Sun. Nov 29th, 2026

Month: May 2023

ଘର ଉଜାଡ଼ିଲା କାଳବୈଷାଖି

ବାଣପୁର ବ୍ଲକ ନିଳାଦ୍ରୀ ପ୍ରସାଦ ପଂଚାୟତରେ କାଳବୈଷାଖିର ପ୍ରଭାବ। ଆଜି ଅପରାହ୍ନ ୩.୩୦ ମିନିଟ ସମୟରେ କାଳ ବୈଶାଖିର ପ୍ରଭାବରେ ନିଳାଦ୍ରୀ ଗ୍ରାମର ଏକ ବିରାଟ ତେନ୍ତୁଳି ଗଛ ଉପୁଡି ସୁରେନ୍ଦ୍ର ପ୍ରଧାନ ଓ ଅଶୋକ ପ୍ରଧାନଙ୍କ ଘର ଉପରେ ମାଡିବସିବା…

କାଳବୈଶାଖୀରେ ଭିଜିଲା ଟ୍ୱିନ ସିଟି

କାଳବୈଶାଖୀ ବର୍ଷାରେ ଭିଜିଲା ଟ୍ୱିନ ସିଟିରାଜ୍ୟରେ କାଳବୈଶାଖୀ ସକ୍ରିୟ।ଭୁବନେଶ୍ବର ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ତାତିରୁ ମିଳିଲା ଆଶ୍ୱସ୍ତି। ଅପରାହ୍ନରେ ଟ୍ୱିନ ସିଟିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା। ଆଜିଠୁ ୫ ଦିନ ବର୍ସିବ।…

ସଂସ୍କୃତ ଭାଷାକୁ ନେଇ ଏମିତି କହିଲେ ଇସ୍ରୋ ଅଧ୍ୟକ୍ଷ

ବେଦ ଆମର ମୂଳଦୁଆ । ସେଥିରୁ ହିଁ ଆରମ୍ଭ ହୋଇଛି ବିକାଶର ଧାରା । ସଂସ୍କୃତ ଭାଷାରେ କଥା ହୋଇ ବୈଜ୍ଞାନିକମାନେ କରୁଥିଲେ ନୂଆ ନୂଆ ପରୀକ୍ଷା ନିରୀକ୍ଷା । ଏପରି କିଛି କହିଛନ୍ତି ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥ ।ବୀଜ…

ମନେ ପଡ଼ନ୍ତି ସଂଗୀତ ସମ୍ରାଟ

ସଙ୍ଗୀତ କଥା ଆସିଲେ ମନେ ପଡ଼େ ତାଙ୍କ କଥା, ଯିଏ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ସଙ୍ଗୀତ ପାଇଁ । ଭଜନ ତାଙ୍କ ବିନା ଅଧୁରା । ଜଗନ୍ନାଥଙ୍କ ଭକ୍ତି ତାଙ୍କ କଣ୍ଠାଦାନ ବିନା ଅଧୁରା । ସେ ଆଉ…

ଶିମିଳିପାଳର ସବୁ ପ୍ରବେଶ ପଥକୁ ସିଲ କରି ସର୍ଚ୍ଚ ଅପରେସନ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ବାରିପଦାରେ ବନରକ୍ଷୀ ବିମଳ ଜେନାଙ୍କୁ ଗଳି କରି ହତ୍ୟା ଘଟଣାରେ ଶିମିଳିପାଳର ସବୁ ପ୍ରବେଶ ପଥ ସିଲ୍ କରାଯାଇଛି । ପୋଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।…

ନିତି ଆୟୋଗ ବୈଠକରେ ଯୋଗଦେବେ ନବୀନ

ଶବ୍ଦ ଓଡିଶା ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୭ତାରିଖରେ ନୂଆଦିଲ୍ଲୀରେ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନିତି ଆୟୋଗ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ୨୬ତାରିଖ ଅପରାହ୍ନରେ ଦିଲ୍ଲୀ ଗସ୍ତରେ ଯିବାର…

ନଦୀରେ ବୁଡିଲା ଡଙ୍ଗା, ଜଣେ ନିଖୋଜ: ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ପ୍ରୟାସ

ଶବ୍ଦ ଓଡିଶା ବ୍ୟୁରୋ: ମାଛ ଧରିବାକୁ ଯାଇଥିବା ବେଳେ ବୁଡିଲା ଡଙ୍ଗା । ବାଲିମେଳା ଜଳଭଣ୍ଡାରେ ଡଙ୍ଗା ଓଲଟି ଜଣେ ନିଖୋଜ ହୋଇଯାଇଥିବା ବେଳେ ୨ ଜଣ ଉଦ୍ଧାର ହୋଇଛନ୍ତି । ମାଛ ମାରିବାକୁ ଏହି ତିନି ଜଣ ଡ୍ୟାମ ଭିତରକୁ…

ସାତକୋଶିଆ ଗଣ୍ଡ ପରିଦର୍ଶନ କଲା ମହାନଦୀ ଟ୍ରିବ୍ୟୁନାଲ ଟିମ୍

ଶବ୍ଦ ଓଡିଶା ବ୍ୟୁରୋ: ସାତକୋଶିଆ ବୁଲିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ସାତକୋଶିଆ ଗଣ୍ଡରେ ଜଳର ସ୍ରୋତ ଓ ଗଭୀରତାର ସ୍ଥିତି ପରଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଆକାଶ ମାର୍ଗ ଓ ସ୍ଥଳ ପଥରେ…

ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲା: ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ା ସ୍ଥିତ ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ । ମାମଲାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ…

ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟବାସୀ; ୧୧ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଚଣ୍ଡ ଖରାରେ ସିଝୁଛି ଓଡ଼ିଶା । ଆଜି ବି ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବେ ରାଜ୍ୟବାସୀ । ସକାଳ ୮ଟାଠୁ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି । ଦିନ ୪ଟା ପୂର୍ବରୁ ବାହାରକୁ ବାହାରିବା କଷ୍ଟକର…