କଳାକାରଙ୍କ ସାଧାରଣ ବୈଠକ,ଓଡିଶା ସଂଗୀତ ନାଟକ ଏକାଡେମୀ ପାଇଁ ପ୍ରାର୍ଥୀ ଚୟନକୁ ନେଇ ବିରୋଧ
ରାୟଗଡା: ରାୟଗଡାର ସ୍ଥାନୀୟ ସଂସ୍କୃତି ଅନୁଷ୍ଠାନ ପରିସରରେ ରବିବାର ଦିନ କଳାକାର ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l କଳାକାର ମାନଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ବୈଠକ ରେ ପ୍ରାୟ 30 ରୁ ଉର୍ଦ୍ଧ କଳା କାର…