Thu. Oct 15th, 2026

Month: November 2023

ସୁରକ୍ଷିତ ଭାବେ ଦୀପାବଳୀ ପାଳନ କରିବା ନିମନ୍ତେ କିଶୋର କିଶୋରୀମାନଙ୍କ ଶପଥ ଗ୍ରହଣ

ରାୟଗଡା – ଗତ ଶନିବାର ଦିନ ଅଦ୍ବିକା ବୈଠକରେ ନିରାପଦ ଓ ସୁରକ୍ଷିତ ଭାବେ ଦୀପାବଳୀ ପାଳନ କରିବା ପାଇଁ ସମସ୍ତ କିଶୋର କିଶୋରୀ ମାନଙ୍କୁ ବୁଝାଇବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ୨୦୬୩ଟି ଅଙ୍ଗନବାଡି କେନ୍ଦ୍ର ସ୍ତରରେ କିଶୋର କିଶୋରୀ ମାନଙ୍କୁ…

ଦିଲ୍ଲୀ ପ୍ରଦୂଷଣ,ତୁରନ୍ତ ସମାଧାନ ପାଇଁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ

ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଏବେ ବିଷ ବଳୟ ମଧ୍ୟରେ । ଚାରିଆଡ଼େ ଧୂଆଁ ଧୂଆଁ ପରିସ୍ଥିତି । ଦିଲ୍ଲୀର ବାୟୁ ଗୁଣାବତ୍ତା ଚିନ୍ତାଜନକ ସ୍ତରରେ ପହଞ୍ଚିଥିବା ବେଳେ ଏହି ମାମଲା ଉପରେ ଶୁଣାଣି କରି ଦିଲ୍ଲୀ ସରକାରଙ୍କୁ ତୁରନ୍ତ ସମାଧାନ କରିବାକୁ…

ଜାତୀୟ ରାଜପଥ ପାର୍ଶ୍ଵରେ ପରବ ଉତ୍ସବକୁ ନେଇ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା

କୋରାପୁଟ ତା ୮/୧୧(କାର୍ଯ୍ୟାଳୟ) କୋରାପୁଟ ପରବ ୨୦୨୩କୁ ନେଇ ସାଧାରଣ ରେ ଅସନ୍ତୋଷ ବଢୁଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଆଜି ଯାଏଁ ଏକ ପରବ ଉତ୍ସବ ପାଇଁ ସ୍ଵତନ୍ତ୍ର ପଡିଆ ହୋଇପାରିନି। ପୁଣି ଥରେ କୋରାପୁଟ ଜିଲ୍ଲା ପ୍ରଶାସନ ପରବ…

କୋର୍ଣ୍ଣାକୋଣ୍ଡାମାଳି ପାହାଡକୁ ରାସ୍ତା ନାଁରେ ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠିର ଅର୍ଥ ଆତ୍ମସାତ ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

କୋରାପୁଟ: କୋରାପୁଟ ଜିଲ୍ଲାର ନାରାୟଣ ପାଟଣା ବ୍ଲକ ର ତଳଗୁମାଣ୍ଡି ଅନ୍ତର୍ଗତ ଭିତରପୋଡା ସ୍ଥିତ କୋର୍ଣ୍ଣାକୋଣ୍ଡାମାଳି ବକ୍ସାଇଟ ପାହାଡ଼କୁ ସଂଯୋଗ ପାଇଁ ନାଲକୋ ଦ୍ୱାରା ପ୍ରଦତ୍ତ ପାରିପାର୍ଶ୍ଵିକ ପାଣ୍ଠିରୁ କୋରାପୁଟ ଜିଲା ପରିଷଦ କାର୍ଯ୍ୟାଳୟ ଚିଠି ନମ୍ବର ୧୩୮୬ ତାରିଖ ୩୦.୦୩.୨୨ରେ…

ବିଜେଡିରେ ଯୋଗ ଦେବେ ଭିକେ ପାଣ୍ଡିଆନ!

Odisha CM Naveen Patnaik’s aide V K Pandian to join BJD https://t.co/dAZeizC5ubDownload the TOI app now:https://t.co/xG6Yc8zKfl — TOI Bhubaneswar (@TOIBhubaneswar) November 10, 2023 ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଖୁବ୍…

ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟବାସୀଙ୍କୁ ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଆମ ପାରମ୍ପରିକ ଖାଦ୍ୟ ଭାବେ ମାଣ୍ଡିଆର ଅନେକ ମହତ୍ବ ରହିଛି। ଏଥିରେ ଥିବା ପୁଷ୍ଟିତତ୍ତ୍ଵର ତୁଳନା ନାହିଁ। ଦୈନନ୍ଦିନର ଖାଦ୍ୟରେ ଏହାର ବ୍ୟବହାର, ଉତ୍ତମ ସ୍ୱାସ୍ଥ୍ୟ…

ଖୋ ଖୋ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପ୍ରତିଷ୍ଠା ପାଇଁ AMNS ଭାରତ ସହିତ MOU ସ୍ୱାକ୍ଷର କଲା ଓଡ଼ିଶା

ଖୋ ଖୋ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପ୍ରତିଷ୍ଠା ପାଇଁ AMNS ଭାରତ ସହିତ ଓଡିଶା MOU ସ୍ୱାକ୍ଷର କରିଛି | ଖୋ ଖୋ ପରି ଆମର ଦେଶୀ କ୍ରୀଡାକୁ ସମର୍ଥନ କରିବାକୁ ଓଡିଶା ପ୍ରତିବଦ୍ଧ :ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ବଦଳିବ ପାଣିପାଗ,ବଢିବ ଥଣ୍ଡା

ଆଜିଠୁ ରାଜ୍ୟରେ ବଦଳିବ ପାଗ । କମିବ ତାତି, ବଢିବ ଥଣ୍ଡା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ । ଫଳରେ ସାରା ରାଜ୍ୟରେ ଶୀତ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ…

ଆନ୍ଧ୍ର କରିବ ଶକ୍ତି ପ୍ରକଳ୍ପ: ବିସ୍ଥାପିତ ହେବେ ଓଡିଶା କୋଟିଆ ପଂଚାୟତର ୧୨ଟି ଗାଁ

କୋରାପୁଟ: ଆନ୍ଧ୍ରର କୁରୁକୁଟି ଓ କାରିଭାଲାସା ପମ୍ପଚାଳିତ ଜଳଭଣ୍ଡାର ଶକ୍ତି ପ୍ରକଳ୍ପ (ପିଏଚ୍‌ଏସ୍‌ପିପି)କୁ ନେଇ ଶଙ୍କା ଓ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ବିଭିନ୍ନ ମହଲରେ ପ୍ରବଳ ବିରୋଧ ସତ୍ତ୍ବେ ଆନ୍ଧ୍ର ସରକାର ପ୍ରକଳ୍ପକୁ ବାସ୍ତବ ରୂପ ଦେବାପାଇଁ ପୂରା ଜୋର ଲଗାଇ…

ଶତାଧିକ ନକ୍ସଲ ଜଙ୍ଗଲରେ ଲୁଚି ପଳାଇଥିବା ବେଳେ ,ଚିତ୍ର ଡ୍ରୋନ କ୍ୟାମେରାରେ କଏଦ

ପୁଲିସ୍‌- ନକ୍ସଲ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଲେ ନକ୍ସଲ। ଶତାଧିକ ନକ୍ସଲ ଜଙ୍ଗଲରେ ଲୁଚି ପଳାଇଥିବା ବେଳେ ତାର ଚିତ୍ର ଡ୍ରୋନ କ୍ୟାମେରାରେ କଏଦ ହୋଇଛି। ଛତିଶଗଡ ଗଙ୍ଗାଲୁରରେ ଘଟିଛି ଏହି ଘଟଣା। ଖସି ଯାଉଥିବା ନକ୍ସଲମାନେ ୨ ଗୁରୁତର…