Mon. Nov 30th, 2026

Tag: #sabdaodisha

ଚନ୍ଦାହାଣ୍ଡି ବ୍ଲକ ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ଚାଉଳ କାଟକୁ ନେଇ ପ୍ରତିବାଦ ସହ ବିକ୍ଷୋଭ

ଶବ୍ଦମିଡ଼ିଆ ବ୍ୟୁରୋ:ଚନ୍ଦାହାଣ୍ଡି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବିଜେଡି ପକ୍ଷରୁ ଆଜି କେନ୍ଦ୍ର ସରକାର ଙ୍କ ଚାଉଳ କାଟ କୁ ନେଇ ବ୍ଲକ ସମ୍ମୁଖରେ ଏକ ପ୍ରତିବାଦ ସହ ବିକ୍ଷୋଭ କରାଯାଇଥିଲା l ବ୍ଲକ ବିଜେଡି ସଭାପତି ଗୌରହରି ନାୟକଙ୍କ ସଭାପତିତ୍ୱରେ…

ଅଧଃପନ୍ତରିଆ ଭାବରେ ପଡିରହିଛି ୨୫ ଲକ୍ଷଟଙ୍କାର ଅନକାବେଡ଼ା ପଞ୍ଚାୟତ ଗୃହ

ଶବ୍ଦମିଡ଼ିଆ ବ୍ୟୁରୋ:ଚନ୍ଦାହାଣ୍ଡି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ଭବନ ର ନିର୍ମାଣ କାର୍ଯ୍ୟ ଦୀର୍ଘ 2 ବର୍ଷ ହେବ ସମାପ୍ତ ନ ହୋଇ ଅଧପନ୍ତରିଆ ଭାବରେ ପଡିରହିଛି l ଯାହା ଫଳରେ ଗ୍ରାମପଞ୍ଚାୟତ ର ବିଭିନ୍ନ ପ୍ରକାର ସରକାରୀ…

୭୬ ତମ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ

ଶବ୍ଦମିଡ଼ିଆ ବ୍ୟୁରୋ:ରାୟଗଡ ତା.୧୬/୦୨-ରାୟଗଡ ଜିଲ୍ଲା ପରିଷଦର ୭୬ତମ ବୈଠକ ଆଜି ଅଧଃଖ୍ୟା ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ଏହି ବୈଠକରେ ,ଉପାଧ୍ୟକ୍ଷ ସନ୍ତୋଷ ସୁନା,ମାନ୍ୟବର ଲୋକ ସଭା ସାଂସଦଙ୍କ…

ବିଜେପିର ଚାଉଳ କାଟ ପ୍ରସଙ୍ଗରେ,କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସମ୍ମୁଖରେ ବିଜେଡିର ଗଣ ଆନ୍ଦୋଳନ

ଶବ୍ଦମିଡ଼ିଆ ବ୍ୟୁରୋ:କୋରାପୁଟ:କେନ୍ଦ୍ର ସରକାରଙ୍କ ଚାଉଳ କାଟ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ଆନ୍ଦୋଳନ ଜୋର ଧରିଛି।ଏହିଭଳି ପ୍ରତିବାଦ ସ୍ବରୂପ ଗଣ ଆନ୍ଦୋଳନ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଅନ୍ତଗର୍ତ ନନ୍ଦପୁର ବ୍ଲକରେ ସାମ୍ନାରେ ଆଜି ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ର…

ପବିତ୍ର ମହାଶିବରାତ୍ରି(ଜାଗର) ରେ ଏହି ସମୟରେ କରନ୍ତୁ ପୂଜା,ପୂରଣ ହେବ ମନସ୍କାମନା

ଶବ୍ଦମିଡ଼ିଆ ବ୍ୟୁରୋ:ଆଗକୁ ଆସୁଛି ପବିତ୍ର ମହାଶିବରାତ୍ରି ଶ୍ରଦ୍ଧାଳୁମାନେ ନିଜର ଭକ୍ତି ନୈବେଦ୍ୟ ଦେବାଦୀ ଦେବ ମହା ଦେବଙ୍କୁ ଅର୍ପଣ କରିବେ।ନିଜର ମନୋବାଞ୍ଚା ପୂରଣ ନିମନ୍ତେ ପ୍ରଭୁ ଶିବଙ୍କ ନିକଟରେ ମନାସିବେ।ଭଗବାନ ଭୋଳାନାଥ ଓ ମାତା ପାର୍ବତୀଙ୍କର ଆରାଧନା କରିବା ପାଇଁ ପାଳନା…

ଆଜିଠୁ ଆରମ୍ଭ ହେବ କୃଷି ଓଡ଼ିଶା ସମ୍ମିଳନୀ,ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶବ୍ଦମିଡ଼ିଆ ବ୍ୟୁରୋ:କୃଷି ଓ କୃଷକ ମାନଙ୍କ ଉଦ୍ଧେଶ୍ୟରେ ଆଜି ଆରମ୍ଭ ହେବାକୁ ଯାଉଛି କୃଷି ଓଡିଶା ସମ୍ମିଳନୀ।ଆଜିଠୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଅନୁଷ୍ଠିତ ହେବ ୩ ଦିନିଆ କୃଷି ଓଡିଶା ସମ୍ମିଳନୀ । ଏହି କୃଷି ମେଳାକୁ…

ମାର୍ଚ୍ଚ ମାସରୁ କଟିବ ଚାଲାଣ,ଶୀଘ୍ର ଲଗାନ୍ତୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ

ଶବ୍ଦମିଡ଼ିଆ ବ୍ୟୁରୋ:ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (ଏଚଆରପିସି) ଲଗାଇବାର ଅବଧି ଷେଷ ହେବା ପରେ ଏବେ ରାଜ୍ୟ ପରିବହନ ପ୍ରାଧିକରଣ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ ୧୧ ଦିନ ଏଚଆରପିସି ଲଗାଇ ନ ଥିବା ୨୬୭୪ ଗାଡି ମାଲିକଙ୍କୁ ଚାଲାଣ ପଠାଯାଇଛି।…

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପୁଲିସ ସହ ମୁହାଁମୁହିଁ,ଜାଣନ୍ତୁ ଏହାର ପୂର୍ବ ରେକର୍ଡ ସମ୍ପର୍କରେ

ଶବ୍ଦମିଡ଼ିଆ ବ୍ୟୁରୋ:ପୁଲିସ ସହିତ ମୁହାଁମୁହିଁ ହେବା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ପାଇଁ କୌଣସି ନୂଆ କଥା ନୁହେଁ। ପୁଲିସ ସହ ବିବାଦ ନେଇ ଜୟ ନାରାୟଣ ମିଶ୍ରଙ୍କ ପୁରୁଣା ଇତିହାସ ରହିଛି। ବୁଧବାର ଘଟଣା ପୂର୍ବରୁ ବି ଜୟ ନାରାୟଣ…

ଭୁବନେଶ୍ୱରରେ ଆୟୋଜିତ ହେବ ଦୁଇ ଦିନିଆ ଷ୍ଟାର୍ସ ସମୀକ୍ଷା ବୈଠକ,ଯୋଗେଦେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର ଆୟୋଜିୟ ହେବ ଷ୍ଟାର୍ସ ସମୀକ୍ଷା ବୈଠକ।ଆଜି ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେବ ଦୁଇ ଦିନିଆ ଷ୍ଟାର୍ସ ସମୀକ୍ଷା ବୈଠକ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଷ୍ଟାର୍ସ ସମୀକ୍ଷା ବୈଠକର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ଓ…

ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଶବ୍ଦମିଡ଼ିଆ ବ୍ୟୁରୋ:ଚନ୍ଦାହାଣ୍ଡି(ଆପ୍ର) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ଗ୍ରାମର ବରିଷ୍ଠ ବ୍ୟବସାୟୀ ନରେନ୍ଦ୍ର ଦାସ ଓରଫ ଟୁକୁନା(୪୦) ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ରୁ ପ୍ରକାଶ ଆଜି ଦିନ ପ୍ରୟ ୧୨.୩୦ମିନିଟ ସମୟରେ ନରେନ୍ଦ୍ର ଦାସ ଙ୍କୁ ପରିବାର ବର୍ଗ…