Mon. Nov 30th, 2026

Tag: #sabdamedia

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ତଦନ୍ତକୁ ଆଗକୁ ବଢିବାକୁ ଦେଉ ନାହାନ୍ତି ଦୁଇ ଅଣଓଡ଼ିଆ ଅଫିସର:ବିଜୟ ମହାପାତ୍ର

ଶବ୍ଦମିଡ଼ିଆ ବ୍ୟୁରୋ:ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ରାଜ୍ୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ଘଟଣା।ଏଭଳି ଘଟଣା ଓଡିଶା ରାଜନୀତିରେ କେବେ ଘଟିନଥିଲା।ଏହା ମଧ୍ୟରେ ହତ୍ୟାକାଣ୍ଡକୁ ଦେଢ଼ ମାସ ପୁରୀ ସାରିଲାଣି ହେଲେ ହତ୍ୟାକାଣ୍ଡର ପରଦାଫାସ ହୋଇପାରୁନାହିଁ।ଗୋଟିଏ ପଟେ ରାଜ୍ୟ ସରକାର…

ଆଜି ଓସଡମାକୁ ମିଳିବ ସୁବାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁବାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରଷ୍କାର-୨୦୨୩ ପ୍ରଦାନ କରିବେ।ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ମଞ୍ଚ (ଏନ୍‌ପିଡିଆର୍‌ଆର୍‌) କାର୍ଯ୍ୟକ୍ରମର ତୃତୀୟ ଅଧିବେଶନ ଉଦ୍‌ଘାଟନ ଅବସରରେ ଏହି ପୁରସ୍କାର ପ୍ରଦାନ…

ପୁରୀ ମରିଚିକୋଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ ଲାଗିବା ଘଟଣା,୩୬ ଘଣ୍ଟାପରେ ଲିଭିଲା ନିଆଁ,ସୂଚନା ଦେଲେ ଅଗ୍ନିଶମ କର୍ମଚାରୀ

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀ ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ୮ ତାରିଖ ସାନ୍ଧ୍ୟ ୮ ଟା ସମୟରେ ସର୍ଟସକ୍ରିଟ କାରଣରୁ ନିଆଁ ଲାଗିଯାଇଥିଲା।ଆଜି ୩୬ ଘଣ୍ଟା ପରେ ନିଆଁ ଲିଭିଛି।ନିଆଁ ଲିଭିଛି ସତ କିନ୍ତୁ ପୋଡି ନଷ୍ଟ ହୋଇଯାଇଛି ଲକ୍ଷ୍ୟ…

ଜମ୍ମୁ-କଶ୍ମୀରର ଡୋଡାରେ ଶହେ ଫୁଟ ଉଛରେ ତ୍ରିରଙ୍ଗା ଉତ୍ତୋଳନ କଲେ ଜବାନ

ଶବ୍ଦମିଡିଆ ବ୍ୟୁରୋ: ଜ ମ୍ମୁ-କଶ୍ମୀରର ପାର୍ବତ୍ୟ ଡୋଡା ଜିଲାରେ ଗୁରୁବାର ଭାରତୀୟ ସେନା ଶହେ ଫୁଟ ଉଚ୍ଚରେ ଜାତୀୟ ପତାକା ଉତ୍ତୋଳନ କରିଛି। ଏହି ଉଦ୍ୟମକୁ ଦେଶ ପାଇଁ ଜୀବନ ଦେଇଥିବା ଅଗଣିତ ସେନ୍ୟଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ଜଣେ ବରିଷ୍ଠ…

ଓଡ଼ିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଶବ୍ଦମିଡ଼ିଆ ବ୍ୟୁରୋ: ପୁରୀ ଜିଲ୍ଲା ସ୍ତରୀୟ ୮୮ ତମ ଓଡିଶା ଦିବସ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓଡିଶା ଦିବସ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ର…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଟିକା ସଂରକ୍ଷଣ ଭଣ୍ଡାର ଏବଂ ରକ୍ତ ଭଣ୍ଡାର ସଂରକ୍ଷଣ କେନ୍ଦ୍ର ଲୋକାର୍ପିତ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଟିକା ସଂରକ୍ଷଣ ଭଣ୍ଡାର ସହ ରକ୍ତ ଭଣ୍ଡାର ସଂରକ୍ଷଣ କେନ୍ଦ୍ର ଲୋକାର୍ପିତ କରିଛନ୍ତି।୪ଟି ଜିଲ୍ଲାରେ ୫ଟି ରକ୍ତ ସଂଗ୍ରହ ଯାନ ଲୋକାର୍ପିତ ହୋଇଛି । ସେହିପରି ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ…

ସିସୋଦିଆଙ୍କ ଗିରଫରେ ବିଜେପିକୁ ଟାର୍ଗେଟ କଲେ କେଜିରୱାଲ,କହିଲେ କୌଶଳ କରି ସିସୋଦିଆଙ୍କୁ କରାଯାଇଇଛି ଗିରଫ

ଶବ୍ଦମିଡ଼ିଆ ବ୍ୟୁରୋ:ଆପ ନେତା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ ପରେ ଆଜି ପୁଣି ମୁହଁ ଖୋଲିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ।ଦିଲ୍ଲୀର ଅବକାରୀ ନୀତି ମାମଲା ତଥା କଥିତ ଅନିୟମିତତା ସହ ଜଡ଼ିତ…

ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ,ପୁଣି ଗୃହରେ ହୋଇପାରେ ହଟଗୋଳ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ।ପ୍ରଥମ ସଂକ୍ସରଣରେ ରାଜ୍ୟ ଆର୍ଥିକ ବଜେଟ ଆଗତ ହୋଇଥିଲା।ହେଲେ ଉଭୟ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିବା ସହ ଗୃହ ସଠିକ…

ଦିଲ୍ଲୀ ଛତରପୁରେ ଚାଲୁଥିବା କାରରେ ଲାଗିଗଲା ନିଆଁ, କାରରୁ ଡେଇଁ ନିଜ ଜୀବନ ବଞ୍ଚାଇଲେ ଡ୍ରାଇଭର

ଶବ୍ଦମିଡ଼ିଆ ବ୍ୟୁରୋ:ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତ ଛତରପୁର ଠାରେ ଏକ ଆଶ୍ଚର୍ଯ୍ୟ ଚକିତ ଘଟଣା ଘଟିଯାଇଛି।ଆଜି ଛତରପୁର ମୁଖ୍ୟ ରାସ୍ତାରେ ଚାଲୁଥିବା ଏକ ଦାମୀ ଅଡ଼ି କାରରେ ହଟାତ ନିଆଁ ଲାଗିଯାଇଥିଲା ରାସ୍ତା ମଝିରେ ଏହା ହୁତ ହୁତ ହୋଇ ଜଳିଥିଲା।ସୂଚନା…

ପୁରୀ ମରଚିକୋଟ ଛକ ଅଗ୍ନିକାଣ୍ଡ ଘଟଣା,ସମ୍ରାଟ ହୋଟଲରେ ଏପର୍ଯ୍ୟନ୍ତ ଲିଭିନି ନିଆଁ

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀ : – ପୁରୀ ବଡଦାଣ୍ଡ ମରଚିକୋଟ ଛକରେ ଲକ୍ଷ୍ମୀ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା ସମ୍ରାଟ ହୋଟେଲରେ ଲାଗିଥିବା ନିଆଁ ଏବେ ମଧ୍ୟ ଲିଭିନି । ନାକେଦମ୍‌ ହେଲେଣି ଅଗ୍ନିଶମ କର୍ମଚାରୀ । ପୁରୀରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି…