ସନ୍ତୋଷ ଟ୍ରଫି,ଉତ୍ତରାଖଣ୍ଡକୁ ୨-୧ରେ ପରାସ୍ତ କଲା ଦିଲ୍ଲୀ
୭୬ତମ ଜାତୀୟ ସନ୍ତୋଷ ଟ୍ରଫିରେ ଏକ ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀ ଉତ୍ତରାଖଣ୍ଡକୁ ୨-୧ରେ ପରାସ୍ତ କରିଛି । ଫୁଟବଲରେ ଭାରତ ମଧ୍ୟ ଉଜ୍ଜ୍ୱଳ ହେବ, ଯୁବ ପିଢି ଫୁଟବଲ ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରଶଂସକମାନେ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ…