Mon. Nov 30th, 2026

Tag: #sabdamedia

ମାର୍ଚ୍ଚ ମାସରୁ କଟିବ ଚାଲାଣ,ଶୀଘ୍ର ଲଗାନ୍ତୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ

ଶବ୍ଦମିଡ଼ିଆ ବ୍ୟୁରୋ:ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (ଏଚଆରପିସି) ଲଗାଇବାର ଅବଧି ଷେଷ ହେବା ପରେ ଏବେ ରାଜ୍ୟ ପରିବହନ ପ୍ରାଧିକରଣ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ ୧୧ ଦିନ ଏଚଆରପିସି ଲଗାଇ ନ ଥିବା ୨୬୭୪ ଗାଡି ମାଲିକଙ୍କୁ ଚାଲାଣ ପଠାଯାଇଛି।…

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପୁଲିସ ସହ ମୁହାଁମୁହିଁ,ଜାଣନ୍ତୁ ଏହାର ପୂର୍ବ ରେକର୍ଡ ସମ୍ପର୍କରେ

ଶବ୍ଦମିଡ଼ିଆ ବ୍ୟୁରୋ:ପୁଲିସ ସହିତ ମୁହାଁମୁହିଁ ହେବା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ପାଇଁ କୌଣସି ନୂଆ କଥା ନୁହେଁ। ପୁଲିସ ସହ ବିବାଦ ନେଇ ଜୟ ନାରାୟଣ ମିଶ୍ରଙ୍କ ପୁରୁଣା ଇତିହାସ ରହିଛି। ବୁଧବାର ଘଟଣା ପୂର୍ବରୁ ବି ଜୟ ନାରାୟଣ…

ଭୁବନେଶ୍ୱରରେ ଆୟୋଜିତ ହେବ ଦୁଇ ଦିନିଆ ଷ୍ଟାର୍ସ ସମୀକ୍ଷା ବୈଠକ,ଯୋଗେଦେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର ଆୟୋଜିୟ ହେବ ଷ୍ଟାର୍ସ ସମୀକ୍ଷା ବୈଠକ।ଆଜି ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେବ ଦୁଇ ଦିନିଆ ଷ୍ଟାର୍ସ ସମୀକ୍ଷା ବୈଠକ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଷ୍ଟାର୍ସ ସମୀକ୍ଷା ବୈଠକର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ଓ…

ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଶବ୍ଦମିଡ଼ିଆ ବ୍ୟୁରୋ:ଚନ୍ଦାହାଣ୍ଡି(ଆପ୍ର) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ଗ୍ରାମର ବରିଷ୍ଠ ବ୍ୟବସାୟୀ ନରେନ୍ଦ୍ର ଦାସ ଓରଫ ଟୁକୁନା(୪୦) ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ରୁ ପ୍ରକାଶ ଆଜି ଦିନ ପ୍ରୟ ୧୨.୩୦ମିନିଟ ସମୟରେ ନରେନ୍ଦ୍ର ଦାସ ଙ୍କୁ ପରିବାର ବର୍ଗ…

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କଲେଜ ଅଫ ବେସିକ ସାଇନ୍ସ ଆଣ୍ଡ ହ୍ୟୁମାନିଟିଜ ପରିସରରେ ୫୭ ତମ କଲେଜସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଶବ୍ଦମିଡିଆ ବ୍ୟୁରୋ:ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵିଦ୍ୟାଳୟ ର କଲେଜ୍ ଅଫ୍ ବେସିକ୍ ସାଇନ୍ସ୍ ଆଣ୍ଡ୍ ହ୍ୟୁମାନିଟିଜ୍ ପରିସରରେ ବିଜ୍ଞାନ ଶିକ୍ଷା ର ଗୁରୁତ୍ୱ ଉପଲବ୍ଧି କରି ତଥା ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଚିନ୍ତାଧାରା ର ଅଭିବୃଦ୍ଧି କୁ ଦୃଷ୍ଟି ରେ ରଖି…

କେନ୍ଦ୍ର ସରକାରଙ୍କ ଗରୀବ ମାଗଣା ଚାଉଳ ବଣ୍ଟନକୁ ନେଇ ବିଜେଡି ଦଳ ତରଫରୁ ବାଣପୁର ବ୍ଲକ ସମ୍ମୁଖରେ ଧାରଣା

ଶବ୍ଦମିଡ଼ିଆ ବ୍ୟୁରୋ:କେନ୍ଦ୍ର ସରକାର ଓଡିଶାର ଗରୀବ ଜନସାଧାରଣଙ୍କ ୫କେ.ଜି ଚାଉଳକୁ ବନ୍ଦ କରିବାକୁ ଆରମ୍ଭ କରିଥିବା ପ୍ରୟାସକୁ ବିଜୁଜନତା ଦଳ ସାରା ରାଜ୍ୟରେ ପ୍ରତେକ ବ୍ଲକରେ ଗଣ ଧାରଣା କରିବାର ଯୋଜନା କରୁଥିବା ସମୟରେ କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ଇସ୍ୟୁକରିବା…

୨୦୨୩-୨୪ ବଜେଟ ଅଧିବେଶନ,୨୦ ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ

ଶବ୍ଦମିଡ଼ିଆ ବ୍ୟୁରୋ:ଆସନ୍ତା ବିଧାନସଭା ବଜେଟ୍ ଅଧିବେଶନ ପାଇଁ ଫେବୃଆରୀ ୨୦ରେ ବସିବା ପାଇଁ ଯାଉଛି ସର୍ବଦଳୀୟ ବୈଠକ ।୨୦୨୩-୨୪ ବଜେଟ ଅଧିବେଶନକୁ ସୁରୁଖୁରରେ ଶେଷ କରିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆଖୁରଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ୨୦ ତାରିଖ…

ଓଡ଼ିଶା ପୋଲିସ ଡିଜିଙ୍କ ସୂଚନା: ଏଣିକି ସମସ୍ତ ପୋଲିସଙ୍କୁ ଫିଟ ରହିବାକୁ ନିର୍ଦ୍ଧେଶ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ପୋଲିସ ଡିଜିଙ୍କ ଓଡିଶା ପୋଲିସ କର୍ମଚାରୀଙ୍କ ପାଇଁ ଏକ ବଡ଼ ସୂଚନା ଦେଇଛନ୍ତି।ପୋଲିସ ବାବୁଙ୍କୁ ଫିଟ୍‌ ରହିବାକୁ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ପୋଲିସ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛି ଓଡିଶା ପୋଲିସ । ଡିଜି କ୍ୟାମ୍ପ…

କ୍ରାଇମ ବ୍ରାଞ୍ଚର ସୂଚନା:ଅଭିଯୁକ୍ତ ଗୋପାଳ ଦାସ ନେଇ ନଥିଲେ ପଦୋନ୍ନତି

ଶବ୍ଦମିଡ଼ିଆ ବ୍ୟୁରୋ:ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ବହିଷ୍କୃତ ପୁଲିସ ଏଏସ୍ଆଇ ଗୋପାଳ ଦାସ କିଛି ମାସ ତଳେ ସବ୍-ଇନ୍ସପେକ୍ଟର ବା ଏସଆଇ ପାହ୍ୟାକୁ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥିଲେ। ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ…

ଆଜି ଓଡ଼ିଶା ଆସୁଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ପ୍ରଜ୍ଞାନ ଓଝା

ଶବ୍ଦମିଡ଼ିଆ ବ୍ୟୁରୋ:ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ଏବଂ ପ୍ରଜ୍ଞାନ ଓଝା ଆଜି କଟକ ଆସିବେ। ଗୁରୁଡିଝାଟିଆର କପୁରସିଂହ ଖେଳ ପଡ଼ିଆରେ ଏମଜିଏମ ସ୍କୁଲ ଅଫ ସ୍ପୋଟର୍‌ସ ଆଣ୍ଡ ସେର ଅଫ ଏକ୍ସିଲେନ୍ସ ଫର କ୍ରିକେଟ ଏକାଡେମୀ ଉଦ୍‌ଘାଟିତ ହେବ। ରାଇନା…