Thu. Oct 15th, 2026

Month: December 2022

ଭାଗବଣ୍ଟାରେ ଚାଲିବ ନେପାଳରେ ସରକାର

ଶେଷ ହେଲା ନେପାଳ ରାଜନୈତିକ ଅସ୍ଥିରତା । ଭାଗବଣ୍ଟାରେ ହେବ ସରକାର । ପ୍ରଥମ ଅଢେଇ ବର୍ଷ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ହେବେ ପ୍ରଧାନମନ୍ତ୍ରୀ । ଏହାପରେ ସିପିଏନ-ୟୁଏମଏଲ ସରକାର ଗଢ଼ିବେ । ୫ ଦଳଙ୍କ ସମର୍ଥନରେ ପ୍ରଚଣ୍ଡ…

ଉତ୍ତର ଭାରତରେ ଶୀତ ଲହରୀ ଜାରି, ଦିଲ୍ଲୀ-ଏନସିଆରରେ ଦୁଇ ଦିନ ପାଇଁ ଆଲର୍ଟ

ପାହାଡିଆ ଅଞ୍ଚଳରେ ବରଫପାତ କାରଣରୁ ଉତ୍ତର ଭାରତରେ ଶୀତ ଲହରୀ ଜାରିରହିଛି । ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ, ୟୁପିରେ ଶନିବାର ସନ୍ଧ୍ୟାରେ ଥଣ୍ଡା ପବନ ବହିଥିଲା । ସକାଳୁ କୁହୁଡି କାରଣରୁ ଲୋକେ ବେସ ପ୍ରଭାବିତ ହେଉଛନ୍ତି । ରାଜଧାନୀରେ ଭିଜିବିଲିଟି…

କିଡନୀ ପ୍ରତିରୋପଣ ପରେ ଡାକ୍ତରଖାନାରୁ ବାହାରିଲେ ଲାଲୁ ଯାଦବ

କିଡନୀ ପ୍ରତିରୋପଣ ପରେ ଡାକ୍ତରଖାନାରୁ ବାହାରିଲେ ଲାଲୁ ଯାଦବ । ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ପରେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ । ତେବେ ବର୍ତ୍ତମାନ ମଧ୍ୟ ସେ ସିଙ୍ଗାପୁରରେ ଅଛନ୍ତି । ଡାକ୍ତରଖାନା ପାଖରେ ତାଙ୍କୁ ରଖାଯାଇଛି…

ସେନା ଅଫିସରଙ୍କ ମାଆଙ୍କ ପ୍ରତି ସମ୍ମାନ, ଅବସର ପୂର୍ବରୁ ଶେଷ ସାଲ୍ୟୁଟ୍ କଲା ପୁଅ

ସେନା ଅଫିସରଙ୍କ ମାଆଙ୍କ ପ୍ରତି ସମ୍ମାନ, ଅବସର ପୂର୍ବରୁ ଘରକୁ ଆସି କଲେ ଶେଷ ସାଲ୍ୟୁଟ୍ କଲା ପୁଅମାଆ ଆଉ ପୁଅର ସମ୍ପର୍କ ଏକ ଅତୁଟ ବନ୍ଧନ । ମାଆ ସବୁବେଳେ ଚାହେଁ ପୁଅ ବହୁତ ଆଗକୁ ବଢୁ । ନିଜର…

ଟ୍ୱିଟି ବୋର୍ଡ ଇ°ଲିଶ ମିଡିଅମ ସ୍କୁଲ ର ବାର୍ଷିକ ଉତ୍ସବ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ” ଟ୍ୱିଟି ବାର୍ଡ ଇ°ଲିଶ ମିଡିଅମ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ତଥା ସ°ପାଦକ ସୁରେଶ କୁମାର ଦାଶ ଙ୍କ ସ°ଯୋଜନା ତଥା…

ବାଲୁକା କଳା ଜରିଆରେ ଶାନ୍ତିର ବାର୍ତ୍ତା

ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ନିର୍ମାଣ କରିଛନ୍ତି ସାନ୍ତାକ୍ଲୁଜ ପ୍ରତିକୃତିର ସୁନ୍ଦର ବାଲୁକା କଳା । ପୁରୀର ସ୍ୱର୍ଣ୍ଣ|ଭ ବେଳାଭୂମିରେ ସାନ୍ତାକ୍ଲୁଜ ଜରିଆରେ ଶାନ୍ତି ଓ ସୌଦାର୍ଦ୍ଦ୍ୟର ବାର୍ତ୍ତା ଜଣାଉଛି ଏହି ସୁନ୍ଦର ବାଲୁକା କଳା…

ବର୍ଣ୍ଣବୋଧ ପାଠଶାଳାକୁ ମିଳୁଛି ଶ୍ରଦ୍ଧା ଓ ସହଯୋଗ

ଭୁବନେଶ୍ୱର: ଯଶୋଦା ମା ଫାଉଣ୍ଡେସନର ବର୍ଣ୍ଣବୋଧ ପାଠଶାଳାକୁ ମିଳୁଛି ଶ୍ରଦ୍ଧା ଓ ସହଯୋଗ । ସୀତାନାଥ ବସ୍ତି, ସୋମନାଥ ବସ୍ତି,ପଣ୍ଡାପାର୍କ ବସ୍ତି,ଜଗନ୍ନାଥ ଆମ୍ବତୋଟା ବସ୍ତିରେ ଚାଲିଥିବା ବର୍ଣ୍ଣବୋଧ ପାଠଶାଳାର ଉଦ୍ୟମକୁ ସଭିଏଁ ପ୍ରଶଂସା କରିବା ସହ ବର୍ଣ୍ଣବୋଧ ପାଠଶାଳା ବୁଲି ଦେଖୁଛନ୍ତି…

ଜଳ,ଜମି,ଜଙ୍ଗଲ ଅଧିକାର ପାଇଁ ଚାଷୀ ମୂଲିଆ ସଂଘର ଜନସଭା

ଜଳ,ଜମି,ଜଙ୍ଗଲ ସୁରକ୍ଷା ଓ ଅଧିକାର ପାଇଁ ବାଣପୁର ବ୍ଲକର ନୀଳାଦ୍ରୀ ପ୍ରସାଦ ପଡିଆରେ ଠାରେ ବିଶାଳ ଜନସଭା କରିଛି ଚାଷୀ ମୂଲିଆ ଆଦିବାସୀ ସଙ୍ଘ । କେନ୍ଦ୍ର ସରକାରଙ୍କ 2022 ମସିହାରେ ହୋଇଥିବା ଜଙ୍ଗଲ ଅଧିକାର ଆଇନ ବିରୋଧରେ ଏକାଠି ହୋଇଛନ୍ତି…

ଯଶୋଦା ମାଆ

ଶିକ୍ଷାର ପ୍ରଦୀପ ଜଳାଇବା ପାଇଁକେତେ ଚେଷ୍ଟା ହୁଏ ଅଙ୍କାଧନ୍ୟ ତୁମେ ଧନ୍ୟ ଯଶୋଦା ମାଆ ହେନାମ ନିବେଦିତା ଲେଙ୍କା।୧। ସଂଘର୍ଷ ଆସିଛି ସଂଗ୍ରାମ ଚାଲିଛିଜୀବନର ଚଲାପଥେପଛକୁ ହଟିନ ହାରିବା ଶିଖିନଚାଲିଛ ବିଜୟ ରଥେ।୨। ମାତୃଭାଷା ଶିକ୍ଷା ବର୍ଣ୍ଣବୋଧ ପାଠଶିଖିଲେ ଅନେକ ପିଲାପାଞ୍ଚଟି…

କାନାଡାରୁ ବରଫପାତର ମନୋରମ ଦୃଶ୍ୟ, ମଜା ନିଅନ୍ତୁ

ଥିରି ଥରି ସବୁଠି ଓହ୍ଲାଇ ଆସୁଛି ଶୀତ । ବରଫର ଚାଦର ତଳେ ସତେଯେମିତି ମୁହଁ ଲୁଚାଇଛି ସବୁଜିମା । କେବେ ଗଛରେ ତ ଆଉ କେବେ ରାସ୍ତାରେ ମେଞ୍ଚା ମେଞ୍ଚା ବରଫ,ହୃଦୟରେ ସୃଷ୍ଟି କରୁଛି ଉନ୍ମାଦନା ଓ ଆକର୍ଷଣ ।…