ଶବ୍ଦ ଓଡିଶା ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୨ଜଣଙ୍କ ଯାତ୍ରୀ ମୃତ୍ୟୁ ହୋଇଛି । ଓଏସଆରଟିସି ବସ୍ ଏବଂ ଘରୋଇ ବସ୍ ମଧ୍ୟରେ ଧକ୍କା ହୋଇଛି । ମୃତକଙ୍କ ମଧ୍ୟରେ ୬ ପୁରୁଷ. ୪ ମହିଳା ଓ ୨ଜଣ ଛୋଟ ପିଲା ରହିଛନ୍ତି । ତେବେ ଏଥିରେ ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ ହୋଇଛି ।
