ରାୟଗଡ଼ାରେ ମ୍ୟୁଜିକ ଗ୍ୟାଲେକ୍ସି ସଂଗୀତ ଏକାଡେ଼ମୀ ତରଫରୁ ଭଜନ ସମାରୋହ

ରାୟଗଡା ଗତକାଲି ହେରପଞ୍ଚମୀ ଉପଲକ୍ଷେ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ରାୟଗଡା ସହର ର ମ୍ୟୁଜିକ ଗ୍ୟାଲେକ୍ସି ସଂଗୀତ ଏକାଡେ଼ମୀ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଙ୍କ ମିଳିତ ଉଦ୍ୟମ ରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏଥିରେ ମ୍ୟୁଜିକ ଗ୍ୟାଲେକ୍ସି ର କୁନି କୁନି କଳାକାର ମାନେ ଭଜନ ପରିବେଷଣ କରି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ଙ୍କ ମନମୁଗ୍ଧ କରିଥିଲେ l ମ୍ୟୁଜିକ ଗ୍ୟାଲେକ୍ସି ଅନୁଷ୍ଠାନ ର ମୁଖ୍ୟ ପରିଚାଳିକା ଶ୍ରୀମତୀ ବିଦିଶା ନାୟକ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ l

ରାୟଗଡାରୁ ଅଜିତେଶ ପଟ୍ଟନାୟକ ଶବ୍ଦ ମିଡ଼ିଆ

You May Also Like

More From Author

+ There are no comments

Add yours