ଜଳିଗଲା ରଡ୍ ବୋଝେଇ ମିନି ଟ୍ରକ୍
ହୁତୁହୁତୁ ହୋଇ ରାସ୍ତାରେ ଜଳିଗଲା ରଡ୍ ବୋଝେଇ ମିନି ଟ୍ରକ୍। ଚମ୍ପୁଆରେ ଘଟିଛି ଏଭଳି ଅଘଟଣ। NH-୫୨୦ର ବାସୁଦେବପୁର ନିକଟରେ ଜଳିଗଲା। ତେବେ ଅଘଟଣର କାରଣ ଜଣା ପଡ଼ିନାହିଁ। ଡ୍ରାଇଭର ସୁରକ୍ଷିତ ଥିବା ସୂଚନା ମିଳିଛି।
ହୁତୁହୁତୁ ହୋଇ ରାସ୍ତାରେ ଜଳିଗଲା ରଡ୍ ବୋଝେଇ ମିନି ଟ୍ରକ୍। ଚମ୍ପୁଆରେ ଘଟିଛି ଏଭଳି ଅଘଟଣ। NH-୫୨୦ର ବାସୁଦେବପୁର ନିକଟରେ ଜଳିଗଲା। ତେବେ ଅଘଟଣର କାରଣ ଜଣା ପଡ଼ିନାହିଁ। ଡ୍ରାଇଭର ସୁରକ୍ଷିତ ଥିବା ସୂଚନା ମିଳିଛି।
ପୁରୀ ଜିଲ୍ଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ ସଚେତନତା ଶୋଭାଯାତ୍ରାକୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିଲେ। ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ଶ୍ରୀଗୁଣ୍ଡିଚା ମନ୍ଦିର…
ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ତେବେ ଏହାକୁ କିଭଳି ସୁରୁଖୁରରେ ଆୟୋଜନ କରିହେବ ସେଥିପାଇଁ ଆସନ୍ତା ୧୩ ତାରିଖରେ ତୃତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସରେ ଏହି ବୈଠକର ଅଧ୍ୟକ୍ଷତା…
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥ ର କୃଷି ବିଜ୍ଞାନକେନ୍ଦ୍ର ନିକଟରେ ଦୁର୍ଘଟଣା ଗ୍ରସ୍ତ ହେଲା ବରକନ୍ୟା ଙ୍କୁ ନେଇ ଫେରୁଥିବା ଗାଡ଼ି । ଗାଡ଼ି ଟି ବଲାଙ୍ଗିର ପଟୁ ଆସୁଥିବା ବେଳେ କୃଷିବିଜ୍ଞାନ୍ କେନ୍ଦ୍ର ନିକଟରେ ଭାରସାମ୍ୟ…
ଆଗକୁ ଦୁଇ ଦିନ ଏଭଳି ପ୍ରଚଣ୍ଡ ତାତି ସମସ୍ତଙ୍କୁ କଲବଲ କରିବ । ଭୟଙ୍କର ଗ୍ରୀଷ୍ମ ଲହରୀ ବହିବ ।ଏଭଳି ଭୟଙ୍କର ତାତିକୁ ଆଖିରେ ରଖି ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ଚିନ୍ତାପ୍ରକଟ କରିଛନ୍ତି । ଆବଶ୍ୟକ…
https://twitter.com/narendramodi/status/1667754228314685441?t=Uu7LWOQ9eCh4386wGkFeJQ&s=19 ଭାରତ ଖାଦ୍ୟପେୟ ସବୁବେଳେ ସ୍ଵତନ୍ତ୍ର। ବିଭିନ୍ନ ପ୍ରକାର ବ୍ୟଞ୍ଜନର ଲାଭ ଉଠାଉଥିବା ଲୋକଙ୍କ ପାଇଁ ଭାରତ ଏକ ଆକର୍ଷକ ସ୍ଥାନ। ଏହାରି ଭିତରେ ଭାରତରେ ଜାପାନର ରାଷ୍ଟ୍ରଦୂତ ହିରୋସି ସୁଜୁକି ନିଜ ପତ୍ନୀଙ୍କ ସହ ଖାଦ୍ୟପେୟର ମଜା ଉଠାଉଥିବା ଦେଖିବାକୁ…
ରାଜଧାନୀ ଦିଲ୍ଲୀରେ ଅନେକ ପୋଖରୀ ଏବଂ ହ୍ରଦ ଅଛି, କିନ୍ତୁ ସରକାରଙ୍କ ସଠିକ୍ ରକ୍ଷଣାବେକ୍ଷଣ ଏବଂ ଧ୍ୟାନ ଅଭାବରୁ ଶୁଖି ଯାଇଛି। ଅନେକ ଅଳିଆ ଘର ପାଲଟିଛନ୍ତି। ଲୋକମାନେ ଏଥିରେ ଅଳିଆ ଫିଙ୍ଗିବା ଆରମ୍ଭ କଲେ, ଯେଉଁ କାରଣରୁ ପୋଖରୀର ଜଳ…
ଉଦ୍ୟମିତା ମାଧ୍ୟମରେ ଯୁବକ କିପରି ସ୍ୱାବଲମ୍ବୀ ହେବେ ଏବଂ ଭାରତ କିପରି ଆତ୍ମ ନିର୍ଭର ହେବ ତାକୁ ନେଇ ଏକ ଆଲୋଚନା ଚକ୍ର ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟବକ୍ତା ଭାବରେ ପୁରୀ ମ୍ୟୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ…
କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅନ୍ତର୍ଗତ ବାଡେଲ ଗାଁ ନିକଟରେ ୫୧୬ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି। ସେଠାରେ ଥିବା ୨୧ଟି ଜରି ବ୍ୟାଗରେ ୫୧୬ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେଦୁହେଁ…
ବାହାନଗା ରେଳ ଦୁର୍ଘଟଣା ପରେ ପୁରୀ ରେଳଷ୍ଟେସନରେ ରେଳ ପୂଜା। ଶ୍ରୀଜଗନ୍ନାଥ ସେନା ପକ୍ଷରୁ କରାଯାଇଛି ରେଳ ପୂଜା। ପୁରୀ ରେଳଷ୍ଟେସନ ୭ ନଂ ପ୍ଲାଟ ଫର୍ମରେ ଥିବା ପୁରୀ-ଆନନ୍ଦ ଟର୍ମିନାଲ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନକୁ ଶ୍ରୀଫଳ, ଫୁଲ, ଫଳ, ଧୂପ…