୫.୨୩ ଠାରୁ ୩୧.୦୫.୨୩ ପର୍ଯ୍ୟନ୍ତ କଳାବ୍ୟାଜ ଧାରଣ କରିବେ ଯଦି ସରକାର ନଶୁଣନ୍ତି ତେବେ ୦୧.୦୬.୨୩ରୁ ଅର୍ନିଦ୍ଧିଷ୍ଟ ସମୟ ପାଇଁ ସାମୁହୀକ ଛୁଟିରେ…

ରିପିଟ୍ ହେଲା ଦିଲ୍ଲୀର ସାକ୍ଷୀ ହତ୍ୟା ମାମଲା, ସିସିଟିଭିରେ କଏଦ ହେଲା ଦୃଶ୍ୟ

ରାଜଧାନୀ ଦିଲ୍ଲୀର ଶାହାବାଦ ଡେୟାରରେ ସାକ୍ଷୀ ହତ୍ୟା ପରେ ଦକ୍ଷିଣ ଦିଲ୍ଲୀର ରାଜୁ ପାର୍କ ଅଞ୍ଚଳରୁ ଆଉ ଏକ ସମ୍ବେଦନଶୀଳ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଥିରେ ମଧ୍ୟ ତାଙ୍କୁ ଛୁରୀରେ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା।ସିସିଟିଭିରେ…

ବଢୁଛି କୁସ୍ତିଯୋଦ୍ଧାଙ୍କ ସମର୍ଥନ, ବିରୋଧରୁ ଦେବେନି ପଛଘୁଞ୍ଚା!

ନ୍ୟାୟ ପାଇଁ ନୂଆଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଛନ୍ତି ଦେଶର ଷ୍ଟାର କୁସ୍ତିଯୋଦ୍ଧାମାନେ। ଦିନ ଗଡ଼ିବା ସହିତ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଅନ୍ୟପଟେ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ରେଳ ବିଭଗର ଓଏସଡି ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।ତାଙ୍କ ସହ…

ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦରମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ,…

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳନ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳନ ହୋଇଛି। ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ସକାଳ ସମୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ…