ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫୋରଣ,୪ ମୃତ

ଶବ୍ଦମିଡ଼ିଆ ବ୍ୟୁରୋ:ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଅଞ୍ଚଳରେ ବାଣ ପ୍ରସ୍ତୁତି ବେଳେ ଭୟଙ୍କର ଦୁର୍ଘଟଣା ଘଟିଛି।ବିସ୍ଫୋରଣ ପରିମାଣ ଏତେ ଜୋରରେ ଥିଲା ଯେ ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁସାରେ ଦୋଳ ଉତ୍ସବ ପାଇଁ ବାଣ ଭିଡା ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି।

You May Also Like

More From Author

+ There are no comments

Add yours