Mon. Nov 30th, 2026

Tag: #sabdamedia

ଭାରତରେ ୩ୟ ଧନୀ ତାଲିକାରେ ଥିଲେ ଆଦାନୀ,ବର୍ତ୍ତମାନ ୩୦ ନମ୍ବର ସ୍ଥାନରେ

ଶବ୍ଦମିଡ଼ିଆ ବ୍ୟୁରୋ:ଆଦାନୀ ଗ୍ରୁପ କହିଲେ ଗୌତମ ଆଦାନୀ ଚେହେରା ପ୍ରଥମେ ମୁହଁ ଆଗକୁ ଚାଲି ଆସେ। ଭାରତର ଏହି ବିଶିଷ୍ଠ ବ୍ୟବସାୟୀ ନିଜର ଚେଷ୍ଟା ଉଦ୍ୟମ ବଳରେ ଏକ ସାଧାରଣ କର୍ମଚାରୀରୁ କ୍ୟାରିଅର ଆରମ୍ଭ କରି ଆଜି ଏହି ବିଶାଳ ବ୍ୟବସାୟିକ…

ଆଜି ମୁମ୍ବାଇରେ ଆୟୋଜିତ ଓଡିଶା ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୁମ୍ବଇ ଯାଉଛନ୍ତି । ଓଡ଼ିଶା ନିବେଶକ ସମ୍ମିଳନୀ ଓ ସ୍ପୋର୍ଟସ ଷ୍ଟାର୍ ଏସେସ୍ ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେବେ ବୋଲି ଜଣାପଡ଼ିଛି ।…

ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପ : ଦକ୍ଷିଣଆଫ୍ରିକାକୁ ହରାଇ ବିଶ୍ୱବିଜେତା ହେଲା ଅଷ୍ଟ୍ରେଲିଆ

ଶବ୍ଦମିଡ଼ିଆ ବ୍ୟୁରୋ: ଅଷ୍ଟ୍ରେଲିଆ ମହିଳା ଟି-ଟ୍ୱେଂଟି ବିଶ୍ୱକପ ବିଜୟୀ ହୋଇଛି । ଦକ୍ଷିଣ ଆଫ୍ରିକାର କ୍ୟାପଟାଉନରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇଛି । ଅଷ୍ଟ୍ରେଲିଆ ବିଜୟରେ ବେଥ ମୁନି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।…

ଭୋଟ୍ ଦେଉଛି ମେଘାଳୟ, ନାଗାଲାଣ୍ଡ

ଶବ୍ଦମିଡ଼ିଆ ବ୍ୟୁରୋ: ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଉଭୟ ରାଜ୍ୟକୁ ମିଶାଇ ମୋଟ ୧୧୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ଚାଲିଛି । ମେଘାଳୟର ୫୯ ଟି ସିଟ୍ ଏବଂ ନାଗାଲାଣ୍ଡରେ…

ସୁରେଶ ମହାପାତ୍ର OERC ଚେୟାରମ୍ୟାନ୍ ନିଯୁକ୍ତ

ଶବ୍ଦମିଡ଼ିଆ ବ୍ୟୁରୋ: ସୁରେଶ ମହାପାତ୍ର ହେବେ OERC ଚେୟାରମ୍ୟାନ୍ । ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ସୁରେଶ ମହାପାତ୍ର ଏବେ ଓଡ଼ିଶା ମୁଖ୍ୟ ଶାସନ…

ଗୁଳିମାଡ଼ରେ ଢାବା ମାଲିକ ମୃତ

ଶବ୍ଦମିଡ଼ିଆ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ମାଲଦା ଗ୍ରାମର ସରକାରୀ ଧର୍ମକଣ୍ଟା ନିକଟରେ ଥିବା ଏକ ଢାବାର ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳିମାଡ଼ରେ ତାଙ୍କର ଜଣେ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ରମେଶ…

ବାଲେଶ୍ୱରରେ ସ୍ୱାମୀର ଏସ୍‌ଡ ମାଡ଼ରେ ସ୍ତ୍ରୀ ମୃତ

ଶବ୍ଦମିଡ଼ିଆ ବ୍ୟୁରୋ: ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରାରେ ସ୍ତ୍ରୀ ସମେତ ୪ ଜଣଙ୍କୁ ସ୍ୱାମୀର ଏସିଡ୍ ମାଡ଼ ଘଟଣାରେ ସ୍ତ୍ରୀ ମୃତ । କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଛି। ଗତ ୨୦ରେ ଏହି ଏସ୍‌ଡ ମାଡ଼ ଘଟଣା…

ଅବସର ପ୍ରାପ୍ତ ଅଙ୍ଗନବାଡ଼ି କର୍ମୀ ଦାୟିତ୍ୱ ନଦେବାରୁ ହଇରାଣ ରେ ନୂତନ ଅଙ୍ଗନବାଡି କର୍ମୀ

ଶବ୍ଦମିଡ଼ିଆ ବ୍ୟୁରୋ:ଚନ୍ଦାହାଣ୍ଡି 26/2(ଆ ପ୍ର )–ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ଅଧିନ କୋନ୍ଧିଓଡା ଅଙ୍ଗନବଡି କେନ୍ଦ୍ର ର ଅଵସର ପ୍ରାପ୍ତ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ରତ୍ନା ଖରସେଲ କେନ୍ଦ୍ର ର କୌଣସି ଆସବାପତ୍ର, ଖେଳନାସାମଗ୍ରୀ, ଓଜନ ଯନ୍ତ୍ର, ନୂତନ ଭାବରେ…

ମାର୍ଚ୍ଚ ୧ ରେ ମୁଖ୍ୟ ଶାସନ ସଚିବ ଦାଇତ୍ୱ ଗ୍ରହଣ କରିବେ ବରିଷ୍ଠ ଆଇଏସ ପ୍ରଦୀପ ଜେନା

ଶବ୍ଦମିଡ଼ିଆ ବ୍ୟୁରୋ:ମୁଖ୍ୟ ଶାସନ ସଚିବ ଦାଇତ୍ୱ ଗ୍ରହଣ କରିବେ ବରିଷ୍ଠ ଆଇଏସ ଅଧିକାରୀ ପ୍ରଦୀପ କୁମାର ଜେନା।ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏବେ ମୁଖ୍ୟ ଶାସନ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ…

ସରିଲା ବହୁ ଚର୍ଚ୍ଚିତ ବିବାହ,ପ୍ରିୟଙ୍କାଙ୍କୁ ଜୀବନସାଥୀ କଲେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର

ଶବ୍ଦମିଡ଼ିଆ ବ୍ୟୁରୋ:ଚର୍ଚ୍ଚା ହେଉଥିବା କଥା ସତ ପ୍ରମାଣିତ ହୋଇଛି।୫୪ ବର୍ଷ ବୟସରେ ଜୁନାଗଡ଼ ବିଧାୟକ ମନ୍ତ୍ରୀ କ୍ୟାପେଟନ ଦିବ୍ୟ ସଙ୍କର ମିଶ୍ର ଦ୍ଵିତୀୟ ବିବାହ କରିଛନ୍ତି।ନିଜ ନିର୍ବାଚନ ମଣ୍ଡଳୀସ୍ଥିତ ଦେକୋଟ ଗ୍ରାମର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କାଙ୍କ ହାତ ଧରିଛନ୍ତି ଦିବ୍ୟଶଙ୍କର।…