Thu. Oct 15th, 2026

Month: June 2023

ଦିଗପହଣ୍ଡି ବସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା

ଶବ୍ଦ ଓଡିଶା ବ୍ୟୁରୋ: ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ଦୁର୍ଘଟଣା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଶୋକସନ୍ତପ୍ତ…

ଦିଗପହଣ୍ଡି ବସ ଦୁର୍ଘଟଣା, ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୨ଜଣଙ୍କ ଯାତ୍ରୀ ମୃତ୍ୟୁ ହୋଇଛି । ଓଏସଆରଟିସି ବସ୍ ଏବଂ ଘରୋଇ ବସ୍ ମଧ୍ୟରେ ଧକ୍କା ହୋଇଛି । ମୃତକଙ୍କ ମଧ୍ୟରେ ୬ ପୁରୁଷ. ୪…

ଝରିଆ ସମାଜରେ ଶିକ୍ଷା ଉପରେ ଗୁରୁତ୍ୱରୋପ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଯାଦବ ଝରିଆ ସମାଜର ସଭାପତି ନିମାଇଁ ଚରଣ ପାଣ୍ଡେଙ୍କ ତତ୍ୱାବଧାନରେ ଆଜି ଅନକାବେଡା ହାଟପଡା ଠାରେ ଝରିଆ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ…

ବିଜେପିର ସଭାରେ ମୋବାଇଲ ଟର୍ଚ୍ଚ ଜଳେଇ ଭାଷଣ ଦେଲେ ମୁଖ୍ୟ ଅତିଥି 

କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ଚାଲିଥିଲା ସଂଯୁକ୍ତ ମୋର୍ଚ୍ଚା ସମାବେଶ। ସଭା ମଧ୍ୟରେ କିଛି ସମୟ ମୋବାଇଲ ଲାଇଟ ଦ୍ବାରା ଭାଷଣ ଦେଲେ ମୁଖ୍ୟ ଅତିଥି। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ସ୍ଥାନୀୟ ଟାଉନ ହଲଠାରେ। କୋରାପୁଟ…

ଡାଇଲଗକୁ ଟ୍ରୋଲ ପରେ ଫିଲ୍ମରେ କପି ସିନକୁ ନେଇ ଚର୍ଚ୍ଚା

ପ୍ରଥମେ ଫିଲ୍ମର VFX ପରେ ଡାଏଲଗକୁ ନେଇ ହୋଇଥିଲା ହଙ୍ଗାମା । ଯାହାପରେ ପରିବର୍ତ୍ତ କରାଯାଇଥିଲା ୫ଟି ଡାଏଗଲ । ଫିଲ୍ମଟି ଯେତିକି ହାଇପ୍ରୋଫାଇଲ୍ ଥିଲା। ସେତିକି ପ୍ରଶଂସକଙ୍କୁ ନିରାଶ କରିଛି।ରିଲିଜ ହେବା ପରଠାରୁ ବିବାଦରେ ରହିଛି ଆଦିପୁରୁଷ।ବର୍ତ୍ତମାନ ପର୍ଯ୍ୟନ୍ତ ବକ୍ସ…

କାୟା ବିସ୍ତାର କରୁଛି ନକଲି ଔଷଧ

ଦିନକୁ ଦିନ ଗଞ୍ଜାମ ସହରରେ କାୟା ବିସ୍ତାର କରିଚାଲିଛି ନକଲି ଔଷଧ। ସ୍ବାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ସହରର କିଛି ଔଷଧ ଦୋକାନୀ। ଜଣେ ଫାର୍ମାସିଷ୍ଟଙ୍କ ଉପସ୍ଥିତିରେ ମେଡିସିନ ଷ୍ଟୋର ଖୋଲା ଔଷଧ ବିକ୍ରି କରିବା ପାଇଁ ନିୟମ…

ବନ୍ଦ ହେବ ‘ଦି କପିଲ ଶର୍ମା ଶୋ’?

ବନ୍ଦ ହୋଇଯିବ କି ଦି କପିଲ ଶର୍ମା ଶୋ? ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି କମେଡି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଥିବା କୁହାଯାଉଛି। ଚଳିତ ବର୍ଷ ଏହି ଶୋ’ର ନୂତନ ସିଜନ୍‌ ଆସିଥିବାବେଳେ ଏହାର ଟିଆରପି ମଧ୍ୟ ଆଗରେ ରହିଛି।…

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା । ଏଥିପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରପଡ଼ା, କଟକ, ଢେଙ୍କାନାଳ ଜିଲ୍ଲା ପାଇଁ…

ଚିଲିକା ନିର୍ବାଚନ ମଣ୍ଡଳୀ,”ବିଜୁ ଜନତା ଦଳର ” ବନ୍ଧୁ ମିଳନ

ପବିତ୍ର ରଥଯାତ୍ରା ଅବସରରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦ୍ବାରା ବିଜୁ ଜନତାଦଳ କାର୍ଯ୍ୟାଳୟ, ରାମପୁର ରୋଡ ଠାରେ ଚିଲିକା ନିର୍ବାଚନ ମଣ୍ଡଳୀ ସ୍ଥରୀୟ “ବନ୍ଧୁ ମିଳନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଚିଲିକା ବ୍ଲକ ସଭାପତି, ଉପ-…

ରାୟଗଡ଼ାରେ ମ୍ୟୁଜିକ ଗ୍ୟାଲେକ୍ସି ସଂଗୀତ ଏକାଡେ଼ମୀ ତରଫରୁ ଭଜନ ସମାରୋହ

ରାୟଗଡା ଗତକାଲି ହେରପଞ୍ଚମୀ ଉପଲକ୍ଷେ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ରାୟଗଡା ସହର ର ମ୍ୟୁଜିକ ଗ୍ୟାଲେକ୍ସି ସଂଗୀତ ଏକାଡେ଼ମୀ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଙ୍କ ମିଳିତ ଉଦ୍ୟମ ରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜନ…