ଘନଉଛି ଇସ୍ରାଏଲ-ପାଲେଷ୍ଟାଇନ ଲଢେଇ
ବିଶ୍ବରେ ଯୁଦ୍ଧ ଏକ ସାଧାରଣ କଥା ପାଲଟିଗଲାଣି। ନିକଟରେ ତାଲିବାନ-ଆଫଗାନିସ୍ତାନ, ୟୁକ୍ରେନ-ଋଷ ଓ ତାଇୱାନ-ଚୀନ ପରେ ବର୍ତ୍ତମାନ ଇସ୍ରାଏଲ-ପାଲେଷ୍ଟାଇନ ଲଢେଇ ଚର୍ଚ୍ଚାର ବିଷୟ ପାଲଟିଲାଣି। ପୁନର୍ବାର ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଆରମ୍ଭ ହୋଇଯାଇଛି ସଂଘର୍ଷ। ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର…