Thu. Oct 15th, 2026

ହୁତୁହୁତୁ ହୋଇ ରାସ୍ତାରେ ଜଳିଗଲା ରଡ୍‌ ବୋଝେଇ ମିନି ଟ୍ରକ୍‌। ଚମ୍ପୁଆରେ ଘଟିଛି ଏଭଳି ଅଘଟଣ। NH-୫୨୦ର ବାସୁଦେବପୁର ନିକଟରେ ଜଳିଗଲା। ତେବେ ଅଘଟଣର କାରଣ ଜଣା ପଡ଼ିନାହିଁ। ଡ୍ରାଇଭର ସୁରକ୍ଷିତ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *