ୟୁ ଟ୍ୟୁବର ସିଇଓ ପଦବୀରେ ଭାରତୀୟ ନିଲ ମୋହନ
ଶବ୍ଦମିଡ଼ିଆ ବ୍ୟୁରୋ:ୟୁଟ୍ୟୁବ୍ ସିଇଓ ସୁସାନ ୱୋଜିକ୍କି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ତାଙ୍କ ସ୍ଥାନ ଭାରତୀୟ ମୂଳ ଆମେରିକୀୟ ନିଲ ମୋହନ ନେବେ ବୋଲି ଜଣାପଡିଛି। ଗ୍ଲୋରିଫାଏଡ ଟେକ୍ନିକାଲ ସପୋର୍ଟରୁ ନିଲଙ୍କ କ୍ୟାରିଅର୍ ଆରମ୍ଭ ହୋଇଥିଲା। ଏଠାରେ ସେ ୬୦,୦୦୦…