Sun. Nov 29th, 2026

Tag: #sabdamedia

ଗଭୀର ଅବପାତର ରୂପ ନେବ ସୃଷ୍ଟ ଲଘୁଚାପ, ପ୍ରଭାବରେ ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା !

ଶବ୍ଦ ଓଡିଶା ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଗଭୀର ଅବପାତର ରୂପ ନେବ । ପଶ୍ଚିମ-କେନ୍ଦ୍ରୀୟ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ଅଞ୍ଚଳରେ ଏହା ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ସରୋଜିନୀ ଦାମୋଦରନ୍ ଫାଉଣ୍ଡେସନ ଦ୍ୱାରା ବିଦ୍ୟାଧନ ଛାତ୍ରବୃତ୍ତି, ଏମିତି କରିପାରିବେ ଅନଲାଇନରେ ଆବେଦନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର ଦଶମ ପାସ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି । ସରୋଜିନୀ ଦାମୋଦରନ ଫାଉଣ୍ଡେସନ ଦ୍ୱାରା ବିଦ୍ୟାଧନ ଏକ ପାନ ଇଣ୍ଡିଆ ଉଚ୍ଚଶିକ୍ଷା ବୃତ୍ତି ପ୍ରଦାନ କରାଯିବ । କୁମାରୀ ଶିବୁଲାଲ ଏବଂ ଏସଡି ଶିବୁଲାଲଙ୍କ ଦ୍ବାରା ଏହି…

ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ ଫୁଲଚାରା ବଣ୍ଟନ

ଜୟପୁର: ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥାନ ଲକ୍ଷ୍ନୌ ପକ୍ଷରୁ ପୁଷ୍ପ କୃଷି ମିଶନ ଜରିଆରେ ବୈପାରିଗୁଡ଼ା ବ୍ଲକର କୋଲାର ଓ ରାମଗିରି ପଞ୍ଚାୟତର ଗେଲାଗୁଡା ଠାରେ ଉନ୍ନତ କିସମର ମଲ୍ଲି ଫୁଲ ଓ ରଜନୀଗନ୍ଧା ଚାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ…

ଖେଳ ପଡିଆ ଜବର ଦଖଲ ଉଚ୍ଛେଦ ଦାବିରେ ତହସିଲଦାରଙ୍କୁ ଅଭିଯୋଗ

ସୋନପୁର : ଖେଳ ପଡିଆ ଜବର ଦଖଲ ଉଚ୍ଛେଦ ଦାବିରେ ତହସିଲଦାରଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସରଗଜ ଗ୍ରାମ ପଞ୍ଚାୟତ ଜୁରାବନ୍ଧ ଗ୍ରାମରେ ସରକାରୀ ଜାଗାରେ ଥିବା ଖେଳ ପଡିଆକୁ ଉକ୍ତ ଗ୍ରାମର ଜନୈକ…

ଶାରଳା ସମବାୟ ସୂତା କଳ ଭାଙ୍ଗି ହସ୍ପିଟାଲ ଗଢିବା ଚର୍ଚ୍ଚା ଜୋରସୋର

ଦୀର୍ଘ ୨୩ବର୍ଷ ପରେ ସରକାରଙ୍କ ନିଦ ଭାଙ୍ଗିଲା। ୧୯୯୯ମସିହା ମହାବାତ୍ୟା ରେ ତିର୍ତ୍ତୋଲ ନାଉସୀରା ଠାରେ ଥିବା ଶାରଳା ସମବାୟ ସୂତା କଳ ଭାଙ୍ଗି ଅଚଳ ହୋଇଥିବା ବେଳେ ଏବେ ଏହି ସ୍ଥାନରେ ଅତ୍ୟାଧୁନିକ ମେଡିକାଲ କରିବାକୁ ତତ୍ପରତା ପ୍ରକାଶ ପାଇବା…

ଜାତୀୟ ପ୍ରସାରଣ ଦିବସ,ରେଡ଼ିଓ ଓ ଶାନ୍ତି,ଚଳିତ ବର୍ଷର ଥିମ୍

ଜୁଲାଇ ୨୩ କୁ ଭାରତରେ ଜାତୀୟ ପ୍ରସାରଣ ଦିବସ ବାର୍ଷିକ ଉତ୍ସବ ଭାବେ ପାଳନ କରାଯାଇଥାଏ । ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକମାନଙ୍କ ଜୀବନରେ ରେଡିଓର ପ୍ରଭାବ ବିଷୟରେ ମନେ ପକାଇବା । ଭାରତରେ ରେଡିଓ…

ହୀରାକୁଦ ଛାଡିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ରାଜ୍ୟର ବିଭିନ୍ନ ଅଂଚଳରେ ଲଗାଣ ବର୍ଷା ଏବଂ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ଥର ବୃଦ୍ଧି ପାଇଛି। ଫଳରେ ଆଜି ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ସକାଳ ୯ଟାରେ ବନ୍ୟାଜଳ ନିଷ୍କାସନ ହୋଇଥିବା ବୋଲି ହୀରାକୁଦ…

ଥାନାରେ ବିବାହ କଲେ ଫେରାର ଦିଅର ଭାଉଜ

ସୁବର୍ଣ୍ଣପୁର : ନିଜ ସ୍ବାମୀଙ୍କ ଉପସ୍ଥିତିରେ ଜଣେ ସ୍ତ୍ରୀ ତାର ପ୍ରେମିକକୁ କରୁଛି ବିବାହ। ବିବାହ ପୁଣି କୌଣସି ବେଦି କିମ୍ବା ମଣ୍ଡପରେ ନୁହେଁ। ବିବାହ ସମୟରେନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ସାହାନାଇ ।ନିରାଡମ୍ବର ଭାବରେ ସରିଛି ଏଭଳି…

ମଣିପୁରରେ ଆଦିବାସୀଙ୍କୁ ନ୍ୟାୟ ଦାବି, ଗୁଣୁପୁରରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ଶୋଭାଯାତ୍ରା

ଚଳିତ ମାସ 21 07 2023 ତାରିଖ ଦିନ ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ନରେନ୍ଦ୍ର ମୋଦୀ କଂ କୁସ ପୁତଲା ପୋଡା ଯାଇଛି ଓ…

ରାୟଗଡ ଜିଲ୍ଲାର ଦୁଇଟି ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଶୁଭାରମ୍ଭ

ରାୟଗଡ଼ା : ପିରାମଲ ଫାଉଣ୍ଡେସନ ସହଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଓରିଏଣ୍ଟେସନରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଅଧ୍ୟକ୍ଷତା କରିଥିଲେ…