Mon. Nov 30th, 2026

Tag: #sabdaodisha

କଲବଲ କରୁଛି ଶୀତ

କମୁଛି ତାପମାତ୍ରା, ବଢୁଛି ଶୀତ। ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ଶୀତ ବଢ଼ିଛି । ଅନେକ ସ୍ଥାନରେ ରାତି ତାପମାତ୍ରା ତଳକୁ ଖସିଛି । ୧୦ ସହରର ତାପମାତ୍ରା ୫ ଡିଗ୍ରୀ ତଳେ ଥିଲା । କିନ୍ତୁ…

ଲେମରିନ ଟେକ ବିଶ୍ୱବିଦ୍ୟାଳୟର ପ୍ରଥମ ରିଏଲ ଇଷ୍ଟେଟ କୋର୍ସର ଶୁଭାରମ୍ଭ

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀରେ ଆରମ୍ଭ ହେଲା ପ୍ରଥମ ରିଏଲ ଇଷ୍ଟେଟ କୋର୍ସ । ଲେମରିନ ଟେକ ବିଶ୍ୱବିଦ୍ୟାଳୟରେ ଏହି କୋର୍ସର ଶୁଭାରମ୍ଭ କରାଯାଇଛି । ରେରା ପୃଷ୍ଠଭୂମିର କୁଶଳୀ କାରିଗରୟ ସୃଷ୍ଟି ଉଦ୍ଦେଶ୍ୟରେ ପଞ୍ଜାବ ସ୍ଥିତ ଲେମରିନ ଟେକ ବିଶ୍ୱ…

ସୁପ୍ରିମକୋର୍ଟକୁ ମିଳିବ ୫ ନୂଆ ଜଜ୍

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଆଶ୍ୱସନା ଦେଇଛନ୍ତି ଯେ ଶୀଘ୍ର ୫ଜଣ ଜଜଙ୍କୁ ନିଯୁକ୍ତି ନେଇ କଲେଜିୟମର ସୁପାରିଶକୁ ମଞ୍ଜୁରୀ ଦେବେ । ଆଟର୍ଣ୍ଣିଂ ଜେନେରାଲ ଆର. ଭେଙ୍କଟରମଣ ଜଷ୍ଟିସ ଏସ କେ କୌଲ, ଜଷ୍ଟିସ ଏ.…

ଆଦାନୀଙ୍କ କମ୍ପାନୀରେ ଭୂକମ୍ପ ଆପଣଙ୍କୁ କରି ନଦେଉ କାଙ୍ଗାଳ !

ଶବ୍ଦ ଓଡିଶା ବ୍ୟୁରୋ: ଗୋଟିଏ ରିପୋର୍ଟ ଆଉ ସବୁକିଛି ଶେଷ । ଶୁଣିବାକୁ ଏହା ସାମାନ୍ୟ ଅଜବ ଲାଗୁଛି ନା । କିନ୍ତୁ ଏଭଳି କିଛି ଘଟିଛି ଦେଶର ବଡ ଶିଳ୍ପପତି ଗୌତମ ଆଦାନୀଙ୍କ କ୍ଷେତ୍ରରେ । ହିଣ୍ଡନବର୍ଗର ରିସର୍ଚ୍ଚ ରିପୋର୍ଟ…

ଉପେନ୍ଦ୍ର କୁଶୱାହା ଜେଡିୟୁରେ ରହିବା ବର୍ତ୍ତମାନ ସମ୍ଭବ ନୁହେଁ!

ଶବ୍ଦ ଓଡିଶା ବ୍ୟୁରୋ: ବିହାରରେ ରାଜନୈତିକ ସମୀକରଣ ବଢିବାରେ ଲାଗିଛି । ମହାମେଣ୍ଟକୁ ଫେରିବା ପରେ ନୀତୀଶ କୁମାର ସକ୍ରିୟ ହେଉଥିବା ବେଳେ ଦଳର ନେତା ଉପେନ୍ଦ୍ର କୁଶୱାହା ବିଦ୍ରୋହର ରାସ୍ତାରେ ଗୋଟିଏ ପାଦ ଆଗକୁ ବଢାଇଚାଲିଛନ୍ତି । ଉପେନ୍ଦ୍ର ଯେଉଁଭଳି…

ସମାନତା ଦାବି କରିପାରିବେ ନାହିଁ ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀ : ସୁପ୍ରିମକୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀଙ୍କ ପାଇଁ ସୁପ୍ରିମକୋର୍ଟ ବଡ ନିର୍ଦ୍ଦେଶ ଜାରି କରିଛନ୍ତି । ଅଦାଲତ କହିଛନ୍ତି, ଅବସର ତାରିଖ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀ ଏବଂ ସେବା ଶେଷ ପରେ ଅବସର ନେଉଥିବା କର୍ମଚାରୀଙ୍କୁ…

କାଶୀପୁର ବ୍ଲକରେ ବିଶାଳ ଜନ ସମାବେଶ,ଜଙ୍ଗଲ ଜମି ଅଧିକାର ପାଇଁ ଦାବି

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ, ଗୋଡିବାଲି ପଂଚାୟତର କରଞ୍ଜଗୁଡା ଗାଁରେ ଚାଷୀ ଏକତା ପରିଷଦ,ଅଖିଳ ଭାରତୀୟ କିସାନ ମଜଦୁର ସଭା ଏବଂ ଶାଶୁ ବୋହୁ ମାଳି ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ଓ କାଶୀପୁର ବ୍ଲକ ର ଆଖ ପାଖ…

ବିଜେପି ମାଲଗାଁ ମଣ୍ଡଳ ସଭାପତି ଦଳରୁ ବହିଷ୍କୃତ

ଚନ୍ଦାହାଣ୍ଡି- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମାଲଗାଁ ମଣ୍ଡଳ ସଭାପତି ଡମ୍ବରୁଧର ମାଝି ଙ୍କୁ ଦଳ ବିରୋଧି କାମ ପାଇଁ ବିଜେପିରୁ ବହିଷ୍କୃତ କରିବା ସହ ତାଙ୍କ ପ୍ରାଥମିକ ସଦସ୍ୟତା ରଦ୍ଧ କରାଯାଇଛି । ଏନେଇ ଚନ୍ଦାହାଣ୍ଡି ବିଜେପି କାର୍ଯ୍ୟଳୟକୁ ଜିଲ୍ଲା…

ଗାଁ ସେଲୁନରେ ବାଳ କାଟୁଛନ୍ତି ସାଂସଦ ରମେଶ ମାଝି

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି । ନିଜର ସରଳ ହୃଦୟ ଓ ସାଧାରଣ ଲୋକଙ୍କ ପ୍ରତି ଆତ୍ମୀୟତାର ଭାବ ପାଇଁ ଖୁବ ଜନପ୍ରିୟ । ନିଜର ଚୁଟି କାଟିବା ପାଇଁ ସହରର କୌଣସି ଦାମୀ ସେଲୁନକୁ ନ ଯାଇ ନିଜ…

ଗୋଆ ନିର୍ବାଚନରେ ଦିଲ୍ଲୀ ମଦ ଘୋଟାଲା ଟଙ୍କା ଲଗାଇଛି ଆପ୍,ଇଡିର ସାଂଘାତିକ ଅଭିଯୋଗ

ନୂଆଦିଲ୍ଲା : ମଦ ଘୋଟାଲା ଟଙ୍କାରେ ଗୋଆରେ ନିର୍ବାଚନ ପ୍ରଚାର କରିଛି ଆପ । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଭଳି ସାଂଘାତିକ ଅଭିଯୋଗ ଆପ୍ ଉପରେ ଲଗାଇଛି । କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ଏଜେନ୍ସି କହିଛି,ତଦନ୍ତ ବେଳେ ଜଣାପଡିଛି,ଏଭଳି କିଛି…