୨୦ ହଜାର ଟଙ୍କାରୁ କମ ଦାମରେ କିଣନ୍ତୁ ଆଇ ଫୋନ ୧୨

ଶବ୍ଦମିଡ଼ିଆ ବ୍ୟୁରୋ:ବହୁତ କମ ଦାମରେ ଆଇଫୋନ ୧୨ ମିନିକୁ କିଣିବାର ମୌକା ଦେଉଛିି ଇକମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ। ଶାନଦାର ଡିସକାଉଣ୍ଟରେ ଆପଣ ଏହି ଫୋନକୁ କିଣିପାରିବେ ଖୁବ ଶସ୍ତାରେ ପାଓ୍ଵାରଫୁଲ ଫିଚର୍ସ ୫ଜି ଆଇଫୋନକୁ କିିଣିବା ପାଇଁ ଏବେ ଆପଣଙ୍କୁ ଆଉ ବେଶି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏବେ କମ୍ପାନୀର ଶେଷ ମିନି ମଡେଲକୁ ଅରିଜିନାଲ ଦାମରୁ ମଧ୍ୟ କମ ଦାମରେ କିଣିପାରିବେ।

ଆପଲ ୧୨ ନିଜ ସିରିଚରେ ଏକ ନୂଆ କମ୍ପାକ୍ଟ ସାଇଜର ଆଇଫୋନ ୧୨ ମିନି ମଡେଲ କୁ ଲଞ୍ଚ କରିଛି। ୫ଜି କନେକ୍ଟିଭିଟି ଏହି ଆଇଫୋନ ମଡେଲରେ ଷ୍ଟାଣ୍ଡାର୍ଡ ଡିସକାଉଣ୍ଟ ବ୍ୟତିତ ଏକ୍ସଚେଞ୍ଜ ଅଫର ର ଫାଇଦା ଉଠାଇପାରିବେ।

ତେବେ ଆଇଫୋନ ୧୨ ମିନି ସାଇଜରେ କମ୍ପାକ୍ଟ ହେଲେ ମଦ୍ୟ ଏହାର ପର୍ଫମାନ୍ସ ଓ କ୍ୟାମେରା ମାମଲାରେ ଲାଇନଅପ୍‌ ଅନ୍ୟ ମଡେଲ ଭଳି ଦମଦାର ରହିଛି। ଭାରତରେ ଆଇଫୋନ ୧୨ ମିନି କୁ ୬୯,୯୦୦ ଟଙ୍କାର ପ୍ରାରମ୍ଭିକ ଦାମରେ ଲଞ୍ଚ କରାଯାଇଥିଲା। କିନ୍ତୁ ଏବେ ଏଥିରେ ଭାରି ଡିସକାଉଣ୍ଟ ଦିଆଯାଉଛି। ଭାଲେଣ୍ଟାଇନ ଡେ ପାଇଁ ଆପଣ ଏହି ଫୋନକୁ ମାତ୍ର କମ ଦାମରେ କିରି ଘରକୁ ଆଣିପାରିବେ। ଡିସକାଉଣ୍ଟରେ ଏହାର ଦାମ ହୋଇଯାଇଛି ମାତ ୧୯,୯୦୦ ଟଙ୍କା। ମାନେ ଆପଣ ୨୦ ହଜାର ଟଙକାରୁ ବି କମ ଦାମରେ ଏହାକୁ କିଣିପାରିବେ। ଜାଣନ୍ତୁ ଏବେ ଆପଣ ଏହି ଅଫରର କିପରି ଫାଇଦା ଉଠାଇବେ।

ଆପଲ ଆଇଫୋନ ୧୨ ମିନିର ଦାମ କଟିଲେ ୫୯,୯୦୦ ଟଙ୍କା ହୋଇଯିବ। କିନ୍ତୁ ଏଥିରେ ୨୯% ଡିସକାଉଣ୍ଟ ପରେ ଫ୍ଲିପକାର୍ଟରେ ରେ ୪୧,୯୯୯ ଟଙ୍କାରେ ଏହାକୁ ଲିଷ୍ଟ କରାଯାଇଛି। ଫ୍ଲିପକାର୍ଟର ଆକ୍ସିସ ବ୍ୟାଙ୍କର କାର୍ଡ ଭୁଗତାନ ପରେ ୫% ର କ୍ୟାସବ୍ୟାକ ମିଳିବ। ଏହାପରେ ଡିଭାଇସର ଦାମ ୩୯,୯୦୦ ଟଙ୍କା ହେବ।

ଯଦି ନୂଆ ଆଇଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ପୁରୁଣା ଫୋନର ଏକ୍ସଚେଞ୍ଜ କରିପାରିବେ। ତେବେ ଫ୍ଲିପକାର୍ଟରେ ୨୦ ହଜାର ପର୍ଯ୍ୟନ୍ତ ଅଫର ରହିଛି। ତେବେ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ପୁରୁଣା ଫୋନର କଣ୍ଡି ସନ ଭଲ ଥିବ। ଏମିତିରେ ଆଇଫୋନ ୧୨ ମିନିର ଦାମ ପୁରା କମ ହୋଇଯିବ। ମାନେ ଦାମ କଟି ୨୦ ହଜାର ଟଙ୍କାରୁ କମିଯିବ।

କାଲିଫର୍ଣ୍ଣିଆର ଟେକ କମ୍ପାନୀ ଆଇଫୋନ ୧୨ ମିନି ପରେ କୌଣସି ମିନି କିମ୍ବା କମ୍ପାକ୍ଟ ମଡେଲକୁ ଲଞ୍ଚ କରିନାହିଁ। ଏହି ଡିଭାଇସ ରେ ୫.୪ ଇଞ୍ଚ ର ସୁପର ରେଟିନା XDR ଡିସପ୍ଲେ ଦିଆଯାଇଛି। ଦମଦାର ପର୍ଫମାନ୍ସ ପାଇଁ ଏଥିରେ A14 Bionic ଚିପସେଟ ମିଳୁଛି। ଏହି ଡିଭାଇସ ରେ ରିୟର ପ୍ୟାନେଲ ରେ ଆଇଫୋନ ୧୨ ଭଳି ୧୨ଏମପି ଦୁଆଲ ରିୟର କ୍ୟାମେରା ସେଟଅପ୍‌ ଦିଆଯାଇଛି। ଏଥିରେ ଲମ୍ବା ବ୍ୟାଟେରୀ ଲାଇଫ ମଧ୍ୟ ଦିଆଯାଇଛି।

You May Also Like

More From Author

+ There are no comments

Add yours