କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶବ୍ଦମିଡ଼ିଆ ବ୍ୟୁରୋ:କଟକ: ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ । ଇଣ୍ଡିଆନ୍‌ ରାଇସ୍‌ କଂଗ୍ରେସର ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରପତି। କାର୍ଯ୍ୟକ୍ରମରେ ୩୫୦ ରୁ ଅଧିକ କୃଷି ବୈଜ୍ଞାନିକ ଉପସ୍ଥିତ ଅଛନ୍ତି।ମଞ୍ଚରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର-ରାଜ୍ୟ କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି। କଟକ ବିଦ୍ୟାଧରପୁରର NRRI ଅଡିଟୋରିୟମ ରେ ଚାଲିଛି କାର୍ଯ୍ୟକ୍ରମ। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ NRRIରେ ପହଞ୍ଚିଥିଲେ ରାଷ୍ଟ୍ରପତି।

You May Also Like

More From Author

+ There are no comments

Add yours