Sun. Nov 29th, 2026

Tag: #sabdaodisha

ମୈଦଲପୁର ଫାଣ୍ଡିକୁ ମିଳିଲା ଆଦର୍ଶ ଥାନା ମାନ୍ୟତା,ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର : ମୈଦଲପୁର ଫାଣ୍ଡିକୁ ମିଳିଲା ଆଦର୍ଶ ଥାନା ମାନ୍ୟତା। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ରାଜ୍ୟର ୩୦ ଗୋଟି ନୂତନ ଥାନା ମଧ୍ୟରୁ ମୈଦଲପୁର ଫାଣ୍ଡି କୁ ଥାନା ର ମାନ୍ୟତା ପରେ ଆଜି ଭର୍ଚୁଆଲ ମୋଡରେ ଥାନା ଉଦଘାଟନ…

ବାଣପୁର ଓ ଚିଲିକା ବ୍ଲକର ସରକାରୀ ଯୋଜନାର ଅନୁଧ୍ୟାନ କଲେ ମହିଳା ଓ ଶିଶୁ ବିକାଶ ମୁଖ୍ୟ ସଚିବ

ବାଣପୁର: ମହିଳା ଓ ଓ ଶିଶୁ ବିକାଶ ବିଭାଗ ମୁଖ୍ୟ ସଚିବ ଶୋଭା ଶର୍ମା ଚିଲିକା ଓ ବାଣପୁର ବ୍ଲକର, ୫ଟି ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର,ସ୍ବୟଂ ସହାୟିକା ଗୋଷ୍ଠି ଓ ମତ୍ସ୍ୟ ବିଭାଗ ପରିଦର୍ଶନ କରିଛନ୍ତି। ସରକାରଙ୍କ ବିଭିନ୍ନ ପ୍ରକଳ୍ପ କିଭଳି…

ଜଜ୍ ଙ୍କ ନାଁ ସୁପାରିଶ କଲା ସୁପ୍ରିମକୋର୍ଟ

ନିଯୁକ୍ତ ହେବେ ବିଚାରପତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ନିଆଯାଇଛି ଏହି ନିଯୁକ୍ତି ନିଷ୍ପତି । ସୁପ୍ରିମ କୋର୍ଟ କଲେଜିୟମ ନ୍ୟାୟିକ ଅଫିସର ଓ ଆଇନଜୀବୀଙ୍କ ନିଯୁକ୍ତି ପାଇଁ ନାଁ ସୁପାରିଶ କରିଛି ।…

ଯୋଶୀ ମଠରେ ରାତି ବିତାଇଲେ ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡ,ପ୍ରତି ପରିବାରକୁ ଦେଢଲକ୍ଷ ସହାୟତା ଘୋଷଣା 

ସଙ୍କଟରେ ଦେବଭୂମି ଯୋଶୀମଠ । ଏହାରି ଭିତରେ ସ୍ଥିତି ପରଖିଛନ୍ତି ପୁଷ୍କର ସିଂ ଧାମି । ଯୋଶୀ ମଠରେ ରାତି ବିତାଇବା ପରେ ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି । ପ୍ରତି ଘର ପିଛା ଦେଢ ଳକ୍ଷଟଙ୍କା ସହାୟତା ଘୋଷଣା କରିଛନ୍ତି…

ଦିଲ୍ଲୀରେ ମହିଳାଙ୍କୁ ହତ୍ୟା; ଶ୍ମଶାନରେ ପୋତିବା ପରେ ଉଠୁଛି ଧର୍ମଭିତ୍ତିକ ସ୍ୱର

ଦିଲ୍ଲୀରେ ପୁଣି ଅଘଟଣ । ଦିଲ୍ଲୀର ମଙ୍ଗୋଲପୁରୀର ଜଣେ ମହିଳାଙ୍କୁ ହତ୍ୟା କରାଯାଇ ଶ୍ମଶାନରେ ପୋତି ଦିଆଯାଇଛି । ପୋଲିସ ୪ଅଭିଯୁକ୍ତଙ୍କୁ ଗିରଫ କରି ମୃତଦେହକୁ ଶ୍ମଶାନରୁ ବାହାର କରିଛି । ତେବେ କ’ଣ ଥିଲା ପୂରା ଘଟଣା । ଜାଣିବା…

ସୁନା ଦୋକାନୀଙ୍କ ଉପରକୁ ଆକ୍ରମଣ

ପୂର୍ବ ଦିଲ୍ଲୀର ମାଣ୍ଡୱାଲୀରେ ଭିନ୍ନ ଧରଣର ଆକ୍ରମଣ । ଗ୍ରାହକ ଭାବେ ଦୋକାନରେ ଜଣେ ଦୁର୍ବୃର୍ତ୍ତ । କିଛି ସମୟ ପରେ ଆରମ୍ଭ କରିଥିଲେ ଆକ୍ରମଣ । ଅତି ନୃଶଂସ ଭାବେ ଦୋକାନୀକୁ ଟଙ୍କାା ମାଗିବା ସହ ରଡରେ ଆକ୍ରମଣ କରୁଛନ୍ତି…

ଓସ୍କାର ସର୍ଟଲିଷ୍ଟରେ ‘ଦ କଶ୍ମୀର ଫାଇଲ୍ସ’ 

୨୦୨୨ର ସବୁ ଠାରୁ ଚର୍ଚ୍ଚିତ ଫିଲ୍ମ ଦ କଶ୍ମୀର ଫାଇଲ୍ସ । ଏବେ ଏହି ଚଳଚ୍ଚିତ୍ରକୁ ନେଇ ଆସିଛି ବଡ ଖବର । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଏବେ ଓସ୍କାରରେ ଏଂଟ୍ରି କରିଛି । ଦ କଶ୍ମୀର…

ପ୍ରସ୍ତୁତ ବାରବାଟୀ; ବାଣପୁରରେ ଭବ୍ୟ ପ୍ରସ୍ତୁତି

ବାଣପୁର -ଆଜି ବାରବାଟୀ ଷ୍ଟାଡିୟମରେ ୩.୩୦ ମିନିଟରେ ଓଡିଶାର ମୂଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଉଦଘାଟନ କରିବେ ହକି ମହାକୁମ୍ଭର ସ୍ବାଗତ ସମ୍ବର୍ଦ୍ଧନା ସମାରୋହ। ଏହି ସମାରୋହକୁ ଭିଡିଓ କନଫରେନ୍ସି ଜରିଆାରେ ଦେଖିବା ପାଇଁ ରାଜ୍ୟର ସମସ୍ତ ବ୍ଲକର ପଂଚାୟତ ଅଫିସ…

ବାଲିରେ ବିଶ୍ୱର ବଡ ହକି ଷ୍ଟିକ୍ ,ଉଦଘାଟନୀ ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ କଳା ମାଧ୍ୟମରେ ହକି ଉଦଘାଟନୀ ଉତ୍ସବର ବାର୍ତ୍ତା ଦେଇଛନ୍ତି । ୫ହଜାର ହକି ବଲକୁ ନେଇ ଏହି ବାଲୁକା କଳା ତିଆରି ହୋଇଛି । ଏହି ବାଲୁକା ଶିଳ୍ପରେ ହକି ଷ୍ଟିକ, ବିଶ୍ବକପ…

ଚିଲିକାରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ

ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ବିଜୁ ଜନତା ଦଳ ର କାର୍ଯ୍ୟାଳୟ ଠାରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ପାଳନ ଉତ୍ସବ ପାଳିତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବିଜୁଜନତା ଦଳର ସଭାପତି ବିଭୁତି ବଳବନ୍ତରାୟ ଓ ଖୋର୍ଦ୍ଧା ବିଧାୟକ…