Sun. Nov 29th, 2026

Month: January 2023

ସମୁଦ୍ରରେ ନିଖୋଜ ୨ ଟ୍ରଲର, ୧୩ ମତ୍ସ୍ୟଜୀବୀ ,ତଟରକ୍ଷୀ ବାହିନୀର ସର୍ଚ୍ଚ ଅପରେସନ

ଶବ୍ଦ ଓଡିଶା ବ୍ୟୁରୋ: ପାରାଦୀପ ସମୁଦ୍ରରେ ୧୩ ମତ୍ସ୍ୟଜୀବୀ ନିଖୋଜ । ୨ଟି ଟ୍ରଲରରେ ୧୩ ମତ୍ସ୍ୟଜୀବୀ ନିଖୋଜ ହୋଇଛନ୍ତି । ଟ୍ରଲର ଦେବୀ ଲକ୍ଷ୍ମୀ ଓ କିନ୍ନରାର ପତ୍ତା ମିଳୁନି । ୫ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କ କୌଣସି…

ଅବତରଣର ୧୦ ସେକେଣ୍ଡ ପୂର୍ବରୁ ପ୍ଲେନ କ୍ରାସ୍ … ଚୀନ ସହାୟତାରେ ନିର୍ମାଣ ହୋଇଥଲା ବିମାନବନ୍ଦର

ଶବ୍ଦ ଓଡିଶା ବ୍ୟୁରୋ: ନେପାଳ ପୋଖରାରେ ରବିବାର ୟତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୬୮ ଯାତ୍ରୀଙ୍କ ସମେତ ୭୨ ଜଣ ସବାର ଥିଲେ । ୟତି ଏୟାରଲାଇନ୍ସର ଏଟିଆର-୭୨ ପୋଖରା ଏୟାରପୋର୍ଟ ପହଞ୍ଚିବାର ୧୦ ସେକେଣ୍ଡ ପୂର୍ବରୁ…

ବିଜେପି ନେତାଙ୍କୁ ହତ୍ୟା ଧମକ ଦେଇ ମୁମ୍ବାଇରୁ ଯୁବକ ଗିରଫ।

ଶବ୍ଦ ଓଡିଶା ବ୍ୟୁରୋ: ବିଜେପି ନେତା ଓ ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ୍ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ…

୩୦ ବର୍ଷରେ ୨୭ ବିମାନ ଦୁର୍ଘଟଣା… ଜାଣନ୍ତୁ ନେପାଳରେ ବିମାନ ଦୁର୍ଘଟଣାର କାରଣ କଣ?

ଶବ୍ଦ ଓଡିଶା ବ୍ୟୁରୋ: ନେପାଳର ପୋଖରାରେ ରବିବାର ମର୍ମନ୍ତୁଦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୬୮ ଯାତ୍ରୀଥିବା ବେଳେ ସେଥିରେ ୫ ଭାରତୀୟ ଏବଂ ୧୪ ବିଦେଶୀ ନାଗରିକ ଥିଲେ । ଦୁର୍ଘଟଣା ପରେ ନେପାଳ କ୍ୟାବିନେଟର ଜରୁରୀ ବୈଠକ…

ଚିଲିକାରେ ଯାତ୍ରୀ ସୁରକ୍ଷା ଓ କୋଭିଡ ସଚେତନତାକୁ ନେଇ ସାଧାରଣ ସଭା

ଭାରତର ବୃହତ ଲୁଣା ହ୍ରଦ ଚିଲିକା । ଗୋଟିଏ ପଟେ ମାଆ କାଳିଜାଇଙ୍କ ମନରୋମ ପୀଠ,ଅନ୍ୟପଟେ ଶ୍ରୀଜଗନ୍ନାଥଙ୍କ ଗୁପ୍ତଲୀଳାର କ୍ଷେତ୍ରର କାଙ୍କଣଶିଖରୀ,ବିଦେଶାଗତ ପକ୍ଷୀଙ୍କ ପ୍ରିୟ ନଳବଣ ଓ ଚଢେଇଗୁହା । ପ୍ରାକୃତିକ ଶୋଭାରେ ଟିକେ ଆନମନା ହେବାକୁ ଓ ଆଧ୍ୟାତ୍ମିକ ଭାବରେ…

ବୁର୍ଜ ଖଲିଫାରେ ପଠାନ କ୍ରେଜ

ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମ ‘ପଠାନ’ର ରିଲିଜ ତାରିଖ ଯେତେ ପାଖେଇ ଆସୁଛି ପ୍ରଶଂସକଙ୍କ ହୃଦୟସ୍ପନ୍ଦନ ସେତେ ବଢିଚାଲିଛି । ଫିଲ୍ମର ଟ୍ରେଲରକୁ ମଧ୍ୟ ଲୋକଙ୍କ ଭଲ ପ୍ରତିକ୍ରିୟା ମିଳିଛି । ବଲିଉଡ…

ଅଣାୟତରେ ଚୀନ କରୋନା ସଂକ୍ରମଣ

ଚୀନରେ କରୋନା ଭାଇରସ ଆତଙ୍କ ଖେଳାଇଛି । ପ୍ରତିଦିନ ଲକ୍ଷାଧିକ ଲୋକେ ସଂକ୍ରମିତ ହେଉଥିବା ନେଇ ସୂଚନା ମିଳିଛି । ଚୀନରେ ମାସକ ମଧ୍ୟରେ ପାଖାପାଖି ୬୦ ହଜାର କରୋନା ମୃତ୍ୟୁ ହୋଇଛି । ଡିସେମ୍ବର ୮ରୁ ଜାନୁଆରି ୧୨ ମଧ୍ୟରେ…

ବିସ୍ଥାପିତ ମହିଳାଙ୍କ ମୃତ୍ୟୁ ପ୍ରସଙ୍ଗ, ରାୟଗଡା କଂଗ୍ରେସର ଆନ୍ଦୋଳନ ଚେତାବନୀ

ଉତ୍କଳ ଆଲୁମିନା କାରଖାନା ଦ୍ୱାରା ବିସ୍ଥାପିତ ଶିଳାବତୀ ନାୟକଙ୍କ ମୃତ୍ୟୁ ପରେ ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରେ ତେଜୁଛି ଜନ ଅସନ୍ତୋଷ । ପରିବାରକୁ ଅନୁକମ୍ପା ରାଶି ସହ ମୃତ ଶିଳାବତୀଙ୍କ ନବଜାତ ଶିଶୁର ସମସ୍ତ ଭରଣ ପୋଷଣ ଦାୟୀତ୍ୱ କମ୍ପାନୀ…

ପ୍ରତ୍ୟେକ ଦିନ ମନକୁ ଆସିଥାଏ ୧୧ଟି ନକରାତ୍ମକ ଚିନ୍ତା, ୪୩ ପ୍ରତିଶତ କରିପାରନ୍ତି ଲଢେଇ ।

ଶବ୍ଦ ଓଡିଶା ବ୍ୟୁରୋ: ଆମ ଜୀବନରେ ସଫଳତା ଆଉ ବିଫଳତା ଆମ ବିଚାର ଉପରେ ବଡ ପ୍ରଭାବ ପକାଏ । ଆମ ମନରେ ଅନେକ ଥର ସକରାତ୍ମକ ଚିନ୍ତା ଆସୁଥିବା ବେଳେ ଅନେକ ଥର ନକରାତ୍ମକ ଚିନ୍ତା ମଧ୍ୟ ଆସିଥାଏ ।…

ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଦିନିକିଆ, ଥିରୁଅନନ୍ତପୂରମ ମୁହାଁମୁହିଁ ହେବେ ଦୁଇ ଦଳ ।

ଶବ୍ଦ ଓଡିଶା ବ୍ୟୁରୋ: ଭାରତ, ଶ୍ରୀଲଙ୍କା ମଧ୍ୟରେ ଆଜି ତୃତୀୟ ଦିନିକିଆ ଖେଳାଯିବ । ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଥିରୁଅନନ୍ତପୁରମରେ ଖେଳାଯିବ । ଭାରତ ପ୍ରଥମ ଦୁଇ ମ୍ୟାଚ ଜିତି ଭାରତ କ୍ଲିନ ସୁଇପ କରିବା ଲକ୍ଷ୍ୟରେ…