Sun. Nov 29th, 2026

Tag: #sabdamedia

ପଦ୍ମପୁର ଅଞ୍ଚଳରେ ମହାବଳ ବାଘ ପାଦ ଚିହ୍ନ ଠାବ

ରାୟଗଡ଼ା ଜିଲ୍ଲା ପଦ୍ମପୁର ରାଉତରଙ୍ଗା ଅଞ୍ଚଳରେ ମହାବଳ ବାଘ ପାଦଚିହ୍ନ ଠାବ । ବର୍ତ୍ତମାନ ସୁଦ୍ଧା ମହାବଳ ବାଘକୁ ବନ ବିଭାଗ ଦେଖିନାହିଁ । କିନ୍ତୁ ପାଦଚିହ୍ନ ଠାବ କରି ନଜର ରଖିଛି । ଚନ୍ଦ୍ରପୁର ଓ ଗୁଡାରି ପାର୍‌ କରି…

ଗୋଟିଏ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କର

ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଛିଣ୍ଡୁନି ଅଙ୍କ। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନା ଆଉ କୋଉ ନୂଆ ମୁହଁ ଦେଖିବାକୁ ମିଳିବ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଶାୟୀ ଅଛନ୍ତି ବସୁନ୍ଧରା ରାଜେ । ପୂର୍ବରୁ ବସୁନ୍ଧରାଙ୍କୁ ଦିଲ୍ଲୀ…

ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ-କଶ୍ମୀରରେ ନିର୍ବାଚନ ପାଇଁ ସୁପ୍ରିମ୍‌ ନିର୍ଦ୍ଦେଶ

୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ-କଶ୍ମୀରରେ ନିର୍ବାଚନ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ । ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ କୋର୍ଟ । ବିଧାନସଭା ନିର୍ବାଚନ ସହ ରାଜ୍ୟ ମାନ୍ୟତା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଲଦାଖକୁ କେନ୍ଦ୍ରଶାସିତ…

ସୁପ୍ରିମ କୋର୍ଟଙ୍କ ସୁପ୍ରିମ ରାୟ,୩୭୦ ଧାରା ଉଚ୍ଛେଦ ବୈଧ

ଧାରା ୩୭୦ ଉଚ୍ଛେଦ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କଲେ ସୁପ୍ରିମକୋର୍ଟ। ଜମ୍ମୁ କଶ୍ମୀରରୁ ଏହି ଧାରା ଉଚ୍ଛେଦ କରି କୌଣସି ଭୁଲ୍ କରିନାହାନ୍ତି କେନ୍ଦ୍ର ସରକାର। ଧାରା ଉଚ୍ଛେଦ ସମ୍ପୂର୍ଣ୍ଣ ରୂପେ ବୈଧ ଓ ଆଇନ ସମ୍ମତ କହିଲେ ସୁପ୍ରିମକୋର୍ଟ…

ସରପଞ୍ଚରୁ ମୁଖ୍ୟମନ୍ତ୍ରୀର ଲମ୍ୱା ଯାତ୍ରା

ଛତିଶଗଡ଼ ଗାଦି ସମ୍ଭାଳିବେ ବିଷ୍ଣୁଦେବ ସାଏ। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବେ। ରାୟପୁରରେ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ବିଧାନସଭା ଦଳର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଷ୍ଣୁଦେବ ସାଏଙ୍କ ନାମ ଅନୁମୋଦନ କରାଯାଇଥିଲା।ବିଷ୍ଣୁଦେବ ସାଏ କୁଙ୍କୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ…

ଷଷ୍ଠ ଦିନରେ ମଦ ଭାଟିରେ ଚଢ଼ାଉ,ମିଳୁଛି କେଜି କେଜି ସୁନା

ବଲାଙ୍ଗୀର ଆୟକର ବିଭାଗ ତରଫରୁ ସୁଦପଡା ଦେଶୀ ମଦଭାଟିରେ ରେଡ ଘଟଣା I ଷଷ୍ଠ ଦିନରେ ମଧ୍ୟ ଚଢ଼ାଉ ଜାରି ରହିଛି । ଦିନ ରାତି ଏକ କରି ଖିଅ ଖୋଜୁଛନ୍ତି ଆୟକର ବିଭାଗ ଅଧିକାରୀ । ଗତକାଲି ସୁଦପଡା ମଦଭାଟି…

ଆତ୍ମନିର୍ଭର ଦୁଇ ଏସ୍ ଏସ୍ ଜି ସଦସ୍ୟାଙ୍କୁ ମିଶନ ଶକ୍ତି ମହାସଂଘର ଅଣଦେଖା ଅଭିଯୋଗ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ୱୟଂ ସହାୟିକା ଗୋଷ୍ଠୀର ଦୁଇ ସଭାନେତ୍ରୀ । ବ୍ୟାଙ୍କ ଏବଂ ମିଶନ ଶକ୍ତି ରୁ ଋଣ ନେଇ ସ୍ୱାବଲମ୍ବୀ ହେଲେ । ଏମିତି ଦୁଇ ଜଣ ଚନ୍ଦାହାଣ୍ଡି ସଦରର ମା ତୁଳସୀ ସ୍ୱୟଂ…

ଭିନ୍ନ ଢ଼ଙ୍ଗରେ ଭିନ୍ନକ୍ଷମ ଦିବସ ପାଳିଲେ ଯଶୋଦା ମାଆ

ରବିବାର ନିଳାଦ୍ରୀବିହାର ସ୍ଥିତ ସୀତାନାଥ ନଗରରେ ଯଶୋଦା ମାଆ ଫାଉଣ୍ଡେସନ ଆନୁକୁଲ୍ୟରେ ଭିନ୍ନକ୍ଷମ ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ସଂପର୍କ ଆମ ହୃଦୟର ପରିବାର, ଧରିତ୍ରୀ ମହାରଥା, ପ୍ରକାଶ ରାଉତ, ସଂଯୁକ୍ତା ମହାରଣା ଯଶୋଦା ମାଆ ପରିବାରର ପୁଅ…

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ସମସ୍ତେ…

୩୧୪ଟି ବ୍ଲକରେ ପ୍ରେକ୍ଷାଳୟ ନିର୍ମାଣ କେବେ? ଓଡ଼ିଆ ଚଳଚିତ୍ର ପାଇଁ ସରକାରକୁ ବିଜେପିର ପ୍ରଶ୍ନ

ଭୁବନେଶ୍ୱର : ଓଡ଼ିଆ “ଫିଲ୍ମ ଇଣ୍ଡଷ୍ଟି” ଉପରେ ୨୦ହଜାର ପରିବାର ନିର୍ଭର କରୁଛନ୍ତି । ତେବେ ରାଜ୍ୟ ସରକାର ସେମାନଙ୍କ ପ୍ରତି କୌଣସି ବ୍ୟବସ୍ଥା କରିନାହାନ୍ତି କି ଓଡ଼ିଆ ଫିଲ୍ମର ପ୍ରଚାର ପ୍ରସାର ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । କଳାକାରମାନେ…