ମାଲ୍କାନଗିରି ଦଣ୍ଡକାରଣ୍ୟ ପଡ଼ିଆରେ କଂଗ୍ରେସ ମୂଳ ନିବାସୀ ଜନ ଜାଗରଣ ସମାବେଶ
ଭୁବନେଶ୍ୱର, ତା. ୦୫.୧୦ : ଆଜି ପୂର୍ବାହ୍ନ ୧୦ ଘଂଟା ସମୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଜୟପୁର ସହର ପରିକ୍ରମ କରିଥିଲା । ଏହି ରାଲିରେ ଜୟପୁରର ଯୁବକ, ଛାତ୍ର,…