Thu. Oct 15th, 2026

Tag: #travelstory

ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ପାଳିବା ବଡ଼ ଦେଉଳ

ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି ବା ନିଳାଦ୍ରୀ ମହୋଦୟାଷ୍ଟମୀ । ଆଜି ହେଉଛି ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଅଟେ। ଏହି ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମନ୍ଦିରରେ ପ୍ରତିଷ୍ଠା ହୋଇଥିଲେ ଏବଂ ଶ୍ରୀ ବିଗ୍ରହ ମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମ ଲୋକ…

ଚାଲିଛି ରଥ ନିର୍ମାଣ କାର୍ଯ୍ୟ; କେମିତି ହୁଏ ଏହି ପ୍ରକ୍ରିୟା?

ଅକ୍ଷୟ ତୃତୀୟାରେ ଅନୁକୂଳ ପରେ ଶ୍ରୀନହର ସମୁଖ ରଥ ଖଳାରେ ଆରମ୍ଭ ହୋଇ ସାରିଛି ରଥ ନିର୍ମାଣ କାର୍ଯ୍ୟ। ପ୍ରଥମେ ରଥର ଚକ କାର୍ଯ୍ଯ ଆରମ୍ଭ ହେଇଛି। ପ୍ରଥମ ପର୍ଯ୍ୟାୟରେ ଚକ ପ୍ରସ୍ତୁତି ନିମନ୍ତେ ତୁମ୍ବ ନିର୍ମାଣ ଚାଲିଛି। ଏହି କାର୍ଯ୍ୟ…

ପୁରୀ ଧର୍ମଶାଳାରେ ନିଆଁ

ପୁରୀରେ ଅଗ୍ନିକାଣ୍ଡ। ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ। ଧର୍ମଶାଳାର ରୋଷେଇ ଘରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡରରେ ଲାଗିଥିଲା ନିଆଁ। ସେଠାରେ ରହଣି ପାଇଁ ଆସିଥିବା ଭକ୍ତମାନେ ରୋଷେଇ କରୁଥିବା ସମୟରେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଥିଲା। ନିଆଁ ଭୟରେ ପର୍ଯ୍ୟଟକମାନେ…

ବିଦେଶରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ବ୍ରିଟେନରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର । ଏଥିପାଇଁ ୟୁକେ ଚାରିଟି ପକ୍ଷରୁ ପାଣ୍ଠି ସଂଗ୍ରହ କରାଯାଉଛି । ଏହି ନିକଟରେ ଚାରିଟିକୁ ମିଳିଛି ୨୫୦ କୋଟି ଟଙ୍କାର ଦାନ । ଭାରତ ବାହାରେ ପ୍ରଥମ ଥର ପାଇଁ ମନ୍ଦିର ନିର୍ମାଣ…

ରାଜ୍ୟରେ ୫୦୦ ଟପିଲା ଦୈନିକ ସଂକ୍ରମଣ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ୫୦୦ ଟପିଛି I ମୋଟ ୬୬୧୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥରୁ ୫୦୨ଟି ପଜିଟିଭ ଆସିଛି। ପରୀକ୍ଷଣ ପଜିଟିଭିଟି ହାର ୭ .୫ % କୁ ବୃଦ୍ଧି ପାଇଥିବାବେଳେ ଓଡିଶାରେ…

କ’ଣ ରହିଛି ଚନ୍ଦନଯାତ୍ରାର ମହତ୍ତ୍ଵ?

ଚନ୍ଦନଯାତ୍ରା ହେଉଛି ଶ୍ରୀମନ୍ଦିରରେ ସବୁଠାରୁ ଅଧିକ ଦିନ ଧରି ପାଳିତ ହେଉଥିବା ପର୍ବ। ପ୍ରଭୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରୁ ମୁକ୍ତି ପାଇବା ପାଇଁ ଏହି ଯାତ୍ରା କରିଥାନ୍ତି, ଯାହା ମୋଟ ୪୨ ଦିନ ଧରି ପାଳିତ ହୋଇଥାଏ। ଏହା ଦୁଇଟି…

ଓଡ଼ିଶାରେ ପୁଣି ଭୟ ଜାଗ୍ରତ କରୁଛି କରୋନା

ରାଜ୍ୟବାସୀଙ୍କ ମନରେ ପୁଣି ଭୟ ଜାତ ହୋଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଯେଉଁ ମାତ୍ରାରେ ବଢ଼ୁଛି ତାହା ଆଗକୁ ସ୍ଥିତି କଣ ହେବ ତାହା ଏବେ ଭୟ ସୃଷ୍ଟି କରୁଛି। କାରଣ ରାଜ୍ୟରେ ୫୦୦ ପାର କଲା ଦୈନିକ ସଂକ୍ରମଣ ।…

ବର୍ଷା ଆସିବ ତାତି କମିବ!

ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ତାପମାତ୍ରା କମିବ। ଆସନ୍ତା ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି। ପାଣିପାଗ…

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରୀ ଜାରି; ବଢ଼ିପାରେ ସ୍କୁଲ ଛୁଟି

ଅବଧିରାଜ୍ୟରେ ୧୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଛୁଟି କରାଯାଇଛି ସମସ୍ତ ସ୍କୁଲ । ତେବେ ଆଗକୁ ଏଭଳି ଖରା ହେଲେ ଏପ୍ରିଲ ୧୬ ପରେ…

ଗାଁ ରେ ବ୍ୟାପୁଛି ମିଳିମିଳା ହାଡଫୁଟି; ଦେଶୀ ଉପଚାର ଉପରେ ନିର୍ଭର ରୋଗୀ

ଗଜପତି ଜିଲ୍ଲା ମୋହନା ବ୍ଳକ ପାହାଡିଆ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଯୁବ ଗ୍ରାମପଞ୍ଚାୟତର ଡୁଣ୍ଡ୍ରୁମ ଗ୍ରାମରେ ହାଡଫୁଟି ଓ ମିଳିମିଳା ଆକ୍ରାନ୍ତ ଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ଗ୍ରାମରେ ୧୩୦ଟି କୁଇ କନ୍ଧ ସମ୍ପ୍ରଦାୟର…