ନବୀକରଣ ହେବ ପଠାଣିସାମନ୍ତ ପ୍ଲାନେଟୋରିୟମ,ଯୋଡି ହେବ ନୂତନ ଜ୍ଞାନକୌଶଳ
ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟର ସର୍ବପୁରାତନ ପ୍ଲାନେଟୋରିୟମ ପଠାଣିସାମନ୍ତ ପ୍ଲାନେଟୋରିୟମ।ପଠାଣି ସାମନ୍ତଙ୍କ କୀର୍ତିରାଜି ଏବଂ ତାଙ୍କର ସମସ୍ତ ଗବେଷଣାର ଚିତ୍ର ଏହିଠାରେ ଦେଖିବାକୁ ମିଳିଥାଏ।ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ହେବ ନବକଳେବର । ଯୋଡି଼ ହେବ ନୂଆ ଜ୍ଞାନକୌଶଳ ।…