Wed. Oct 14th, 2026

Month: February 2023

ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ । ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ: କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ…

ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସୂଚନା,ରାଜ୍ୟର ୩ ଟି ଜିଲ୍ଲାରେ ମିଳିଛି ସୁନା ଖଣି ସନ୍ଧାନ

ଶବ୍ଦଓଡ଼ିଶା ବ୍ୟୁରୋ:କଥାଟି ଯଦି ସତ ହୋଇଥାଏ।ତେବେ ରାଜ୍ୟ ପାଇଁ ପୁଣି ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି।ରାଜ୍ୟରେ ରହିଛି ଏକାଧିକ ସୁନାଖଣି । ୩ଟି ଜିଲ୍ଲାରେ ଏହି ସୁନାଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ…

ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀ:ଓଡ଼ିଶାର ଭିତରକନିକାକୁ ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳୀ ମାନ୍ୟତା

ଶବ୍ଦମିଡ଼ିଆଓଡ଼ିଶା ବ୍ୟୁରୋ:ଓଡ଼ିଶା ପାଇଁ ସମ୍ମାନ ଏବଂ ଗୌରବ। ଓଡ଼ିଶାର ଭିତରକନିକା ଜାତୀୟ ଉଦ୍ୟାନକୁ ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳୀ ମାନ୍ୟତାରେ ପୁରସ୍କୃତ ହୋଇଛି।ପ୍ରକୃତିର ଏକ ବିସ୍ମୟ ହେଉଛି ଭିତରକନିକା । ୬୭୨ ବର୍ଗ କିମି ବ୍ୟାପ୍ତ ଭିତରକନିକା ଅଭୟାରଣ୍ୟ ଓ ୧୪୫ ବର୍ଗ…

ମୁଖ୍ୟ ଶାସନ ସଚିବ ପଦବୀ ଗ୍ରହଣ କରିବା ପୂର୍ବରୁ ମହା ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ବରିଷ୍ଠ ଆଇଏସ ପ୍ରଦୀପ ଜେନା

ଶବ୍ଦମିଡ଼ିଆ ବ୍ୟୁରୋ:ନୂତନ ଭାବରେ ମୁଖ୍ୟ ଶାସନ ସଚିବ ଦାଇତ୍ୱ ନେବାକୁ ଯାଉଛନ୍ତି ବରିଷ୍ଠ ଆଇଏସ ପ୍ରଦୀବ ଜେନା।ଆସନ୍ତା କାଲି ୨୮ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅବସର ଗ୍ରହଣ କରିବେ।ତେବେ ମୁଖ୍ୟ ଶାସନ ସଚିବ ଦାଇତ୍ୱ…

ଆଜି ପିଏମକିଷାନ ଯୋଜନାରେ ୧୩ ତମ କିସ୍ତି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶବ୍ଦମିଡ଼ିଆ ବ୍ୟୁରୋ:ଚାଷୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଟଙ୍କା। ପିଏମ୍ କିଷାନ ଯୋଜନାର ୧୩ତମ କିସ୍ତି ସହାୟତା ରାଶି ଆଜି ପ୍ରଦାନ କରାଯିବ। ପୂର୍ବରୁ ଚାଷୀ ମାନଙ୍କୁ ଏହି ଯୋଜନାରେ ୧୨ଟି କିସ୍ତି…

ଭାରତରେ ୩ୟ ଧନୀ ତାଲିକାରେ ଥିଲେ ଆଦାନୀ,ବର୍ତ୍ତମାନ ୩୦ ନମ୍ବର ସ୍ଥାନରେ

ଶବ୍ଦମିଡ଼ିଆ ବ୍ୟୁରୋ:ଆଦାନୀ ଗ୍ରୁପ କହିଲେ ଗୌତମ ଆଦାନୀ ଚେହେରା ପ୍ରଥମେ ମୁହଁ ଆଗକୁ ଚାଲି ଆସେ। ଭାରତର ଏହି ବିଶିଷ୍ଠ ବ୍ୟବସାୟୀ ନିଜର ଚେଷ୍ଟା ଉଦ୍ୟମ ବଳରେ ଏକ ସାଧାରଣ କର୍ମଚାରୀରୁ କ୍ୟାରିଅର ଆରମ୍ଭ କରି ଆଜି ଏହି ବିଶାଳ ବ୍ୟବସାୟିକ…

ଆଜି ମୁମ୍ବାଇରେ ଆୟୋଜିତ ଓଡିଶା ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୁମ୍ବଇ ଯାଉଛନ୍ତି । ଓଡ଼ିଶା ନିବେଶକ ସମ୍ମିଳନୀ ଓ ସ୍ପୋର୍ଟସ ଷ୍ଟାର୍ ଏସେସ୍ ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେବେ ବୋଲି ଜଣାପଡ଼ିଛି ।…

ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପ : ଦକ୍ଷିଣଆଫ୍ରିକାକୁ ହରାଇ ବିଶ୍ୱବିଜେତା ହେଲା ଅଷ୍ଟ୍ରେଲିଆ

ଶବ୍ଦମିଡ଼ିଆ ବ୍ୟୁରୋ: ଅଷ୍ଟ୍ରେଲିଆ ମହିଳା ଟି-ଟ୍ୱେଂଟି ବିଶ୍ୱକପ ବିଜୟୀ ହୋଇଛି । ଦକ୍ଷିଣ ଆଫ୍ରିକାର କ୍ୟାପଟାଉନରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇଛି । ଅଷ୍ଟ୍ରେଲିଆ ବିଜୟରେ ବେଥ ମୁନି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।…

ଭୋଟ୍ ଦେଉଛି ମେଘାଳୟ, ନାଗାଲାଣ୍ଡ

ଶବ୍ଦମିଡ଼ିଆ ବ୍ୟୁରୋ: ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଉଭୟ ରାଜ୍ୟକୁ ମିଶାଇ ମୋଟ ୧୧୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ଚାଲିଛି । ମେଘାଳୟର ୫୯ ଟି ସିଟ୍ ଏବଂ ନାଗାଲାଣ୍ଡରେ…

ସୁରେଶ ମହାପାତ୍ର OERC ଚେୟାରମ୍ୟାନ୍ ନିଯୁକ୍ତ

ଶବ୍ଦମିଡ଼ିଆ ବ୍ୟୁରୋ: ସୁରେଶ ମହାପାତ୍ର ହେବେ OERC ଚେୟାରମ୍ୟାନ୍ । ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ସୁରେଶ ମହାପାତ୍ର ଏବେ ଓଡ଼ିଶା ମୁଖ୍ୟ ଶାସନ…