Sun. Nov 29th, 2026

Month: February 2023

ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

ଶବ୍ଦ ଓଡିଶା ବ୍ୟୁରୋ: କଟକରୁ ଗିରଫ ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ ହୋଇଛି । ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ।୨୦୧୫ରେ ଦିଲ୍ଲୀ ପୁଲିସ୍ ସାଲେପୁରର ପଶ୍ଚିମକଛ ସାତବାଟିଆ…

ଡାକ୍ତର ବୀଣା ତିୱାରୀଙ୍କୁ ମିଳୁଛି ତୁର୍କୀର ଆଶୀର୍ବାଦ।

ଶବ୍ଦ ଓଡିଶା ବ୍ୟୁରୋ: ତୁର୍କୀରେ ଆସିଥିବା ଭୂମିକମ୍ପରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ଏହି ସଙ୍କଟ ମଧ୍ୟରେ ଭାରତ ସହଯୋଗର ହାତ ବଢାଇଛି । ସେନା ଏବଂ ଏନଡିଆରଏଫର ଟିମ ସେଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।…

ଜବରଦଖଲ ଉଚ୍ଛେଦ ଜାରି,ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ଵାରା ମହରୋଲିଠାରେ ଆଜି ପୁଣି ବୁଲିଲା ବୁଲଡୋଜର

ଶବ୍ଦମିଡ଼ିଆ ବ୍ୟୁରୋ:ଆସନ୍ତା କାଲି ଦିଲ୍ଲୀ ସ୍ଥିତ ମହରୋଲିଠାରେ ଡିଡିଏ ଦ୍ୱାରା ଜବରଦଖଲ ଉଚ୍ଛେଦ ହୋଇଥିଲା। ଆଜି ପୁଣି ମହରୋଲି ଠାରେ ଡିଡିଏ ଦ୍ୱାରା ବୁଲଡୋଜର ବୁଲାଇ ଲୋକଙ୍କ କୋଠା ବାଡ଼ି ଘରକୁ ଭାଙ୍ଗି ଦିଆଯାଇଛି।ଏସବୁ ଭିତରେ ସମ୍ପୂର୍ଣ୍ଣ ମହରୋଲି ଠାରେ ଉତ୍ୟକ୍ତ…

ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି:ରାଷ୍ଟ୍ରପତି

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି କଟକର ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ସେ ତାଙ୍କର ଅଭିଭାଷଣରେ ନିଜର କଥା ଆରମ୍ଭ କରିଥିଲେ।ଚାଉଳ ଜୀବନର ଶସ୍ୟ। ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କଣ ସମସ୍ତଙ୍କୁ ଜଣା। ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ…

କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶବ୍ଦମିଡ଼ିଆ ବ୍ୟୁରୋ:କଟକ: ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ । ଇଣ୍ଡିଆନ୍‌ ରାଇସ୍‌ କଂଗ୍ରେସର ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରପତି। କାର୍ଯ୍ୟକ୍ରମରେ ୩୫୦ ରୁ ଅଧିକ କୃଷି ବୈଜ୍ଞାନିକ ଉପସ୍ଥିତ ଅଛନ୍ତି।ମଞ୍ଚରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ…

୨୦ ହଜାର ଟଙ୍କାରୁ କମ ଦାମରେ କିଣନ୍ତୁ ଆଇ ଫୋନ ୧୨

ଶବ୍ଦମିଡ଼ିଆ ବ୍ୟୁରୋ:ବହୁତ କମ ଦାମରେ ଆଇଫୋନ ୧୨ ମିନିକୁ କିଣିବାର ମୌକା ଦେଉଛିି ଇକମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ। ଶାନଦାର ଡିସକାଉଣ୍ଟରେ ଆପଣ ଏହି ଫୋନକୁ କିଣିପାରିବେ ଖୁବ ଶସ୍ତାରେ ପାଓ୍ଵାରଫୁଲ ଫିଚର୍ସ ୫ଜି ଆଇଫୋନକୁ କିିଣିବା ପାଇଁ ଏବେ ଆପଣଙ୍କୁ ଆଉ…

ସରକାରଙ୍କ ପାତର ଅନ୍ତର ନୀତି,ରାଜଧାନୀରେ ପୁଣି ଧାରଣା ଦେବେ ଅଧ୍ୟାପକ କର୍ମଚାରୀ ସଂଘ

ଶବ୍ଦମିଡ଼ିଆ ବ୍ୟୁରୋ:ସମାନ କାମକୁ ସମାନ ଦରମା। ଏହି ଉକ୍ତିକୁ ପାଳନ ମଧ୍ୟ କରିଥିଲେ ସରକାର।ସେମାନେ ସମାନ କାମ କରୁଥିଲେ ଓ ବର୍ଷେ ହେଲା ସମାନ ଦରମା ବି ପାଇ ଆସୁଥିଲେ। ହେଲେ ହଠାତ୍‌ ସରକାରଙ୍କ ଏକ ନିଷ୍ପତ୍ତି ପୁଣିଥରେ ବିଭେଦର ସୀମାରେଖା…

ଏଟିଏମରୁ ଚୋରି କରି,ଏଟିଏମ ଜାଳିଦେଲେ ଦୁର୍ବୁତ୍ତ

ଶବ୍ଦମିଡ଼ିଆ ବ୍ୟୁରୋ:ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖ ରେ ଥିବା ଏସବିଆଇ ଏଟିଏମ ରୁ ବିଳମ୍ବିତ ରାତି ୩ ଟା ୩୦ ରୁ ୩,୪୫ ମି ମଧ୍ୟରେ ଚୋରି ହୋଇଛି। ଏଟିଏମ ରେ ଗଛିତ ଥିବା…

ଅଦ୍ଭୂତ:ରେଳଷ୍ଟେସନର ନାହିଁ ନାଁ, ଅସୁବିଧାର ସାମ୍ନା କରୁଛନ୍ତି ଯାତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ:ଗୁରୁଡ଼ିଝାଟିଆ ପୂର୍ବତଟ ରେଳ ବିଭାଗ ଅଧିନରେ ରହିଛି ଛଅଗାଁସ୍ଥିତ ଗୁରୁଡ଼ିଝାଟିଆ ରେଳଷ୍ଟେସନ। କୁମାରପୁର, ଛଅଗାଁ, ଗୁରୁଡ଼ିଝାଟିଆ, ଗୋବରା ଓ ଓରନ୍ଦା ପଞ୍ଚାୟତର ଜନସାଧାରଣ ଏହି ରେଳଷ୍ଟେସନ ଉପରେ ନିର୍ଭରଶୀଳ ଅଟନ୍ତି। ଦୈନିକ ଶତାଧିକ ଯାତ୍ରୀ ଭୂବନେଶ୍ୱର, କଟକ ସହିତ ରାଉଲକେଲା…

ଓଡିଶା ଆସିବେ ସୁରେଶ ରାଇନା

ଶବ୍ଦମିଡ଼ିଆ ବ୍ୟୁରୋ: ଭାରତୀୟ ପୂର୍ବତନ କ୍ରିକେଟର ସୁରେଶ ରାଇନା ଆସନ୍ତା ୧୫ ତାରିଖ ବୁଧବାର କଟକ ଗସ୍ତରେ ଆସୁଛନ୍ତି। ବାଳିସ୍ଥିତ ଏମ୍‌ଜିଏମ୍‌ ସ୍ପୋର୍ଟ୍ସ ସ୍କୁଲ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଉଥିବା ଜଣାପଡ଼ିଛି। ଏହି ସ୍ପୋର୍ଟ୍ସ ସ୍କୁଲ୍‌ରେ ବହୁବିଧ…