Mon. Nov 30th, 2026

Tag: #sabdamedia

ନିଆଁ ଲାଗି ଜଳିଗଲା ଘର

ନିଆଁ ଲାଗି ଜଳିଗଲା ଚାରି ବଖରା ଘର ଓ ପୋଡିଗଲା ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ । ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୂଝାରୀ ସାହାଜବାହାଲ ଗାଁର ଜୁରାବୁନ୍ଦଳି ସାହିର ସୁବଳ ପୂଝାରୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ଚାଷଜମି ନିଆରେ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼ କିମ୍ବା ବଜ୍ରପାତ ହେବାର ସମ୍ଭାବନା, ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଅସ୍ତବ୍ୟସ୍ତ କରୁଛି ତାତି। ଦିନର ପାରଦ ୪୦° ତଳକୁ ଖସିବାର ନାଁ ନେଉନାହିଁ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୮ ତାରିଖ ରବିବାର ଅପରାହ୍ନ ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର,…

ଟେବୁଲ୍ ଟପ ଏକ୍ସରସାଇଜ ଓ ମକ ଡ୍ରିଲ୍ଲ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ସ୍ଥରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାୟଗଡ଼ ଜିଲ୍ଲା ସ୍ଥରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତ ବୈଠକ ଆଜି ରାୟଗଡ ଅତିରିକ୍ତଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ବୈଠକ ଅନୁଷ୍ଠିତ ହୋଇଯାଇଛି l ଗୁଗୁଲ ମିଟରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ଗୁଣପୁର ଲଳିତ…

ପୁଣି ସାଇକେଲରେ ବୁହା ହେଲା ମୃତଦେହ

ସୁବର୍ଣ୍ଣପୁର: ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ଜିଲ୍ଲାରେ ସାଇକଲ ରେ ବୁହାହେଲେ ଶବ। ଏପରି ଘଟଣା ଦେଖିବାକୁ ମିଳିଛି ଖୋଦ୍ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ ଜିଲ୍ଲା ସୁବର୍ଣ୍ଣପୁର ର ବିନିକା ଡାକ୍ତରଖାନା ରେ ।ମେଘଲା ଗାଁ ର ମହିଳା ରୁକ୍ମିଣୀ…

ଭକ୍ତଙ୍କର ଭକ୍ତିକୁ ନେଇ ସଉଦା; ବିକ୍ରି ହେଉଛି ନକଲି ମହାପ୍ରସାଦ

ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଭକ୍ତଙ୍କ ପାଇଁ ଅମୃତ ବୋଲି କୁହାଯାଏ । କିନ୍ତୁ ଭକ୍ତଙ୍କର ଏହି ଭାବନା ଆଉ ଭକ୍ତିକୁ ନେଇ ହେଉଛି ସଉଦା । ସବୁ ଜିନିଷର ବିକଳ୍ପ ବା ନକଲି ପ୍ରସ୍ତୁତ କରିସାରିବା ପରେ ବର୍ତ୍ତମାନ ମହାପ୍ରସାଦକୁ…

ମୁହଁ ଖୋଲିଲେ ପୂର୍ବତନ ପିପିଲି ବିଧାୟକ,ଦଳ ପାଇଁ ନୁହେଁ, ଲୋକଙ୍କ ସେବା କରୁଛି

ପିପିଲି: ଦୀର୍ଘଦିନର ନିରବତା ପରେ ମୁଁହ ଖୋଲିଲେ ପିପିଲି ର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ମୁଁ କୌଣସି ରାଜନୈତିକ ଦଳ ପାଇଁ ନୁହେଁ ବରଂ ଲୋକଙ୍କ ସେବା ରେ ଅଛି । ୨୦୧୯ ସାଧାରଣ ନିର୍ବାଚନ ଠାରୁ ସକ୍ରିୟ…

ସିଙ୍ଗାପୁରର ଅଭିଜ୍ଞତା ବାଣ୍ଟିଲେ ଏସଏଚଜି ମହିଳା

ସୁବର୍ଣ୍ଣପୁର ଜିଲ୍ଲା ମାଁ ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମମତା ସାହୁ ସିଙ୍ଗାପୁର ଯାଇ ଫେରିବା ପରେ ତାଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି । ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ତରଫରୁ ଆୟୋଜିତ ଏକ ସଭାରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ…

ସିସିଟିଭିରେ କଏଦ ହେଲା ଚୋରିର ଦୃଶ୍ୟ

ସୁବର୍ଣ୍ଣପୁର ସହରର ଉଦୟନଗରରୁ ଚୋରି, ସିସିଟିଭିରେ କଏଦ ହେଲା ଚୋରଙ୍କ କାରନାମା । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପାଖ ଉଦୟନଗରରୁ ଗତ ରାତିରେ ଚୋରି ହୋଇଥିବା ନେଇ ସୋନପୁର ଥାନାରେ ଅଭିଯୋଗ ହୋଇଛି । ଗତ କାଲି ରାତିରେ ଉଦୟନଗରର…

ବଢିଲା ମାଗଣାରେ ଆଧାର ଅପ୍‌ଡେଟ୍‌ ଅବଧି

ମାଗଣାରେ ଆଧାର କାର୍ଡ କାଗଜପତ୍ର ଅପ୍‌ଡେଟ୍‌ କରିବାର ସମୟ ସୀମାକୁ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏଥିପାଇଁ ଧାର୍ଯ୍ୟ ହୋଇଥିବା ସମୟ ଗତକାଲି ଶେଷ ହୋଇଥିଲା। ଏବେ ଲୋକମାନେ ଆଧାରକୁ ଅପ୍‌ଡେଟ୍‌…

ସରକାର V/S ସାଧାରଣ ଜନତା!

ଦିଲ୍ଲୀର ବସନ୍ତ ବିହାରରେ ଚାଲିଛି ବୁଲଡୋଜର। ଲୋକଙ୍କ ଘରକୁ ଖାଲି କରିବାକୁ ନୋଟିସ୍ ଦେଇଥିଲା ଏନଡିଆରଏଫ। ଦୁଇ ଦିନ ପୂର୍ବେ ଏଠାରେ ମହିଳା, ଶିଶୁ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଯେ ସେମାନଙ୍କୁ ଏଠାରୁ ଉଚ୍ଛେଦ ନ…