Wed. Oct 14th, 2026

ଚାଲିଛି ଅଣସର ଵିଧି। ମହାପ୍ରଭୁଙ୍କ ସ୍ଥାନରେ ପଟି ଦିଅଁ ପୂଜା ହେଉଛନ୍ତି l ବଡ଼ବାଡ଼ ମଣିମାଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ମଝିବାଡ଼ଙ୍କ ସ୍ଥାନରେ ଦେବୀ ଭୁବନେଶ୍ୱରୀ, ସାନବାଡ଼ଙ୍କ ସ୍ଥାନରେ ଶ୍ରୀ ଅନନ୍ତନାରାୟଣ ପୂଜିତ ହେଉଛନ୍ତି l ଅନନ୍ତ ବାସୁଦେବଙ୍କ ସହ ରାମକୃଷ୍ଣ, ନୃସିଂହ, ଭୁବନେଶ୍ୱରୀଙ୍କ ସହ ଭୂଦେବୀ ଶ୍ରୀଦେବୀ, ଅନନ୍ତ ନାରାୟଣଙ୍କ ସହ ମଦନମୋହନ, ଦୋଳଗୋବିନ୍ଦ ଉପାସିତ ହେଉଛନ୍ତି l ସେଥିପାଇଁ ଏହା ଦଶାବତାର ଉପାସନା ଭାବେ ସର୍ବତ୍ର ବିଦିତ l

Leave a Reply

Your email address will not be published. Required fields are marked *