ବର୍ଣ୍ଣବୋଧ ପାଠଶାଳା ବୁଲି ଦେଖିଲେ ବିଶିଷ୍ଟ ଜ୍ୟୋତିର୍ବିଦ ଶ୍ରୀପତି ଆଚାର୍ଯ୍ୟ
କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ। ଭୁବନେଶ୍ବର ସୀତାନାଥ ବସ୍ତିରେ ଯଶୋଦା ମା ଫାଉଣ୍ଡେସନ ତରଫରୁ ପରିଚାଳିତ ବର୍ଣ୍ଣବୋଧ ପାଠଶାଳା ପିଲାଙ୍କ ସହ କିଛି ମୁହୂର୍ତ୍ତ ବିତାଉଛନ୍ତି ବିଶିଷ୍ଟ ଜ୍ୟୋତିର୍ବିଦ ଶ୍ରୀପଦ ଆଚାର୍ଯ୍ୟ। ଓଡ଼ିଆ ଭାଷା, ସାହିତ୍ୟ,ସାଧାରଣ…