Sun. Nov 29th, 2026

Month: March 2023

ନବରଙ୍ଗପୁରର ନୂଆପଡ଼ାରେ ଜଳ ଯାତନା,ଦୂଷିତ ପାଣିରେ ମେଣ୍ଟୁଛି ଶୋଷ

ନବରଙ୍ଗପୁର : ଏବେଠୁ ଅସହ୍ୟ ତାତି । ଦେଖାଦେଲାଣି ଜଳ ସଙ୍କଟ ସାଙ୍ଗକୁ ଜଳ ପାଇଁ ଯାତନା । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନ ନୂଆପଡା ଗ୍ରାମର ହରିଜନ ସାହିରେ ପାନୀୟ ଜଳ ଯୋଗାଣ ପାଇଁ ବସା ଯାଇଛି ମୋଟର…

ଦିଲ୍ଲୀରେ ନେତାଙ୍କ ହୋଲି

ହୋଲି, ରଙ୍ଗର ପର୍ବ, ସୁଖର ପର୍ବ, ହୋଲି, ଯାହା ଶତ୍ରୁକୁ ମଧ୍ୟ ଆଲିଙ୍ଗନ କରିବାର ବାର୍ତ୍ତା ଦେଇଥାଏ। ହୋଲିର ପର୍ବ ବର୍ତ୍ତମାନଠାରୁ ସମଗ୍ର ଦେଶରେ ଦେଖିବାକୁ ଆରମ୍ଭ କରିଛି । ବଜାରଗୁଡିକ ରଙ୍ଗୀନ ଏବଂ ବିଭିନ୍ନ ପ୍ରକାରର ପିଚକାରିରେ ସଜାଯାଇଛି ।…

ଆମ ଆଦମୀ ପାର୍ଟିର ଭ୍ରଷ୍ଟାଚାରକୁ ବିରୋଧ କରି ‘ହୋଲିକା ଦହନ’କୁ ବିଜେପି ପାଳିଲା ‘ଭ୍ରଷ୍ଟାଚାରକା ଦହନ’

ଶବ୍ଦମିଡ଼ିଆ ବ୍ୟୁରୋ: ରାଜଧାନୀ ଦିଲ୍ଲୀର ମହରୋଲି ଅଞ୍ଚଳରେ ଆଜି ଭାରତୀୟ ଜନତା ପାର୍ଟି ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରି ହୋଲିକା ଦହନପର୍ବ ଅବସରରେ’ ଭ୍ରଷ୍ଟାଚାର କା ଦହନ’ ଏଭଳି ଏକା ନାରା ଦେଇ ଆମ ଆଦମୀ ପାର୍ଟି କରିଥିବା ଭ୍ରଷ୍ଟାଚାର…

କମ୍ପିବ ବିର୍ସାମୁଣ୍ଡା ଷ୍ଟାଡିୟମ,୧୫ରୁ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍

ବିର୍ସାମୁଣ୍ଡା ଷ୍ଟାଡିୟମରେ ପୁଣି ଖେଳାଯିବ ହକି ପ୍ରୋ ଲିଗ । ମ୍ୟାଚର ଟିକେଟ ନେବାକୁ ଦର୍ଶକଙ୍କ ମାନଙ୍କର ଲାଗିଲାଣି ଲମ୍ବା ଲାଇନ । ମାର୍ଚ୍ଚ ୧୦ ତାରିଖ ଠାରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଏଫ୍ଆଇଏଚ୍ ହକି…

ଭାରତୀୟଙ୍କର ବଢୁଛି ମୁଣ୍ଡପିଛା ଆୟ

ଭାରତୀୟ ଅର୍ଥନୀତିକୁ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଛି । ବର୍ତମାନ ଲୋକଙ୍କ ମୁଣ୍ଡପିଛା ଆୟକୁ ନେଇ ଆସିଛି ଏକ ରିପୋର୍ଟ । ଭାରତୀୟଙ୍କ ମୁଣ୍ଡପିଛା ଆୟରେ ବୃଦ୍ଧି ହୋଇଛି । ମୋଦି ସରକାରଙ୍କ ଶାସନରେ ଏହା ସମ୍ଭବ ହୋଇଥିବା ଚର୍ଚ୍ଚା…

ପୁରୀ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପାଇଁ ବୈଠକ,122ଟି କେନ୍ଦ୍ରରେ କଡ଼ା ସୁରକ୍ଷା

ପୁରୀ: ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ସମେଟିଭ-୨ କୁ ଅତ୍ୟନ୍ତ ନିଷ୍ଠା ଓ ଗୁରୁତର ସହ ପରିଚାଳନା କରିବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପରାମର୍ଶ ଦେଇଛନ୍ତି। ସରକାର ଜାରି କରିଥିବା ମାର୍ଗଦର୍ଶିକା ଆଧାର ରେ ଏହି ପରୀକ୍ଷା ଆୟୋଜିତ…

ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀ:ମହିଳା ମାନେ ସମାଜର ପ୍ରଗତିର କର୍ଣ୍ଣଧାର।ସେଥିପାଇଁ କୁହାଯାଏ ଜଣେ ମହିଳା ଶିକ୍ଷିତ ଓ ସଚେତନ ହେଲେ ସମଗ୍ର ପରିବାର ଶିକ୍ଷିତ ଓ ସଚେତନ ହୁଏ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଛନ୍ତି।ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ…

ବାଣ ବିସ୍ଫୋରଣରେ ୪ମୃତ,୪ଗୁରୁତର

ଶବ୍ଦମିଡ଼ିଆ ବ୍ୟୁରୋ:ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟି ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୪ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ଦୋଳ ଉତ୍ସବ ଲାଗି ବାଣ ପ୍ରସ୍ତୁତି ଚାଲିଥିବା ବେଳେ…

ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫୋରଣ,୪ ମୃତ

ଶବ୍ଦମିଡ଼ିଆ ବ୍ୟୁରୋ:ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଅଞ୍ଚଳରେ ବାଣ ପ୍ରସ୍ତୁତି ବେଳେ ଭୟଙ୍କର ଦୁର୍ଘଟଣା ଘଟିଛି।ବିସ୍ଫୋରଣ ପରିମାଣ ଏତେ ଜୋରରେ ଥିଲା ଯେ ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁସାରେ ଦୋଳ ଉତ୍ସବ ପାଇଁ ବାଣ ଭିଡା…

ସରକାରୀ ମେଡିକାଲରେ ରୋଗୀଙ୍କ ସେବା କରିବେ ଏମ୍ସ ଡାକ୍ତର

ଶବ୍ଦମିଡ଼ିଆ ବ୍ୟୁରୋ:ଦେଶର ସବୁଠାରୁ ବଡ ସରକାରୀ ହସ୍ପିଟାଲ ହେଉଛି ଏମ୍ସ ହସ୍ପିଟାଲ।ସେହି ଏମ୍ସ ହସ୍ପିଟାଲର ଡାକ୍ତରମାନେ ଏବେ ଦିଲ୍ଲୀର ଅନ୍ୟ ସରକାରୀ ହସ୍ପିଟାଲମାନଙ୍କରେ ରୋଗୀମାନଙ୍କ ସେବା କରିବେ।ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ ବିକେ ସକସେନା ଦିଲ୍ଲୀର ଅନ୍ୟ ସରକାରୀ ହସ୍ପିଟାଲ…