Thu. Oct 15th, 2026

Category: ସହର

ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର :୨୨/୩ (ଦିଲୀପ ମହାନ୍ତି )-ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଓ ରାଜ୍ୟ ପୋଲିସ ନୋଡ଼ାଲ ଅଧୂକାରୀ ଶ୍ରୀ ସଂଜୟ କୁମାର ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପ୍ରସ୍ତୁତି ସମୀକ୍ଷା କରିଛନ୍ତି…

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୁହରି ମହତାବ

ବିଜୁ ଜନତା ଦଳକୁ ବାଏବାଏ କରିଛନ୍ତି କଟକ ସାଂସଦ ଭର୍ତୃହରି ମହତାବ । ଏନେଇ ସେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ବିଜୁ ଜନତା ଦଳ ଗଠନ ଦିନଠାରୁ ସେ ଦଳରେ ଥିବାବେଳେ ଆଜି ବିଜେଡ଼ିର…

ଶାନ୍ତିପୂର୍ଣ ନିର୍ବାଚନ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ନିର୍ବାଚନ ତାରିଖ ଘୋଷଣା ସହ ଆଚରଣ ବିଧି ଲାଗୁ ହୋଇଛି। ତେବେ ରାୟଗଡ ଜିଲ୍ଲାରେ କିପରି ସ୍ୱଚ୍ଛ, ଅବାଧ ନିର୍ବାଚନ ହେବ ସେ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ଚଳିତ ବର୍ଷ ଓଡିଶାରେ ଉଭୟ ବିଧାନସଭା ଓ ଲୋକସଭା…

ରକ୍ତ ଦାନ ଶିବିର ଆୟୋଜନ କରି ପାଳିଲେ ଜନ୍ମ ଦିନ

ରକ୍ତ ଦାନ ଶିବିର ଆୟୋଜନ କରି ନିଆରା ଢଙ୍ଗରେ ପାଳନ କରିଛନ୍ତି ନିଜର ଜନ୍ମ ଦିନ ପ୍ରଭାସିନୀ ଷଡଙ୍ଗୀ , ଭୁବନେଶ୍ବର Capital Hospital ରକ୍ତ ଭଣ୍ଡାର ବିଭାଗ ପରିସରରେ ନିଆରା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥି…

ସାଧାରଣ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର

ସାଧାରଣ ନିର୍ବାଚନ ୨୦୨୪କୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମୀଳନି କକ୍ଷରେ ଏକ ସାମ୍ବାଦୀକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲାବାସିଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷି ଅଧୀକ୍ଷକ । ଉଭୟ…

ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ନିର୍ବାଚନ ତାରିଖ ଘୋଷଣା ଓ ଆଚରଣ ବିଧି ଲାଗୁ ହେଲା ପରେ କିପରି ରାୟଗଡ ଜିଲ୍ଲାରେ ସ୍ୱଚ୍ଛ, ଅବାଧ ନିର୍ବାଚନ ହେବ ସେ ନେଇ ପ୍ରଶାସନ ତତ୍ପର ପ୍ରକାଶ କରିଛି । ଚଳିତ ବର୍ଷ ଓଡିଶାରେ ଉଭୟ ବିଧାନସଭା ଓ ଲୋକସଭା…

ପିଲାଏ ପଢିବେ ‘ଛବିଳ ବର୍ଣ୍ଣବୋଧ’

ସ୍କୁଲ ଛାତ୍ରଛାତ୍ରୀ ପୁଣି ପଢ଼ିବେ ‘ଛବିଳ ବର୍ଣ୍ଣବୋଧ’ । ପୁଣି ଥରେ ପ୍ରକାଶ ପାଇବ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ଛବିଳ ବର୍ଣ୍ଣବୋଧ’ । ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବାବେଳେ, ‘ଛବିଳ…

ବସ୍ତିର ଛାତ୍ରୀ ତଥା ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ହ୍ୟୁମାନ ପୋଟେନସିଆଲ ଡେଭଲପମେଟ ଟ୍ରଷ୍ଟ ତରଫରୁ ସ୍ଥାନୀୟ ନିଳାଦ୍ରୀବିହାରର ରିକ୍ ସା କଲୋନି ଠାରେ ବସ୍ତିର ଛାତ୍ରୀ ତଥା ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର…

ରାୟଗଡ ଜିଲ୍ଲା ପରିଷଦର ୭୮ତମ ବୈଠକ ଅନୁଷ୍ଠିତ

ରାୟଗଡ -ରାୟଗଡ ଜିଲ୍ଲା ପରିଷଦର ୭୮ତମ ବୈଠକ ଆଜି ଅଧ୍ୟକ୍ଷl ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ଏହି ବୈଠକରେ, ମାନ୍ୟବର ଲୋକ ସଭା ସାଂସଦ ସପ୍ତଗିରି ଉଲ୍ଲକା,ମାନ୍ୟବର ବିଧାୟକ,…

ମିଳିଲା ବିଏସ୍କେୱାଇ ନବୀନ କାର୍ଡ

ହିତାଧିକାରୀଙ୍କୁ ମିଳିଲା ବିଏସ୍କେୱାଇ ନବୀନ କାର୍ଡ । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଖୋର୍ଦ୍ଧା ଓ ସମ୍ବଲପୁରର ହିତାଧିକାରୀଙ୍କୁ ଏହି କାର୍ଡ ବଂଟନ କରାଯାଇଛି । ରାଜ୍ୟର ପ୍ରତି ବ୍ଲକସ୍ତରରେ ୧୦୦ଟି ଲେଖାଏଁ କାର୍ଡ…