Sun. Nov 29th, 2026

Month: May 2023

ସଂସଦରେ ସ୍ଥାପିତ ହେଲା ରାଜଦଣ୍ଡ

ଶବ୍ଦ ଓଡିଶା ବ୍ୟୁରୋ: ସଂସଦରେ ସ୍ଥାପିତ ହେଲା ରାଜଦଣ୍ଡ । ପୂଜାର୍ଚ୍ଚନା ପରେ ରାଜଦଣ୍ଡକୁ ଦଣ୍ଡବତ କରି ଗ୍ରହଣ କଲେ ପ୍ରଧାନମନ୍ତ୍ରୀ । ୧୮ ମଠର ମଠାଧୀଶ ମୋଦୀଙ୍କୁ ଆଶୀର୍ବାଦ ଦେଇଛନ୍ତି । ଉଦଘାଟନ ସମାରୋହକୁ ଐତିହାସିକ କରିବା ପାଇଁ ପାରମ୍ପରିକ…

ରଥ ଯାତ୍ରାକୁ ଶୃଙ୍ଖଳିତ ପରିଚାଳନା ପାଇଁ ଅଞ୍ଚଳିକ ପରିବହନ ଅଫିସରେ ସମ୍ମନ୍ୱୟ ବୈଠକ

ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଇତି ମଧ୍ୟରେ ଏକ ସମ୍ମନ୍ୱୟ ବୈଠକ ଅଞ୍ଚଳିକ ପରିବହନ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି l ୨୦୨୩ର ପୁରୀ ରଥ ଯାତ୍ରା ଉତ୍ସବ କିପରି ଶାନ୍ତି ଶୃଙ୍ଖଳାରେ ସୁଚାରୁ ରୂପେ ପାଳନ…

ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସର୍ଭେର ଅଗ୍ରଗତି ତଦାରଖ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ତଥା ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିରେନ୍ଦ୍ର କରକରା ଆଜି ରାୟଗଡ଼ା ଜିଲ୍ଲାରେ ଆସି…

ଦେଶ ବିଦେଶକୁ ଗଲା,ସ୍ୱତନ୍ତ୍ର କୋଟିଆ ନାଁରେ ମୁଦ୍ରିତ ଶତାଧିକ ଲଫାପା

କୋରାପୁଟ ; କୋଟିଆ ଆମର । କେବଳ ଓଡିଶା ମାଟିର । କୋଟିଆ ଓଡ଼ିଶାର,ଏ ପରିଚୟକୁ ଅଧିକ ସୁଦୃଢ କରିବାକୁ କୋଟିଆରେ ପୁଣି ଏକ ନୂଆ ପଦକ୍ଷେପ ନେଲେ ଇଫିଏ ସଂସ୍ଥା (ଇଷ୍ଟର୍ନ ଇଣ୍ଡିଆ ଫିଲାଟେଲିକ ଆସୋସିଏସନ) । ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ…

ଖୁବଶୀଘ୍ର ଆହାର ୨.୨!

ଖୁବଶୀଘ୍ର ଆହାର ୨.୨ କରିବାକୁ ଯୋଜନା କରୁଛନ୍ତି ସରକାର । ଏଣିକି ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ୍। ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସଏଚଜି ମହିଳାମାନଙ୍କୁ ୭ ତାରିଖ ଭିତରେ ପଇସା ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।…

ମହିଳାଙ୍କ ପାଇଁ ସ୍ଵତନ୍ତ୍ର ପାଣ୍ଠି

ମିଶନ ଶକ୍ତି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ପରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ସୂଚନା‌। ଏସଏଚଜି ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି-ସିଏମଆରଏଫ ଢାଞ୍ଚାରେ ଗଠନ ହେବ ଏହି…

ଗୋଲାପୀ ନୋଟକୁ ନେଇ ହଟହଟା, ଥାନାରେ ଏଫଆଇଆର ରୁଜୁ

ଗୋଲାପୀ ୨ ହଜାର ନୋଟକୁ ନେଇ ବିବାଦ ବର୍ତ୍ତମାନ କୋର୍ଟରେ ପହଞ୍ଚିବା ଆରମ୍ଭ କରିଛି। ଯେଉଁ ବ୍ୟକ୍ତି ତାଙ୍କ ପକେଟରେ ଏହି ଗୋଲାପୀ ନୋଟ ରଖିଥିଲେ ସେ ଯାହା ଚାହିଁ ପାରିବେ କିଣି ପାରିବେ, କିନ୍ତୁ ଆଜି ଏହି ଗୋଲାପୀ ୨…

ଏଚଏଲଏଲ କମ୍ପାନୀ ଦ୍ୱାରା ଦିଲ୍ଲୀର ଏମ୍ସକୁ ଦିଆଗଲା ୧୪ଟି ସାନିଟାରୀ ପ୍ୟାଡ୍ ମେସିନ୍

ଦିଲ୍ଲୀର ଏମ୍ସକୁ ଦିଆଗଲା ୧୪ଟି ସାନିଟାରୀ ପ୍ୟାଡ୍ ମେସିନ୍। ଏଚଏଲଏଲ କମ୍ପାନୀ ଏହି ମେସିନ୍ ଦେଇଥିବା ସୂଚନା ରହିଛି। ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଏମ୍ ଶ୍ରୀନିବାସଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯାଇଥିଲା। ମିଡିଆ ଇନଚାର୍ଜ ଡକ୍ଟର ରିମା ଦାଦା…

ଆସନ୍ତା ଜୁନରେ ହୋଇପାରେ ନିଅଣ୍ଟିଆ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: ଜୁନ୍ ମାସରେ ହୋଇପାରେ ନିଅଣ୍ଟିଆ ବର୍ଷା । ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାକୁ ନେଇ ଏଭଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ସାମଗ୍ରିକ ଭାବେ ମୌସୁମୀ ରୁତୁରେ ସ୍ୱାଭାବିକ ବର୍ଷା ହେବ । ଜୁନରୁ…

ରାତି ଅଧରେ କାଳବୈଶାଖୀର ତାଣ୍ଡବ: ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ, ବଜ୍ରପାତ

ଶବ୍ଦ ଓଡିଶା ବ୍ୟୁରୋ: ରାତି ଅଧରେ କାଳବୈଶାଖୀର ତାଣ୍ଡବ । ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସାଙ୍ଗଙ୍କୁ ବଜ୍ରପାତ ଲୋକଙ୍କ ନିଦ ହଜାଇ ଦେଇଥିଲା । କାଳବୈଶାଖୀ ପାଇଁ ରାତିରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା । ବର୍ଷା ଯୋଗୁଁ ଲୋକେ…