Sun. Nov 29th, 2026

Month: February 2023

ରାଜ୍ୟସଭା ସଭାପତିଙ୍କୁ ଆଙ୍ଗୁଳି ଦେଖାଇଲେ ଜୟା ବଚ୍ଚନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟସଭା ସାଂସଦ ଜୟା ବଚ୍ଚନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ସପାର ଏହି ନେତ୍ରୀଙ୍କୁ ତାଙ୍କ ବ୍ୟବହାର ପାଇଁ ଟ୍ରୋଲ କରାଯାଉଛି । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ଆଙ୍ଗୁଠି ଦେଖାଉଥିବା ଭିଡିଓ ଭାଇରାଲ…

ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟ ବଜେଟ ଅଧିବେଶନ ପୂର୍ବରୁ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ସହିତ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ । ଲୋକସେବା ଭବନରେ ବସିବ ଏହି ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ…

ଦିନେ ଭିକ୍ଷାବୃତ୍ତି କରୁଥିଲେ କିନ୍ନର… ଆଜି ‘ନାଇଟ ଫୁଡକୋର୍ଟ’ର ମାଲିକ।

ଶବ୍ଦ ଓଡିଶା ବ୍ୟୁରୋ: ଅନେକ ସମୟ ଧରି ସମାଜରେ ଅବହେଳିତ ହୋଇ ରହିଥିଲେ କିନ୍ନର ସମ୍ପ୍ରଦାୟ । ସମାଜରେ ତାଙ୍କୁ ଘୃଣ୍ୟ ଦୃଷ୍ଟିରେ ମଧ୍ୟ ଦେଖାଯାଉଥିଲା । ତେବେ ଏହିଭଳି କିଛି କିନ୍ନର ରହିଛନ୍ତି ଯେଉଁମାନେ ସମସ୍ତ ଭାବନାକୁ ପରିବର୍ତ୍ତନ କରି…

ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନାର ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ଏଥିସହ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ…

ଆଜିଠୁ ପୁଣି ବଢିବ ଶୀତ, ଖସିବ ରାତି ତାପମାତ୍ରା

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠୁ ପୁଣି ବଢିବ ଶୀତ, ଖସିବ ରାତି ତାପମାତ୍ରା । ଗତ କିଛି ଦିନ ଧରି ଦିନରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବା ବେଳେ ରାତିରେ ଶୀତର ପ୍ରକୋପ ମଧ୍ୟ ଜାରି ରହିଛି । ରାଜ୍ୟରେ ସର୍ବନିମ୍ନ…

୪ ହାଇକୋର୍ଟକୁ ମିଳିଲା ମୁଖ୍ୟ ବିଚାରପତି

ଶବ୍ଦ ଓଡିଶା ବ୍ୟୁରୋ: ଦେଶର ଚାରିଟି ହାଇକୋର୍ଟକୁ ରବିବାର ନୂଆ ମୁଖ୍ୟ ବିଚାରପତି ମିଳିଛି । ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସୋନିଆ ଗିରିଧର ଗୋକାନୀଙ୍କୁ ନିଯୁକ୍ତି ମିଳିଛି । ଶୁକ୍ରବାର ତାଙ୍କୁ ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଭାବେ…

ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ, ୬୮ କିମିକୁ ମିଳିଲା ଜଙ୍ଗଲ ଅନୁମତି

ଶବ୍ଦ ଓଡିଶା ବ୍ୟୁରୋ: ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳଲାଇନ ପ୍ରକଳ୍ପରେ ଜଙ୍ଗଲ ଜମିକୁ ଫରେଷ୍ଟ କ୍ଲିୟରାନ୍ସ ମିଳିଛି । ପୁରୁଣାକଟକରୁ ଦଶପଲା ଯାଏଁ ୬୮ କିଲୋମିଟର ଜଙ୍ଗଲ ଜମିକୁ ଜଙ୍ଗଲ ବିଭାଗ ଅନୁମତି ପ୍ରଦାନ କରିଥିବା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…

ଆଜିଠାରୁ ଆରମ୍ଭ ବାରବାଟୀ ଫେଷ୍ଟିଭାଲ

ଶବ୍ଦମିଡ଼ିଆ ବ୍ୟୁରୋ:କଟକ ପୁଣି ଆରମ୍ଭ ହେବାକୁ ଯାଉଛି ବାରବାଟୀ ଫେଷ୍ଟିଭାଲ କଟକବାସୀ ପୁଣି ଥରେ ବୁଲିବାର ସୁଯୋଗ ପାଇବେ । ଆଜିଠୁ କଟକ ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହେବ 22ତମ ବାରବାଟୀ ଫେଷ୍ଟିଭାଲ । ଭଳିକି ଭଳି ନୃତ୍ୟ ସାଙ୍ଗକୁ…

ମଝି ଚିଲିକାରେ ଫସିଲା ଭସାପୋଲ,ଫସିଛନ୍ତି ଶତାଧିକ ଯାତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ:ଚିଲିକା ମଝିରେ ଫସିଲା ଭସାପୋଲା। ଶତାଧିକ ଯାତ୍ରୀଙ୍କ ସମେତ ୨ ଟି ଯାତ୍ରୀବାହୀ ବସ ଓ ୨୦ ରୁ ଅଧିକ ବାଇକ ସେହି ଭସାପୋଲାରେ ରହିଥିଲା। ଖବର ଅନୁଯାୟୀ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ରୁ ଜହ୍ନିକୁଦା ଆଭିମୂଖେ…

ଭାରତକୁ ଆସିବେ ୧୨ ଚିତା ବାଘ

ଶବ୍ଦମିଡ଼ିଆ ବ୍ୟୁରୋ:ଆସନ୍ତା ୧୮ ତାରିଖରରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଦ୍ବିତୀୟ ଦଫାରେ ଆଉ ୧୨ଟି ଚିତାବାଘ ଆଣିବାକୁ ​ଯୋଜନା ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ। ଜଙ୍ଗଲ ବିଭାଗର ଯୋଜନାନୁଯାୟୀ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାବାଘ…