ଗୌତମ ଆଦାନୀ ସମୟ ପୂର୍ବରୁ ଫେରାଇଲେ ୮,୩୦୦ କୋଟି । ଜାରି କରାଗଲା ବିସ୍ତୃତ ତଥ୍ୟ।
ଶବ୍ଦ ଓଡିଶା ବ୍ୟୁରୋ: ଆଦାନୀ ଗ୍ରୁପର ସେୟାର ହ୍ରାସ ମଧ୍ୟରେ ପ୍ରମୋଟରଙ୍କ ବନ୍ଧକ ଥିବା ଅଂଶଧନ ବିରୋଧରେ ନିଆଯାଇଥିବା ୧.୧୧ ବିଲିୟନ ଡଲାରର ଋଣ ପରିଶୋଧ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ସେପ୍ଟେମ୍ବରରେ ଏହାର ସମୟ ସୀମା ଶେଷ ହେଉଥିଲା…