Thu. Oct 15th, 2026

Category: Trending

ବିକ୍ରି ହେବ ୯୦ ବର୍ଷ ପୁରୁଣା ଲିପଷ୍ଟିକ୍

ବିକ୍ରି ହୋଇଯିବ ୯୦ ବର୍ଷ ପୁରୁଣା ଲିପଷ୍ଟିକ୍ କମ୍ପାନୀ ରେଭଲନ । ଦେବାଳିଆ ହୋଇଯିବା ପରେ ବିକ୍ରି ହେବାକୁ ଆବେଦନ କରିଛି ଆମେରିକାର ଏହି ପ୍ରତିଷ୍ଠିତ କମ୍ପାନୀ। ଗୋଟିଏ ସମୟ ଥିଲା ଯେତେବେଳେ ଆମେରିକୀୟମାନେ ଏହି କସମେଟିକ୍ କମ୍ପାନୀ ରେଭଲନର ଲିପଷ୍ଟିକ…

ସାତକୋଶିଆରେ କୁଆଡେ ଗଲା ମହାବଳ?

ସାତକୋଶିଆରେ ବାଘଙ୍କ ସ୍ଥିତିକୁ ନେଇ ଚର୍ଚ୍ଚା । ନଭେମ୍ବର ମାସ ୧୩ ତାରିଖରୁ ବାଘର ମିଳୁନି ପତ୍ତା। ତେବେ କୁଆଡେ ଗଲା ବାଘୁଣୀ ସେ ନେଇ ଏବେ ମୁଣ୍ଡରେ ହାତ ଦେଲେଣି ବନ ବିଭାଗ। ଶେଷଥର ପାଇଁ ବାଘୁଣୀ ୧୩ ତାରିଖରେ…

ଅଣସରରେ ଅଲାରନାଥଙ୍କ ସାନିଧ୍ୟ

ମହାପ୍ରଭୁଙ୍କ ସ୍ନାନଯାତ୍ରା ପରେ ଆରମ୍ଭ ହୋଇଥାଏ ମହାପ୍ରଭୁଙ୍କ ଗୁପ୍ତନିତି ଅଣସର ନୀତି । ଏଥିରେ ଭକ୍ତ ଭଗବାନଙ୍କୁ ସ୍ଵଚକ୍ଷୁ ରେ ଦେଖିପାରେନି। ୧୫ଦିନ ଚାଲେ ମହାପ୍ରଭୁଙ୍କ ଅନବସର ବା ଅଣସର ନୀତି। ସ୍ନାନ ପୂର୍ଣ୍ଣିମା ରେ ଅତ୍ୟଧିକ ଗାଧୋଇବା ହେତୁ ମହାବାହୁ…

କିଲିମିଞ୍ଜାରୋ ଶିଖରରେ ଓଡ଼ିଆ ପୁଅ ଚିନ୍ମୟ; ହାତରେ ଥିଲା ଜଗନ୍ନାଥଙ୍କ ପଟ୍ଟଚିତ୍ର

ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ଚିନ୍ମୟ ମହାରଣା। ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ କିଲିମିଞ୍ଜାରୋ ପର୍ବତରେ ଚଢି ତ୍ରିରଙ୍ଗା ପତାକାକୁ ଉଡେଇଛନ୍ତି। ସବୁଠୁ ବଡ଼ କଥା ହେଲା ନିଜ ହାତ ତିଆରି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ପଟ୍ଟଚିିତ୍ରକୁ ଆଫ୍ରିକା ଦେଶରେ ସ୍ଥାନିତ…

ଜମ୍ମୁ କାଶ୍ମୀରରେ ୧୦୦ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିହତ

ଚଳିତ ବର୍ଷର ପ୍ରଥମ ଛଅ ମାସରେ ଜାମ୍ମୁ କାଶ୍ମୀରରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଦେଖିବାକୁ ମିଳିଛି, ସେମାନଙ୍କ ମଧ୍ୟରୁ ୩୦ ଜଣ ପାକିସ୍ତାନର। ଜୁନ୍ ୧୨, ରବିବାର ଦିନ ଜାମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ତିନି ଜଣ…

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା; ଯୋଡ଼ି ହେବ ୧୦୦ ଲଢୁଆ ବିମାନ

ଭାରତୀୟ ବାୟୁସେନା ଦେଶରେ ପ୍ରାୟ ୧୦୦ ଟି ଉନ୍ନତ ଯୁଦ୍ଧ ବିମାନ ନିର୍ମାଣ କରିବାକୁ ଯୋଜନା କରିଛି। ଯେଉଁଥିପାଇଁ ଏହା ବିଶ୍ୱ ବିମାନ ଉତ୍ପାଦନକାରୀଙ୍କ ସହ ଆଲୋଚନା ଆରମ୍ଭ କରିଛି। ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ଏହି ପଦକ୍ଷେପକୁ ତ୍ବରାନିତ କରାଯାଉଛି…

ସ୍ୱତନ୍ତ୍ର ପ୍ରକ୍ରିୟାରେ ହେବ ରାଷ୍ଟ୍ରପତି ନିର୍ବାଚନ

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ । ପ୍ରେସମିଟରେ ଜାତୀୟ ନିର୍ବାଚନ କମିଶନର ରାଜୀବ କୁମାର ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ସରୁଛି । ତା ପୂର୍ବରୁ ଜୁଲାଇ ୧୮ରେ ରାଷ୍ଟ୍ରପତି…

ପୁଷ୍ପ ନିର୍ଜଳୀ କରଣ ପଦ୍ଧତିରେ ସୂକ୍ଷ୍ମକାର୍ଯ୍ୟ ତିଆରି ତାଲିମ୍

କୋରାପୁଟ:କୋରାପୁଟ ବ୍ଲକ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌ ପକ୍ଷରୁ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ପୁଷ୍ପ ନୀର୍ଜଳୀ କରଣ ଦ୍ୱାରା ସୁକ୍ଷ୍ମକାର୍ଯ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୂଖ୍ୟ…

କ୍ୟାନସର ରେ ମରିବେନି ଲୋକ!

କ୍ୟାନସର ଏମିତି ଏକ ରୋଗ , ଯେଉଁଥିରେ ଭଲ ହେବା ପାଇଁ ନା ଅଛି ଔଷଧ ନା ଅଛି ଗ୍ୟାରେଣ୍ଟି। କ୍ୟାନସର ପୀଡ଼ିତ ହୋଇଥିବା ବ୍ୟକ୍ତି ପାଇଁ ଶେଷ ଆଶା ହେଉଛି ଡାକ୍ତରଙ୍କ ଚିକିତ୍ସା । ତେବେ ଡାକ୍ତରଙ୍କ ଚିକିତ୍ସାରେ ବି…

ସଡ଼କ ତିଆରି କରି ଇତିହାସ ସୃଷ୍ଟି; ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ

ସଡ଼କ ତିଆରି କରି ଗିନିଜ ୱାର୍ଲ୍ଡ ରେକର୍ଡ। କଥାଟି କୌତୁହଳପୂର୍ଣ୍ଣ ହୋଇଥିଲେ ବି ସତ। ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ୧୦୫ ଘଣ୍ଟା ୩୩ ମିନିଟରେ ଅର୍ଥାତ୍ ୫ ଦିନ ମଧ୍ୟରେ ଶେଷ କରିଛି । ୭୫ କିଲୋମିଟର ରାସ୍ତା…